Day: 14 October 2024

ଘରୋଇ ହସ୍ପିଟାଲରେ ଉତ୍ତେଜନା; ପୋର୍ଟାଲ ସାମ୍ବାଦିକ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହାତାହାତି

ଭୁବନେଶ୍ବର ଆଚାର୍ଯ୍ୟବିହାର ଅଞ୍ଚଳରେ ଆପୋଲୋ ହସ୍ପିଟାଲରେ ଉତ୍ତେଜନା । ଜଣେ ଚିକିତ୍ସାଧୀନ ରୋଗୀଙ୍କ ଅତ୍ୟଧିକ ବିଲ୍‌ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ରୋଗୀଙ୍କ ବିଲ୍‌ ଅଧିକ ହୋଇଥିବା ଅଭିଯୋଗ କରିଥିଲେ ପରିବାର । ଖବର ପାଇ ଘଟଣା ସ୍ଥଳରେ କିଛି…

କେନ୍ଦୁଝରରେ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ; ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦୁର୍ଗାପୂଜା ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କର ତିନି ଦିନିଆ କେନ୍ଦୁଝର ଗସ୍ତର ଆଜି ତୃତୀୟ ବା ଶେଷ ଦିନ । ଆଜି ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣିବା ଧାରା ଜାରି ରହିଛି। ବିଭିନ୍ନ ସ୍ଥାନକୁ ଗସ୍ତ ସମୟରେ ମଧ୍ୟ…

ରାଜ୍ୟରେ ଦାଦନ ସମସ୍ୟାର ନିରାକରଣ ପାଇଁ ଗଠନ ହେଲା ଟାସ୍କଫୋର୍ସ

ଦାଦନ ସମସ୍ୟାର ନିରାକରଣ ପାଇଁ ଗଠନ ହେଲା ଟାସ୍କଫୋର୍ସ । ଦାଦନ ସମସ୍ୟାର ସମାଧାନ ପାଇଁ ସାମଗ୍ରିକ ପଦକ୍ଷେପ ନେବାକୁ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗଠକ ହେଲା ଟାସ୍କଫୋର୍ସ।…

୩ ଅର୍ଥଶାସ୍ତ୍ରୀଙ୍କୁ ମିଳିବ ନୋବେଲ ପୁରସ୍କାର

ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା । ୩ ଅର୍ଥଶାସ୍ତ୍ରୀ ଡାରନ ଏସମୋଗ୍ ଲୁ , ସାଇମ ଜନସନ ଓ ଜେମ୍ସ ଏ.ରବିନସନ୍ ଙ୍କୁ ମିଳିବ ନୋବେଲ ପୁରସ୍କାର । ଆଜି ସ୍ୱିଡେନର ନୋବେଲ ଆସେମ୍ବଲି ନବୋଲେ ଅର୍ଥନୀତି ପୁରସ୍କାର ଘୋଷଣା…

ରାଜ୍ୟରେ ସଂଶୋଧନ ହେବ ରେରା ଆଇନ: ରାଜସ୍ବ ମନ୍ତ୍ରୀ

ରାଜ୍ୟରେ ରେରା ଆଇନର ହେବ ପରିବର୍ତ୍ତନ । ଆଜି ସମ୍ବଲପୁର ଡିଏସଆର କାର୍ଯ୍ୟାଳୟରେ ଅଚାନକ ଗସ୍ତ ସମୟରେ ରେରା ଆଇନ ସଂଶୋଧନ ହେବା ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଦେଇ କହିଛନ୍ତି ରେରା ଆଇନରେ ସଂଶୋଧନ ଆବଶ୍ୟକ ହେଉଛି…

ଚଳିତବର୍ଷ ରାଜଧାନୀରେ ଫୁଟିବନି ବାଣ; ବାଣ ତିଆରି ଓ ବିକ୍ରି ଉପରେ ଲାଗିଲା ପ୍ରତିବନ୍ଧକ

ଚଳତବର୍ଷ ରାଜଧାନୀ ଦିଲ୍ଲୀରେ ଫୁଟିବାନି ବାଣ। ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାଣ ତିଆରି ଓ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଦିଲ୍ଲୀ ସରକାର । ବିଶେଷ କରି ଶୀତ ଋତୁର ଆଗମନ ସହ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଅହେତୁକ ବୃଦ୍ଧି…

ବିଜେଡିକୁ ଛି କଲେ ଅମର ଶତପଥୀ; ଲେନିନ ଙ୍କୁ ଦେଲେ କଡ଼ା ଜବାବ

ଗଣମାଧ୍ୟମକୁ ସାକ୍ଷାତକାରରେ ବିଜେଡ଼ି ଦଳ ତାଙ୍କୁ ଅଣଦେଖା କରାଯାଉଛି ଏବଂ ଦଳରେ ସେ ଅଣନିଃଶ୍ୱାସୀ ହୋଇ ଅଛନ୍ତି ବୋଲି ଦେଇଥିବା ମନ୍ତବ୍ୟକୁ ଆଜି ଟାର୍ଗେଟ କରି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ଯାହାଙ୍କୁ ଦଳରେ ଅଣନିଃଶ୍ବାସୀ ଲାଗୁଛି ସେ ବିଜେଡି…

ମୁମ୍ଵାଇରେ ଟୋଲ୍ ଫି ଛାଡ କଲେ ମହାରାଷ୍ଟ୍ର ସରକାର

ବିଧାନସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ସରକାରଙ୍କ ବଡ଼ ଘୋଷଣା। ଏଣିକି ମୁମ୍ଵାଇକୁ ଏଣ୍ଟ୍ରି କଲେ ଦେବାକୁ ପଡ଼ିବ ନାହିଁ ଟୋଲ୍ ଫି। ମୁମ୍ଵାଇକୁ ପ୍ରବେଶ କରୁଥିବା କରିବାକୁ ଥିବା ୫ଟି ଟୋଲ୍‌ ଗେଟ୍‌ ଦହିସର, ମୁଲୁଣ୍ଡ, ୱାଶି, ଏରୋଲି ଏବଂ ଆନନ୍ଦନଗରରେ…

ବାବା ସିଦ୍ଦିକିଙ୍କ ମୃତ୍ୟୁ ପରେ ଆସିଲା ସଲମାନ୍‌ ଖାନଙ୍କୁ ହତ୍ୟା ଧମକ; ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଓ ୩ ଥରର ବିଧାୟକ ବାବା ସିଦ୍ଦିକୀଙ୍କ ହତ୍ୟା ପଛରେ ରହିଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ନିଜକୁ ଦାୟୀ କାରିଛି । ଏବେ ବିପଦରେ ବଲିଉଡ ସୁପରଷ୍ଟାର ସଲମାନ୍‌ ଖାନଙ୍କ ଜୀବନ । କାରଣ ଏହି ଗ୍ୟାଙ୍ଗ…

ପୁଣି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ; ଧରାପଡିଲେ ଆକ୍ରମଣକାରୀ

ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କୁ ପୁଣି ଥରେ ହତ୍ୟା ଉଦ୍ୟମ। ଟ୍ରମ୍ପଙ୍କ କାର୍ଲିଫଣ୍ଣିଆ ସ୍ଥିତ ରାଲିର କିଛି ଦୂରରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ । ଚଳିତ ବର୍ଷ ଆମେରିକାରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଥିବା…