Month: August 2024

ମହିଳା କୁସ୍ତିର ସେମିଫାଇନାଲରେ ପ୍ରବେଶ କଲେ ଭାରତର ଭିନେଶ ଫୋଗଟ୍

ପ୍ୟାରିସ ଅଲିମ୍ପିକ୍ସର ମହିଳା କୁସ୍ତିର ସେମିଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ଭିନେଶ ଫୋଗଟ୍ । ଅଲିମ୍ପିକ୍ ଚାମ୍ପିଅନ୍ ତଥା ଚାରିଥର ବିଶ୍ୱ ଚାମ୍ପିଅନ୍ ଜାପାନର ୟୁୟୁ ସୁସାକିଙ୍କୁ ୩-୨ରେ ହରାଇଥିଲେ କ୍ବାର୍ଟରଫାଇନାଲରେ ପ୍ରବେଶ କରିଥିଲେ । ମହିଳା ୫୦ କେଜି ବର୍ଗରେ…

ଜାଭେଲିନ ଥ୍ରୋରେ ଫାଇନାଲକୁ ପ୍ରବେଶ କରିପାରିଲେନି ଓଡ଼ିଆ ପୁଅ କିଶୋର ଜେନା

ପ୍ୟାରିସ ଅଲିମ୍ପିକ୍ସର ଜାଭେଲିନ ଥ୍ରୋ ଇଭେଣ୍ଟର ଫାଇନାଲ ପ୍ରବେଶ କରିପାରିଲେନି ଓଡ଼ିଆ ପୁଅ କିଶୋର ଜେନା । ଆଜି ଯୋଗ୍ୟତା ପର୍ଯ୍ୟାୟର ଗ୍ରୁ ଏରେ ଥିବା କିଶୋର ପ୍ରଥମ ପ୍ରୟାସରେ ୮୦.୭୩ ମିଟରକୁ ଜାଭେଲିନ ଫିଙ୍ଗି ଥିଲେ। ଦ୍ୱିତୀୟ ପ୍ରୟାସରେ ସେ…

ଜାଭେଲିନ ଥ୍ରୋ ଫାଇନାଲରେ ଭାରତର ନୀରଜ ଚୋପ୍ରା

­ଚଳିତ ପ୍ୟାରିସ୍‌ ଅଲମ୍ପିକ୍ସରେ ଆଜି ଜାଭେଲିନ ଥ୍ରୋ ଏଭେଣ୍ଟରେ ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ନୀରଜ ଚୋପ୍ରା । ଆଜି କ୍ୱାଲିଫାୟରର ପ୍ରଥମ ଥ୍ରୋ ରେ ସେ ୮୯.୩୪ ମିଟର ଦୂରତାରେ ଥ୍ରୋ ପକାଇ ଫାଇନାଲରେ ପ୍ରବେଶ କରିଛନ୍ତି । ଚଳିତ…

ମିଳୁନି ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ ପତ୍ତା; ଡିଏନ୍‌ଏ ସାମ୍ପଲ ଦେଲେ ଭଉଣୀ ସୋମାଲି

କେରଳ ୱାୟନାଡ଼ ଭୂସ୍ଖଳନରେ ନିଖୋଜ ଓଡ଼ିଆ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ ଏଯାଏଁ କୌଣସି ପତ୍ତା ମିଳିନାହିଁ । ଡାକ୍ତର ସ୍ୱାଧୀନଙ୍କୁ ଖୋଜିବା ପାଇଁ ଆଜି ଡିଏନ୍ଏ ଟେଷ୍ଟ ପାଇଁ ନମୁନା ଦେଇଛନ୍ତି ତାଙ୍କ ଭଉଣୀ ସୋମାଲି । ଏହି ଡିଏନ୍‌ଏ ଟେଷ୍ଟ…

ବିଧାୟକ ଅରୁଣ ସାହୁଙ୍କୁ ହାଇକୋର୍ଟର ନୋଟିସ

ଚାଳିତବର୍ଷ ନୟାଗଡ଼ ବିଧାନସଭା ନିର୍ବାଚନ ଅନିୟମିତତା ହୋଇଥିବା ଅଭିଯୋଗକୁ ଆଧାରକରି ହାଇକୋର୍ଟରେ ମାମଲା ଦାଏର ପରେ ବିଜେଡି ବିଧାୟକ ଅରୁଣ ସାହୁଙ୍କୁ ଜାରି ହୋଇଛି ନୋଟିସ । ନିର୍ବାଚନ ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ପରେ ବିଧାୟକ ଅରୁଣ ସାହୁଙ୍କୁ…

ବିଜେପି ପଦାଧିକାରୀ ବୈଠକ ଆରମ୍ଭ

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ଗୁରୁତ୍ୱପୂର୍ଣ୍ଣ ବିଜେପି ପଦାଧିକାରୀ ବୈଠକ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବିଜେପି ପଦାଧିକାରୀ ଚାଲିଛି ବୈଠକ। ଆଜି ବସିଥ‌ିବା ଏହି ବୈଠକରେ ଦଳର ଆଗାମୀ କାର୍ଯ୍ୟପନ୍ଥା ସହ ରାଜ୍ୟ ଏବଂ କେନ୍ଦ୍ର…

୨ଦିନିଆ ରିମାଣ୍ଡରେ ଗଲା ୫ ସ୍ତ୍ରୀଙ୍କ ରସିକିଆ ସ୍ୱାମୀ

ଅଧିକ ପଚରାଉଚରା ଓ ତଥ୍ୟ ହାସଲ କରିବା ପାଇଁ ୫ ସ୍ତ୍ରୀଙ୍କ ସ୍ବାମୀ ସହ ୪୯ ଜଣଙ୍କ ପ୍ରେମିକ ସାଜିଥିବା ସତ୍ୟଜିତ ସାମଲଙ୍କୁ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ। ଆଜି ପ୍ରଥମ ଦିନରେ କମିଶନରେଟ ପୋଲିସ ସତ୍ୟଜିତ ରହୁଥିବା ଚନ୍ଦ୍ରଶେଖରପୁର ଘରୁ…

ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍‌ ବୈଠକ

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ । ଦିନ ୧୧ ଟା ୩୦ ସମୟରେ ଲୋକସେବା ଭବନରେ ବସିବ ବୈଠକ । ଏହା ମୋହନ ସରକାରଙ୍କ ଚତୁର୍ଥ କ୍ୟାବିନେଟ୍ ବୈଠକ । ବୈଠକରେ କିଛି…

ପୋଲାଭରମ୍ ସ୍ଥିତି ପରଖିବ ବିଜେଡି ଟିମ୍

ଆସନ୍ତାକାଲି ପୋଲଭରମ ଗସ୍ତରେ ଯିବେ ବିଜେଡି ଟିମ୍ । ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଟିମ ଗଠନ କରିଛନ୍ତି । ଆସନ୍ତାକାଲି ପୋଲଭରମକୁ କମିଟିର ପ୍ରଥମ ଗସ୍ତ କାର୍ଯ୍ୟକ୍ରମ ରହିଛି । ପୋଲାଭରମ୍ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବ ସ୍ଥିତି…

ନୂଆଁଖାଇ ନବାନ୍ନ ଲାଗି ପାଇଁ ଲଗ୍ନ ଧାର୍ଯ୍ୟ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହି ପର୍ବକୁ ପଶ୍ଚିମାଂଚଳବାସୀ ବେଶ ଧୁମଧାମରେ ପାଳନ କରିଥାନ୍ତି । ଏବେ ନବାନ୍ନ ଲାଗି ପାଇଁ ବାହାରିଛି ନୂଆଁଖାଇ ଲଗ୍ନ। ସେପ୍ଟେମ୍ବର ୮ରେ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବ ।ରବିବାର ସକାଳ ୯ଟା ୩୫ରୁ…