Month: August 2024

ମଧ୍ୟାହ୍ନ ଭୋଜନ ଖାଇ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ

ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଶିରାପୁର ଗାଁରେ ଥିବା ଉଦୟ ନାରାୟଣ ନୋଡାଲ ବିଦ୍ୟାଳୟରେ ଏକ ଅଘଟଣ ଘଟିଯାଇଛି। ମଧ୍ୟାହ୍ନ ଭୋଜନ ଖାଇବା ପରେ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡିଛି। ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ସୋର ଡାକ୍ତରଖାନାରେ ଭର୍ତ୍ତି…

ସରୁନି ସମ୍ପତ୍ତି ଆକଳନ: ଯନ୍ତ୍ରୀଙ୍କ ନାଁରେ ଆଉ ୨୦ଟି ପ୍ଲଟ୍ ଠାବ

ସରୁନି ଯନ୍ତ୍ରୀଙ୍କ ପିଲାଟି ଗଣା। ଜଳସେଚନ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ ଗତ ୩ ତାରିଖରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିବା ପରେ ଗିରଫ ହୋଇଥିଲେ। ହେଲେ ଆଜି ଯାଏଁ କୁବେର ଯନ୍ତ୍ରୀଙ୍କ…

ସ୍ପେନକୁ ହରେଇ ବ୍ରୋଞ୍ଜ ପଦକ ଜିତିଲା ଭାରତୀୟ ପୁରୁଷ ହକି ଟିମ

ଦେଶ ପାଇଁ ଗୌରବ ଆଣିଲେ ଭାରତୀୟ ପୁରୁଷ ହକି ଟିମ। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ପୁରୁଷ ହକି ଟିମ ଗୁରୁବାର ସ୍ପେନକୁ ୨-୧ ଗୋଲରେ ହରେଇ ବ୍ରୋଞ୍ଜ ପଦକ ଜିତିଛି । ଭାରତ ୫୦ ବର୍ଷ ପରେ ଅଲିମ୍ପିକ୍ସରେ ଲଗାତର…

କୁସ୍ତି ସେମିଫାଇନାଲରେ ଭାରତର ଅମନ

କୁସ୍ତି ପ୍ରତିଯୋଗିତାରେ ସେମିଫାଇଲାରେ ପହଞ୍ଚିଲେ ଅମନ ସହରାୱତ । ୫୭ କିଲୋଗ୍ରାମ ବର୍ଗର କ୍ୱାର୍ଟର ଫାଇନାଲରେ ଆଲବେନିଆର ଜେଲିମଖାନ ଏବକୋରଭଙ୍କୁ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଛନ୍ତି ।ଅଲବାନିଆର ପ୍ରତିଦ୍ବନ୍ଦୀଙ୍କୁ ୧୨-୦ରେ ହରାଇଛନ୍ତି । ଅମନ ସେହରାୱତ ସେମିଫାଇନାଲରେ ଜାପାନର…

ମହାପ୍ରଭୁଙ୍କ ଜମି ଦଖଲକାରୀଙ୍କୁ ଚେତାବନୀ; ଖଜଣା ଦେଉନଥିଲେ ହେବ କାର୍ଯ୍ୟାନୁଷ୍ଠାନ

ମହାପ୍ରଭୁଙ୍କ ଖଣିରୁ ୨୧କୋଟି ଅର୍ଥ ଲୁଟ ହେବା ପ୍ରସଙ୍ଗରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେଉଁମାନେ ମହାପ୍ରଭୁଙ୍କ ଭୁସମ୍ପତ୍ତିରେ ଖଣି ଖଜଣା ଦେଉନଥିଲେ ସେମାନଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ୨୦୦୩ର ୟୁନିଫର୍ମ ପଲିସି ଆଧାରରେ ପ୍ରକ୍ରିୟା ଆଗକୁ ବଢ଼ିବ । ମହାପ୍ରଭୁଙ୍କ…

ବାଂଲାଦେଶର ହିଂସାକୁ ନେଇ ହାଇ ଆଲର୍ଟରେ ଓଡ଼ିଶା

ବାଂଲାଦେଶରେ ଦେଖାଦେଇଥିବା ହିଂସାକୁ ନେଇ ହାଇ ଆଲର୍ଟରେ ରହିଛି ଓଡ଼ିଶା। ସୀମାରେଖା ଦେଇ ଅନୁପ୍ରବେଶକାରୀ ରାଜ୍ୟକୁ ପଶିଆସିବାର ସମ୍ଭାବନା ରହିଥିବାରୁ ହାଇ ଆଲର୍ଟ ଜାରି କରିଛନ୍ତି କେନ୍ଦ୍ର ସରକାର। ଏହାସହ ବାଂଲାଦେଶ ସୀମା ସମସ୍ତ ଜଳପଥ ଓ ସ୍ଥଳପଥ ଉପରେ ଓଡ଼ିଶା…

ଜାପାନରେ ଦୁଇ ମିନିଟ୍ ମଧ୍ୟରେ ୨ଟି ଶକ୍ତିଶାଳୀ ଭୂମିକମ୍ପ; ସୁନାମୀ ପାଇଁ ସତର୍କ

ଆଜି ଜାପାନରେ ଦୁଇ ମିନିଟ୍ ମଧ୍ୟରେ ୨ଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନର ଦକ୍ଷିଣପଶ୍ଚିମରେ ଥିବା କ୍ୟୁଶୁ ଦ୍ୱୀପ ଓ ଶିକୋକୁରେ ଆଜି ଦୁଇଟି ବଡ଼ ଧରଣର ଭୂମିକମ୍ପ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ ଯଥାକ୍ରମେ…

ଓଡ଼ିଶାରେ ପହଞ୍ଚିଲେ ଆରଏସ୍ଏସର ସରସଂଘ ଚାଳକ ମୋହନ ଭାଗବତ

୫ ଦିନିଆ ଓଡ଼ିଶା ଗସ୍ତରେ ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ସରସଂଘ ଚାଳକ ମୋହନ ଭାଗବତ । ଆଜି ଭୁବନେଶ୍ବରରେ ରହି କାଲି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହିତ ଗୋବର୍ଦ୍ଧନ ପୀଠର ପୂଜ୍ୟ ଶଙ୍କରାଚାର୍ଯ୍ୟ…

ପ୍ରଥମଥର ପାଇଁ ରାଜ୍ୟରେ ଆରମ୍ଭ ହେଲା ରାଇସ ଏଟିଏମ୍‌ 

ରାଜ୍ୟରେ ପ୍ରଥମ ଥର ପାଇଁ ଖୋଲିଲା ଚାଉଳ ଏଟିଏମ୍‌ । ଆଜି ଭୁବନେଶ୍ବରସ୍ଥିତ ମଞ୍ଚେଶ୍ୱର ଚାଉଳ ଗୋଦାମରେ ରାଇସଅନ୍ନପୂର୍ତ୍ତି ଚାଉଳ ଏଟିଏମ୍‌ ଉଦଘାଟନ କରିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର। ପାଇଲଟ ପ୍ରକଳ୍ପ ଭାବେ ଭୁବନେଶ୍ଵରରୁ ସେବା ଆରମ୍ଭ…

ପଶ୍ଚିମବଙ୍ଗରୁ ଆସିଲା ଆଳୁ; ଦିନେ ଦୁଇଦିନ ଭିତରେ ଦୂରହେବ ଆଳୁ ସମସ୍ୟା

ରାଜ୍ୟରେ ଦିନକୁ ଦିନ ବେଲଗାମ ହେଉଛି ଆଳୁ ଦର । ପଶ୍ଚିମବଙ୍ଗରୁ ଠିକ୍ ସମୟରେ ଆଳୁ ଟ୍ରକ୍ ନ ଆସିବାରୁ ଚାହିଦା ଅନୁସାରେ ଆଳୁ ନ ଥିବାରୁ ଦର ବଢ଼ିବାରେ ଲାଗିଛି। କେଉଁଠି ଆଳୁ କିଲୋଗ୍ରାମ୍ ପିଛା ୬୦ ଟଙ୍କା ଥିବା…