Month: August 2024

ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଝଟକା; ମିଳିଲାନି ଜାମିନ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଝଟକା । ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଜାମିନ । ଦିଲ୍ଳୀ ମଦ ଦୁର୍ନୀତି ମାମଲାରେ ଅନ୍ତରୀଣ ଜାମିନ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜେଲରେ ଥିବା ଅରବିନ୍ଦ କେଜ୍ରିୱାଲଙ୍କୁ…

ଓଡ଼ିଶା ଆସିବେ ୫ ମହାବଳ ବାଘ

ଓଡ଼ିଶାରେ ଚାଲିଛି ବାଘବଂଶ ବୃଦ୍ଧି ଯୋଜନା। ସେଥିପାଇଁ ସେପ୍ଟେମ୍ବର ଶେଷ ସୁଦ୍ଧା ଓଡ଼ିଶାକୁ ଆସିବେ ୫ ମହାବଳ ବାଘ। ଏନେଇ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି । ଓଡ଼ିଶାକୁ ଆସୁଥିବା ୫ ମହାବଳ ବାଘକୁ ବରଗଡ଼ ଦେବ୍ରିଗଡ଼ରେ ୩…

ବିଜେଡି ରାଜ୍ୟରେ ଅଶାନ୍ତି ଓ ବିଶୃଙ୍ଖଳା ସୃଷ୍ଟି କରୁଛି: ବିଜେପି

ଦୀର୍ଘ ୨୫ବର୍ଷ ଶାସନ କ୍ଷମତାରେ ରହି ନବୀନ ବାବୁ ଓଡ଼ିଆ ଓ ଓଡିଶାବାସୀଙ୍କ ସହ ଖେଳ ଖେଳିଆସିଲେ । ଓଡିଆ ଅସ୍ମିତାର ଧଜିଆ ଉଡାଇଲେ । ଆଜି ବିଜେଡି ଓଡିଆ ଅସ୍ମିତାର ସମ୍ପର୍କରେ ସମାଲୋଚନା କରିବା ହାସ୍ୟାସ୍ପଦ ଏବଂ ଦୁର୍ଭାଗ୍ୟଜନକ ।…

ଭାରତରେ ଡେଙ୍ଗୁ ଟିକା ପାଇଁ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଆରମ୍ଭ

ଭାରତର ପ୍ରଥମ ଡେଙ୍ଗୁ ଟିକା ପାଇଁ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ଆରମ୍ଭ ହୋଇଛି। ସମ୍ପ୍ରତି ଭାରତରେ ଡେଙ୍ଗୁ ବିରୁଦ୍ଧରେ କୌଣସି ଆଣ୍ଟିବାୟୋଟିକ୍ କିମ୍ବା ଲାଇସେନ୍ସପ୍ରାପ୍ତ ଟିକା ନାହିଁ, ଯାହା ମଶାମାନଙ୍କ ଠାରୁ ଲୋକମାନଙ୍କ ନିକଟରେ ବ୍ୟାପିଥାଏ। ଡେଙ୍ଗୁ ଭାରତରେ ଏକ…

ଆତଙ୍କବାଦୀ ଆକ୍ରମଣରେ ୪୮ ରାଷ୍ଟ୍ରୀୟ ରାଇଫଲର କ୍ୟାପଟେନ ସହିଦ

ଜମ୍ମୁ-କଶ୍ମୀରର ଡୋଡା ଜିଲ୍ଲାରେ ଚାଲିଥିବା ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ୪୮ ରାଷ୍ଟ୍ରୀୟ ରାଇଫଲର କ୍ୟାପଟେନଙ୍କ ମୃତ୍ୟୁ ହୋଇଛି। ସହିଦ ଆର୍ମି କ୍ୟାପ୍ଟେନ ହେଲେ କ୍ୟାପ୍ଟେନ ଦୀପକ ସିଂହ । ଏହି ଏନକାଉଣ୍ଟର ସମୟରେ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଥିବା…

ଖଣି କମ୍ପାନୀଙ୍କଠାରୁ ରୟାଲଟି ଆଦାୟ କରିପାରିବେ ରାଜ୍ୟ

ଖଣି ଉପରେ ରୟାଲଟି ଆଦାୟ ଅଧିକାରକୁ ନେଇ ଆଜି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ରାୟ ଅନୁସାରେ ଖଣି ବହୁଳ ରାଜ୍ଯଗୁଡିକ ବିଭିନ୍ନ ଖଣି କମ୍ପାନିଙ୍କଠାରୁ ବକେୟା ରୟାଲଟି ଆଦାୟ । ଏପରିକି ବିଗତ ୧ ଏପ୍ରିଲ ୨୦୦୫ରୁ ରାଜ୍ଯମାନେ ଲେଭି ଲାଗୁ…

ନନ୍ଦନକାନନରେ ଆଖି ବୁଜିଲା ସିଂହ ‘କ୍ରିସ୍’

ଭୁବନେଶ୍ଵର ସ୍ଥିତ ନନ୍ଦନକାନନରେ ଆଖି ବୁଜିଲା ସିଂହ କ୍ରିସ୍। ସିଂହ କ୍ରିଶ ଦିର୍ଘ ଦିନ ହେବ ବାର୍ଦ୍ଧକ୍ୟ ଜନିତ କାରଣରୁ ଅସୁସ୍ଥ ହୋଇପଡିଥିବା ବେଳେ ଆଜି ସକାଳ ୯ଟାରେ ତାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନଯୋଗ୍ୟ; ୨୦୦୪ରେ ନନ୍ଦନକାନନରେ ଜନ୍ମ…

ରାଜଧାନୀରେ ଆୟୋଜିତ ବିଶାଳ ତ୍ରିରଙ୍ଗା ରାଲିରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ଭୁବନେଶ୍ୱର ସ୍ଥିତ ଶ୍ରୀଲିଙ୍ଗରାଜ ମନ୍ଦିର ଠାରୁ ମୁକ୍ତେଶ୍ବର ମନ୍ଦିର ଯାଏଁ ବିଶାଳ ତ୍ରିରଙ୍ଗା ରାଲି ଅନୁଷ୍ଠିତ ହୋଇଛି । ଏହି ତ୍ରିରଙ୍ଗା ରାଲିରେ ସାମିଲ୍ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ…

ଶୋଇଥିବା ବେଳେ ଘର ଭାଙ୍ଗିଲା ହାତୀ; ମାଆ ପୁଅ ମୃତ

ସୁନ୍ଦରଗଡ଼ ଜିଲ୍ଲା ବରସୁଆଁ ରେଂଜ ବାଲିଝୁଡ଼ି ଗାଁରେ ହାତୀ ଉପଦ୍ରବ । ୪ ଛୁଆଙ୍କ ସହ ମାଆ ଶୋଇଥିଲା ବେଳେ ଘର ଭାଙ୍ଗିଲା ହାତୀ। କାନ୍ଥ ତଳେ ଚାପି ହୋଇ ଗର୍ଭବତୀ ମାଆ ସହିତ ଆଠ ବର୍ଷ ପୁଅର ମୃତ୍ୟୁ ହୋଇଛି।…

ଗଞ୍ଜେଇ ମାଫିଆଙ୍କ ସହ ଲିଙ୍କ; ୭ ପୋଲିସ ନିଲମ୍ବିତ, ୨ ହୋମଗାର୍ଡ ବିଦା

ଗଂଜେଇ ମାଫିଆଙ୍କ ସହ ଲିଙ୍କ୍‌ ଅଭିଯୋଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କାଲି ମାଛକୁଣ୍ଡ ଓ ଲମତାପୁଟ ଥାନାରେ ରେଡ୍ କରିଥିଲା ପୋଲିସ। ଏହି ଘଟଣାରେ ମାଛକୁଣ୍ଡ ଓ ଲମତାପୁଟ ଥାନାର ୭ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ୩ ଜଣ ଏସ୍‌ଆଇ,…