Day: 7 August 2024

ଜାମ୍ମୁକାଶ୍ମୀର ଡିଜିପି ହେଲେ ଓଡ଼ିଶାର ରଶ୍ମୀରଂଜନ ସ୍ବାଇଁ

ଜାମ୍ମୁକାଶ୍ମୀର ଡିଜିପି ହେଲେ ଓଡ଼ିଶାର ରଶ୍ମୀରଂଜନ ସ୍ବାଇଁଓଡ଼ିଆ ବରିଷ୍ଠ ଆଇପିଏସ୍ ଅଧିକାରୀ ରଶ୍ମୀରଞ୍ଜନ ସ୍ୱାଇଁଙ୍କୁ ମିଳିଲା ନୂଆ ଦାୟିତ୍ଵ । ତାଙ୍କୁ ଜାମ୍ମୁକାଶ୍ମୀରର ନୂଆ ଡିଜିପି ଭାବେ ନିଯୁକ୍ତି ମିଳିଥିବା ସୂଚନା ମିଳିଛି । ଏଜିଏମୟୁଟି କ୍ୟାଡରର ଓଡ଼ିଆ ଆଇପିଏସ୍‌ ରଶ୍ମୀରଂଜନ…

ବିନେଶଙ୍କୁ ସାନ୍ତ୍ଵନା ଦେଲେ ମୋଦି

ଅଧିକ ଓଜନ ପାଇଁ ଅଲିମ୍ପିକ୍ସ ଫାଇନାଲରୁ ଆଉଟ ହୋଇଛନ୍ତି ଭାରତୀୟ କୁସ୍ତି ଯୋଦ୍ଧା ବିନେଶ ଫୋଗଟ । ତାଙ୍କ ପଦକ ଆଶା ଅଧୁରା ରହିଛି । ଏହା ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ବିନେଶଙ୍କୁ ସାନ୍ତ୍ଵନା ଦେବା ସହ…

ଭାରତକୁ ବଡ଼ ଝଟକା; ଅଯୋଗ୍ୟ ଘୋଷିତ ହେଲେ ବିନେଶ ଫୋଗଟ

ଅଲିମ୍ପିକ୍ସ ଫାଇନାଲରୁ ଆଉଟ ହେଲେ ଭାରତୀୟ କୁସ୍ତି ଯୋଦ୍ଧା ବିନେଶ ଫୋଗଟ। ବିନେଶ ଫାଇନାଲରେ ପହଂଚିବା ପରେ ଡିସ୍‌କ୍ବାଲିଫାଏଡ୍‌ ଘୋଷଣା କରାଯାଇଛି । ତାଙ୍କ ଓଜନ ୫୦ କେଜିରୁ ଅଧିକ ଥିବାରୁ ଅଲିମ୍ପିକ୍ସରୁ ଆଉଟ ହୋଇଛନ୍ତି। ୫୦ କେଜିଠାରୁ ବିନେଶ ସାମାନ୍ୟ…

ଭାରତ ଫେରିଲେ ମନୁ ଭାକର

ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ ମେଡାଲ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି ସୁଟର ମନୁ ଭାକର। ସେ ବୁଧବାର ସକାଳେ ଭାରତ ଫେରିଛନ୍ତି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ମନୁଙ୍କ ସହ ତାଙ୍କ…

ବାଂଲାଦେଶରେ ଅନ୍ତରୀଣ ସରକାର: ମହମ୍ମଦ ୟୁନୁସଙ୍କୁ ଦାୟିତ୍ୱ

ବାଂଲାଦେଶ ସ୍ଥିତି ଅଣାୟତ୍ତ। ରାଜନୈତିକ ଅସ୍ଥିରତା ଓ ହିଂସା ମଧ୍ୟରେ ଗଠନ ହୋଇଛି ଅନ୍ତରୀଣ ସରକାର । ଏହାର ନେତୃତ୍ବ ନେବେ ନୋବେଲ୍ ବିଜେତା ମହମ୍ମଦ ୟୁନୁସ । ମଙ୍ଗଳବାର ତାଙ୍କୁ ବାଂଲାଦେଶର ଅନ୍ତରୀଣ ସରକାର ଚଳାଇବା ପାଇଁ ନେତା ଭାବେ…

ଭିଜିଲାନ୍ସ ପଞ୍ଝାରେ ଆଠଗଡ଼ ବିଡିଓ

ପୁଣି ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି କଟକ ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁ। ପ୍ରଦ୍ୱୀବଙ୍କ ଘରେ ରେଡ଼ କରୁଛି ଭିଜିଲାନ୍ସ । ଏକକାଳୀନ ୮ଟି ସ୍ଥାନରେ ରେଡ୍‌…

ଲାଞ୍ଚ ନେଇ ଧରାପଡ଼ିଲେ ପୋଷ୍ଟାଲ ଇନ୍ସପେକ୍ଟର

ସରୁନି କୁବେର ସରକାରୀ ଅଧିକାରୀଙ୍କ ତାଲିକା। ସମ୍ପତ୍ତି ଜାଣିଲେ ଆଶ୍ଚର୍ଯ୍ୟ ହେବେ। ପୁଣି ଲାଞ୍ଚ ନେଇ ଧରାପଡିଛନ୍ତି ଉଦଳା ପୋଷ୍ଟାଲ ଇନ୍ସପେକ୍ଟର। ସିବିଆଇ ଦ୍ୱାରା ଧରାପଡ଼ିଲେ ପୋଷ୍ଟାଲ ଇନ୍ସପେକ୍ଟର ରାଜେନ୍ଦ୍ର ପୃଷ୍ଟି। କୁଶଳଦା ପଥୁରୀକଟା ବିପିଏମ୍‌ଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ…

ହକି ସେମିଫାଇନାଲରେ ହାରିଲା ଭାରତ; ବ୍ରୋଞ୍ଜ ପଦକ ପାଇଁ ସ୍ପେନ ସହ ଲଢ଼ିବ

ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିବା ଆଶା ଅଧୁରା ରହିଲା । ହକି ସେମିଫାଇନାଲରେ ଜର୍ମାନୀଠୁ ୩-୨ରେ ହାରିଲା ଭାରତ । ଏବେ ବି ଟିମ ଇଣ୍ଡିଆ ପାଇଁ ଆଶା ରହିଛି। ଅଗଷ୍ଟ ୮ରେ ବ୍ରୋଞ୍ଜ ମେଡାଲ ପାଇଁ ସ୍ପେନ ସହ…