Month: July 2024

ଖୁବଶୀଘ୍ର ଆସିବ ନୂଆ ରାସନ କାର୍ଡ ତାଲିକା

ଖୁବ୍‌ ଶୀଘ୍ର ଆସିବ ନୂଆ ରାସନ କାର୍ଡ ତାଲିକା। ମାସେ ଭିତରେ ନୂଆ ହିତାଧିକାରୀ ରାସନ କାର୍ଡ ପାଇବେ। ଏ ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପ୍ରାୟ ୮ ଲକ୍ଷ ନୂଆ…

ବନକଲାଗି ନୀତି ପାଇଁ ୩ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେବ। ତେଣୁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ୩ ଘଣ୍ଟା ବନ୍ଦ ରହିବ । ଶ୍ରୀଜିଉଙ୍କ ବନକଲାଗି ନୀତି ଲାଗି ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ସନ୍ଧ୍ୟା ୬ରୁ ରାତି ୯ଟା ପର୍ଯ୍ୟନ୍ତ ପାଇଁ…

୧୯ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରିବାବେଳେ ବିମାନ ଦୁର୍ଘଟଣାଗ୍ରସ୍ତ

ନେପାଳର ରାଜଧାନୀ କାଠମାଣ୍ଡୁରେ ବୁଧବାର ବଡ ଧରଣର ଅଘଟଣ ଘଟିଛି । ଉଡାଣ ଭରିଥିବା ବିମାନ ଦୁର୍ଘଟଣାଗ୍ରସ୍ତ ପରେ ନିଆଁ ଲାଗିଯାଇଛି । ଏଥିରେ ୧୯ ଜଣ ଯାତ୍ରୀ ଥିଲେ। ନେପାଳର କାଠମାଣ୍ଡୁ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଉଡାଣ ଭରିଥିବା ଏକ…

ପୂର୍ଣ୍ଣାଙ୍ଗ ବଜେଟରେ ରେଳ ସୁରକ୍ଷା ପାଇଁ ଦିଆଯାଇଛି ସ୍ୱତନ୍ତ୍ର ଫୋକସ: ଅଶ୍ୱିନୀ ବୈଷ୍ଣବ 

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନା କରିଥିବା ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟରେ ରେଳବାଇ ପାଇଁ ବଜେଟ ଉପରେ ସାମ୍ୱାଦିକ ସମ୍ମିଳନୀ କରି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଚଳିତ ବଜେଟ୍‌ରେ ରେଳବାଇ କ୍ଷେତ୍ରର ଆଧୁନିକୀକରଣ ଏବଂ ସୁରକ୍ଷା ଉପରେ ଅଧିକ…

ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ

ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ । ଲୋକସେବା ଭବନରେ ରାତି ୮ଟା ୩୦ରେ ବୈଠକ ବସିବାକୁ ଯାଉଛି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ। ମୋହନ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ସରକାର କ୍ଷମତାକୁ ଆସିବା ପରେ ଏହା ହେବ ତୃତୀୟ…

ଏସିଆ ପାସିଫିକ୍ ଗ୍ରୁପ୍ ଆଇପିୟୁ ଉପସଭାପତି ହେଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ବରର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ହେଲେ ଏସିଆ ପାସିଫିକ୍ ଗ୍ରୁପ୍ ଆଇପିୟୁ ଉପସଭାପତି। ଅପରାଜିତା ଷଡଙ୍ଗୀ ଅନ୍ତଃସଂସଦୀୟ ୟୁନିୟନ ( ଆଇପିୟୁ)ର କାର୍ଯ୍ୟକାରିଣୀ କମିଟି ଦ୍ଵାରା ମନୋନୀତ ହୋଇଥିବା ସୂଚନା ମିଳିଛି। ବାଚସ୍ପତି ଓମ୍ ବିର୍ଲାଙ୍କ ଜରିଆରେ ସୂଚନା ପାଇଥିବା…

ତୃତୀୟ ଦିନ ବିଧାନସଭା ବଜେଟ୍‌ ଅଧିବେଶନରେ ହଟ୍ଟଗୋଳ; ୧୧ଟା ୩୦ ଯାଏଁ ଗୃହ ମୁଲତବି

ସରଗରମ ହେଉଛି ବିଧାନସଭା ଅଧିବେଶନ। ସରକାରୀ ଦଳ ଓ ବିରୋଧୀ ଦଳ ହୋଇଛନ୍ତି ମୁହାଁମୁହିଁ। ବିଧାନସଭା ଅଧୂବେଶନର ଆଜି ତୃତୀୟ ଦିନ। ବିଧାନସଭା ବଜେଟ୍‌ ଅଧିବେଶନର ତୃତୀୟ ଦିନରେ ବି ଦେଖାଯାଇଛି ହଟ୍ଟଗୋଳ । ରାଜ୍ୟପାଳଙ୍କ ପୁଅ ଆଇନକୁ ହାତକୁ ନେଇଥିବା…

ଆଜି ଅନୁଷ୍ଠିତ ହେବ ଉପବାଚସ୍ପତି ନିର୍ବାଚନ

ଆଜି ଅନୁଷ୍ଠିତ ହେବ ଉପବାଚସ୍ପତି ନିର୍ବାଚନ। ଏଥିପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ବିଜେପିର ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ନାମାଙ୍କନ ଦାଖଲ କରିଛନ୍ତି। ବିଧାନସଭା ସଚିବଙ୍କ ପାଖରେ ଶ୍ରୀ ଭୋଇ ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଆଜି ଉପବାଚସ୍ପତି ନିର୍ବାଚନ…

ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ଟାସ୍କ ଫୋର୍ସ ଗଠିତ

ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଟାସ୍କ ଫୋର୍ସର ଅଧ୍ୟକ୍ଷ ଭାବେ ନିଯୁକ୍ତ…

ପୋଲାଭରମ ପ୍ରକଳ୍ପକୁ ନେଇ ତେଜିଲା ରାଜନୀତି

କେନ୍ଦ୍ର ବଜେଟରେ ପୋଲାଭରମ ପ୍ରକଳ୍ପ ପାଇଁ ଅନୁଦାନ ଘୋଷଣା ପରେ ଓଡ଼ିଶା ରାଜନୀତିରେ ତୁମ୍ବିତୋଫାନ ଆରମ୍ଭ ହୋଇଯାଇଛି। ପୋଲାଭରମ ପ୍ରକଳ୍ପ କାମ ଅଟକିବନି କହିଲେ କେନ୍ଦ୍ର ସରକାର। ତେଣୁ ଏ ନେଇ ତେଜିଛି ରାଜନୀତି। ବଜେଟରେ ଓଡ଼ିଶାର ପର୍ଯ୍ୟଟନ, ସଂସ୍କୃତି ଓ…