ମହାରାଷ୍ଟ୍ର ଗଡ଼ଚିରୋଲିରେ ଏକ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଥିବା ଜଣାପଡିଛି। ମହାରାଷ୍ଟ୍ର ପୋଲିସ ଏନ୍‌କାଉଣ୍ଟର କରିଥିବାବେଳେ ୧୨ ଜଣ ମାଓବାଦୀ ନିହତ ହୋଇଛନ୍ତି। ଏଥିସହ ଗୁଳିବିନିମୟ ବେଳେ ଜଣେ ପୋଲିସ ଓ ଜଣେ ଯବାନ ଆହତ ମଧ୍ୟ ହୋଇଛନ୍ତି। ୩ଟି ଏକେ ୪୭, ୨ଟି ଇନସାସ୍, ଗୋଟିଏ SLR ଜବତ କରାଯାଇଛି।

Leave a Reply

Your email address will not be published. Required fields are marked *