France Student Protests: ଫ୍ରାନ୍ସରେ ଭୟଙ୍କର ରୂପ ନେଉଛି ଛାତ୍ର ଆନ୍ଦୋଳନ; ୧୨୦୦ ଗିରଫ, ୧୫୦ରୁ ଅଧିକ ପୋଲିସ କର୍ମୀ ଆହତ

ଫ୍ରାନ୍ସରେ ସ୍କୁଲ ଭିତ୍ତିଭୂମିର ସୁଧାର ଏବଂ ଶିକ୍ଷକ ଅଭାବ ସମସ୍ୟାର ସମାଧାନ ଦାବିରେ ଚାଲିଥିବା ଛାତ୍ର ଆନ୍ଦୋଳନ ଏବେ ଅତ୍ୟନ୍ତ ଉଗ୍ର ଓ ଭୟଙ୍କର ରୂପ ନେଇଛି। ରାଜଧାନୀ ପ୍ୟାରିସ ସହିତ ଦେଶର ବିଭିନ୍ନ ଭାଗରେ ବ୍ୟାପକ ହିଂସାକାଣ୍ଡ, ଅଗ୍ନିକାଣ୍ଡ ଏବଂ…

Food Safety Teams Raid Festive Food Stalls: ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ପାଖ ଫୁଡ୍ ଷ୍ଟଲରେ ଫୁଡ୍ ସେଫ୍ଟି ବିଭାଗର ଚଢ଼ାଉ

ପାର୍ବଣ ଋତୁରେ ପୂଜା ମଣ୍ଡପ ବୁଲାବୁଲି ସହ ସୁଆଦିଆ ଖାଦ୍ୟର ମଜା ନେଉଛନ୍ତି ଶ୍ରଦ୍ଧାଳୁ ଓ ସାଧାରଣ ଜନତା। ବିଭିନ୍ନ ଫୁଡ୍ ଷ୍ଟଲଗୁଡ଼ିକରେ ପ୍ରବଳ ଭିଡ଼ ଜମୁଥିବା ବେଳେ ଖାଦ୍ୟର ଚାହିଦା ବି ଯଥେଷ୍ଟ ବୃଦ୍ଧି ପାଇଛି। କିନ୍ତୁ ଏହି ସବୁ…

Odisha Durga Puja: କୋଲକାତା ଅଘଟଣ ପରେ ଓଡ଼ିଶା ତତ୍ପର: ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ଭିଡ଼ ନିୟନ୍ତ୍ରଣ ପାଇଁ ବଢ଼ିବ ସୁରକ୍ଷା ବଳ

କୋଲକାତା ଦୁର୍ଗାପୂଜା ମଣ୍ଡପରେ ଘଟିଥିବା ଅଘଟଣ ପରେ ଏବେ ସଜାଗ ଓ ତତ୍ପର ହୋଇଉଠିଛି ଓଡ଼ିଶା ପୋଲିସ। ପୂଜା ମଣ୍ଡପଗୁଡ଼ିକରେ ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ…

Kotia Dispute: କୋଟିଆରେ ଆନ୍ଧ୍ରର ନିର୍ବାଚନ; ବେଆଇନ ଉଦ୍ୟମକୁ ରୋକିବ ଓଡ଼ିଶା, ନଜର ରଖିବାକୁ RDCଙ୍କୁ ନିର୍ଦ୍ଦେଶ 

କୋଟିଆରେ ଆନ୍ଧ୍ରପ୍ରଦେଶ ନିର୍ବାଚନ କରିବାକୁ ନେଇ ସୃଷ୍ଟି ହୋଇଛି ବିବାଦ । ଦୀର୍ଘ ଦିନର ସୀମା ବିବାଦ ଭିତରେ ଆନ୍ଧ୍ରପ୍ରଦେଶର ବେଆଇନ ନିର୍ବାଚନୀ ଗତିବିଧିକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆନ୍ଧ୍ରକୁ ସ୍ପଷ୍ଟ ଓ କଡ଼ା ଭାଷାରେ ଚେତାବନୀ ଦେଇଛନ୍ତି…

Dhenkanal Forest Dept Fraud: ୬୫ ଲକ୍ଷ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍; ଢେଙ୍କାନାଳ DFO ଅଫିସ ବରିଷ୍ଠ କିରାଣିଙ୍କ ସମେତ ୩ ଗିରଫ

ଢେଙ୍କାନାଳ ବନ ବିଭାଗରେ ସାମ୍ନାକୁ ଆସିଛି ଏକ ବଡ଼ ଧରଣର ସରକାରୀ ଅର୍ଥ ହଡ଼ପ ମାମଲା। ଦୀର୍ଘ ୧୦ ବର୍ଷ ଧରି ବଞ୍ଚିତ ବନ କର୍ମଚାରୀଙ୍କ ଦରମା ଓ ପେନସନ୍ ଟଙ୍କା ଆତ୍ମସାତ୍ କରିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଟିମ୍ ଚଢ଼ାଉ…

New Odisha Governor Takes Oath: ଶପଥ ନେଲେ ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ

ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ଭାବେ ବ୍ରଜମୋହନ ରାମ ଆଜି ଆନୁଷ୍ଠାନିକ ଭାବେ ଶପଥ ଗ୍ରହଣ କରିଛନ୍ତି। ଲୋକସେବା ଭବନସ୍ଥିତ କନଭେନସନ ହଲ୍‌ରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସେ ଓଡ଼ିଶାର ୪୪ତମ ରାଜ୍ୟପାଳ ଭାବରେ ଗୋପନୀୟତାର ଶପଥ ନେଇଛନ୍ତି। ହାଇକୋର୍ଟଙ୍କ ମୁଖ୍ୟ…

Kolkata Durga Puja Tragedy: କୋଲକାତା ଦୁର୍ଗାପୂଜା ମଣ୍ଡପ ଦଳାଚକଟାରେ ୧୯ ମୃତ; ୨୫ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଚଳିତ ବର୍ଷ ଦୁର୍ଗାପୂଜା ଉତ୍ସବ ମଧ୍ୟରେ କୋଲକାତାରେ ଏକ ଅତ୍ୟନ୍ତ ଦୁଃଖଦ ଓ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କୋଲକାତାର ଚୋରବାଗାନ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପରେ ପ୍ରବଳ ଭିଡ଼ ଯୋଗୁଁ ସୃଷ୍ଟି ହୋଇଥିବା ଦଳାଚକଟାରେ ୧୯ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା…

Body builder Janmejay Mohanty Passes Away: ବଡି ବିଲଡର ଜନ୍ମେଜୟ ମହାନ୍ତିଙ୍କ ପରଲୋକ

ଓଡ଼ିଶାର ଅନ୍ତର୍ଜାତୀୟ ସ୍ତରର ବଡି ବିଲଡର ଜନ୍ମେଜୟ ମହାନ୍ତି (୪୦)ଙ୍କର ପରଲୋକ ହୋଇଛି । ଭୁବନେଶ୍ୱରସ୍ଥିତ ନିଜ ବାସଭବନରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଜନ୍ମେଜୟ ବଡି ବିଲଡିଂ କ୍ଷେତ୍ରରେ ଅନେକ ସଫଳତା ହାସଲ କରିଥିଲେ । ସେ…

Durga Puja stampede in Kolkata: କୋଲକାତା ଦୁର୍ଗାପୂଜା ମଣ୍ଡପରେ ଦଳାଚକଟା, ୧୭ ମୃତ

ପଶ୍ଚିମବଙ୍ଗର କୋଲକାତାରେ ଦୁର୍ଗାପୂଜା ମଣ୍ଡପରେ ଦଳାଚକଟା ଯୋଗୁଁ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିରେ ୪୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ସପ୍ତମୀ ସନ୍ଧ୍ୟାରେ ଚୋରବାଗାନ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପରେ ପ୍ରବଳ ଭିଡ଼ ହୋଇଥିଲା ।…

Brajmohan Ram to Take Oath as Governor: ଓଡ଼ିଶାର ୪୪ତମ ରାଜ୍ୟପାଳ ଭାବେ ଶପଥ ନେବେ ବ୍ରଜମୋହନ ରାମ

ଓଡ଼ିଶାର ନୂଆ ତଥା ୪୪ତମ ରାଜ୍ୟପାଳ ଭାବେ ବ୍ରଜମୋହନ ରାମ ରବିବାର ଶପଥ ଗ୍ରହଣ କରିବେ । ଶନିବାର ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନବନ୍ଦରରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଧାନସଭା…