youth arrested for embezzling money from Govt account
ନବରଙ୍ଗପୁର ଜିଲ୍ଲା ଉମରକୋଟ ୟୁନିଅନ୍‌ ବ୍ୟାଙ୍କ୍‌ରୁ ୨୨ ଲକ୍ଷ ୫୭ ହଜାର ଟଙ୍କା ଠକେଇ ଅଭିଯୋଗରେ ଆଜି କଳାହାଣ୍ଡି ଜିଲ୍ଲା ଜୟପାଟଣାର ଅଭିଯୁକ୍ତ ଶ୍ରୀଧରକୁ ପୋଲିସ ଉଠାଇନେଇଛି ।
 
ଜଳଛାୟା ପ୍ରକଳ୍ପର ଅଧିକାରୀ କହି ଶ୍ରୀଧର ସରକାରୀ ଆକାଉଣ୍ଟରୁ ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି ।
 
ଝରିଗାଁ ଜଳଛାୟା ପ୍ରକଳ୍ପ ଅଧିକାରୀ ଆକାଉଣ୍ଟ ଯାଞ୍ଚ କରିବାରୁ କଳାହାଣ୍ଡି ଜୟପାଟଣାର ଶ୍ରୀଧର ବେହେରା ଏପରି କରିଥିବା ଜଣାପଡ଼ିଲା ।
 
 

By Nirvay

Leave a Reply

Your email address will not be published. Required fields are marked *