ପିପିଲିରେ ବିଦ୍ୟୁତ୍ କାର୍ଯ୍ୟାଳୟରେ ୧୦ରୁ ୧୫ ଜଣ ଆସି ଭଙ୍ଗାରୁଜା କରିବା ସହ କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ଅଫିସ୍ ସମ୍ମୁଖରେ ଧାରଣା ଦେବ ସହ ପଦକ୍ଷେପ ନ ନେଲେ ସମ୍ପୂର୍ଣ୍ଣ ପିପିଲି ଅଞ୍ଚଳରେ ବିଦ୍ୟୁତ୍ କାଟ ଚେତାବନୀ ଦେଲେ ବିଦ୍ୟୁତ୍ କର୍ମଚାରୀ।

Leave a Reply

Your email address will not be published. Required fields are marked *