ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଫାଇନାଲରୁ ଅଯୋଗ୍ୟ ଘୋଷଣା ପରେ ଭାରତୀୟ କୁସ୍ତିଯୋଦ୍ଧା ବିନେଶ ଫୋଗଟ ରୌପ୍ୟ ପଦକ ପାଇଁ ଶୁଣାଣି ହେବାର ଥିଲା। ଅଧୁରା ରହିଲା ବିନେଶ ଫୋଗଟଙ୍କ ରୌପ୍ୟ ପଦକ ସ୍ବପ୍ନ। ଶେଷ ପ୍ରୟାସ ଓ ଆଶା ମଧ୍ୟ ବ୍ୟର୍ଥ ଯାଇଛି। ରୌପ୍ୟ ପଦକ ଦାବିରେ କୋର୍ଟ ଅଫ ଆର୍ବିଟ୍ରେସନ୍ ଫ୍ର ସ୍ପୋର୍ଟ୍ସ (ସିଏଏସ)ରେ ବିନେଶଙ୍କ ଆବେଦନ ଖାରଜ ହୋଇଯାଇଛି। ରାୟ ଘୁଞ୍ଚାଇବାର କିଛି ଦିନ ପରେ ବିନେଶଙ୍କ ଆବେଦନକୁ କୋର୍ଟ ଖାରଜ କରିବାରୁ ଭିନେଶ ଆଜି ତାଙ୍କ ଆବେଦନ ହାରିଯାଇଥିଲେ।

Leave a Reply

Your email address will not be published. Required fields are marked *