ବରିଷ୍ଠ ବିଜେପି ନେତ୍ରୀ ଉମା ଭାରତୀ ଅସୁସ୍ଥ । ହରିଦ୍ୱାରରୁ ଦିଲ୍ଲୀ ଯିବା ବେଳେ ହଠାତ୍ ଅସୁସ୍ଥ ହୋଇପଡିଛନ୍ତି ଉମା ଭାରତୀ । ତାଙ୍କ କାରକେଡକୁ ଅଟକାଯାଇ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଥିଲା । ଏହା ପରେ ସେଠାରୁ ତାଙ୍କ ଦିଲ୍ଲୀ ପଠାଯାଇଥିଲା। । ଉମା ଭାରତୀ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ ସହ ବିଜେପି ଉପଧ୍ୟକ୍ଷା ମଧ୍ୟ ରହିଥିଲେ । Post navigation राष्ट्रपति भवन में ‘रज पर्व’ के उत्सव में शामिल हुईं राष्ट्रपति द्रौपदी मुर्मू Uma Bharti hospitalised after falling ill