Torture at Sambalpur Rehabilitation Centres for Mental Health

ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ନେତାଜୀ କଲୋନୀରେ ଥିବା ସ୍ୱେଚ୍ଛାସେବୀ ସଂସ୍ଥା ସମର୍ଥ ଦ୍ୱାରା ପରିଚାଳିତ ମାନସିକ ଦିବ୍ୟାଙ୍ଗଙ୍କ ପାଇଁ ଥିବା ଥଇଥାନ କେନ୍ଦ୍ରର ଅନ୍ତେବାସୀଙ୍କୁ ମାତ୍ରାଧିକ ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ ହୋଇଛି ।

ଏହି ଘଟଣାରେ ସଂପୃକ୍ତ ସ୍ୱେଚ୍ଛାସେବୀ ସଂସ୍ଥା ‘ସମର୍ଥ’ସଂପାଦକଙ୍କୁ ଗିରଫ କରିବାକୁ ସମ୍ବଲପୁର ଜିଲ୍ଲାପାଳ ନିର୍ଦ୍ଦେଶ ଦେବାସହିତ ସଂପୃକ୍ତ NGOକୁ କଳା ତାଲିକାଭୁକ୍ତ କରାଯିବ ବୋଲି କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *