ଆଜି ବିଧାନସଭା ଗୃହରେ ଉଠିଲା କିଟ୍‌ରେ ନେପାଳୀଛାତ୍ରୀଙ୍କ ହତ୍ୟା ମାମଲା। କିଟ୍‌ କାଣ୍ଡ ନେଇ ବିଧାନସଭାରେ ଉତ୍ତର ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । ସେ କହିଛନ୍ତି ୧୧ ମାସ ପୂର୍ବରୁ କର୍ତ୍ତୃପକ୍ଷଙ୍କଠାରେ ଅଭିଯୋଗ କରିଥିଲେ ମୃତ ଛାତ୍ରୀ । ୨୦୨୪ ମାର୍ଚ୍ଚ ୧୨ ତାରିଖରେ ଅଭିଯୋଗ କରିଥିଲେ ସଂପୃକ୍ତ ଛାତ୍ରୀ । ଆତ୍ମହତ୍ୟାର ୧୧ ମାସ ପୂର୍ବରୁ କିଟ୍‌ କର୍ତ୍ତୃପକ୍ଷଙ୍କଠାରେ ଅଭିଯୋଗ କରିଥିଲେ । ସେକ୍ସୁଆଲ୍‌ ହାରାସ୍‌ମେଣ୍ଟ ସଂପର୍କିତ ଅଭିଯୋଗ କରିଥିଲେ ଛାତ୍ରୀ । ଏନେଇ ସରକାରଙ୍କ ଦ୍ବାରା ଗଠିତ କମିଟି ତଦନ୍ତ ଜାରି ରଖିଛି ।

 

Leave a Reply

Your email address will not be published. Required fields are marked *