ବିଧାନସଭାରେ ପୁଣି ହଙ୍ଗାମା । ବିଧାନସଭାରେ ବିରୋଧୀ ଦଳ ନେତା ନବୀନଙ୍କ ବୟାନ ପରେ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ, ହୋହଲ୍ଲା ଦେଖିବାକୁ ମିଳିଛି। ଏହି ସମୟରେ କଂଗ୍ରେସ ନେତା ତାରା ବାହିନୀପତି ପ୍ରଥମେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢି ମାଇକ୍ ଟାଣିଥିବା ବେଳେ ପୁଣି ବାଚସ୍ପତିଙ୍କୁ ବହି ଫିଙ୍ଗିଥିବା ସୂଚନା ମିଳିଛି।

ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହ ୩୦ ମିନିଟ ପାଇଁ ମୁଲତବୀ ଘୋଷଣା କରାଯାଇଥିଲା। ପରେ ଗୃହ ପୁଣି ଥରେ ସ୍ବାଭାବିକ ହୋଇଥିଲା। ।

Leave a Reply

Your email address will not be published. Required fields are marked *