୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହୱୁର ହୁସେନ ରାଣା ଆଜି ଆମେରିକାରୁ ପ୍ରତ୍ୟର୍ପିତ ହୋଇ ଭାରତ ପହଞ୍ଚିବା ପରେ ଔପଚାରିକ ଭାବେ ତାକୁ ଏନଆଇଏ (NIA) ଗିରଫ କରିଛି । ତାକୁ ସିଧାସଳଖ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ମୁଖ୍ୟାଳୟକୁ ନିଆଯାଇଛି । ସୂଚନା ଅନୁଯାୟୀ ତାକୁ ତିହାର ଜେଲରେ ରଖାଯିବ । ଏହା ପରେ ରାଣାଙ୍କୁ କୋର୍ଟରେ ହାଜର କରାଯିବ ଏବଂ ତାଙ୍କ ରିମାଣ୍ଡ ପାଇଁ ଏନଆଇଏ ଆବେଦନ କରିପାରେ । ଦୀର୍ଘ ୧୬ ବର୍ଷ ପରେ ଏହା ଭାରତର ବଡ କୁଟନୀତି ବିଜୟ ହୋଇଛି କହିଲେ କିଛି ଭୁଲ ହେବନି । Post navigation ଆହୁରି ଶକ୍ତିଶାଳୀ ହେବ ନୌସେନା; ଫ୍ରାନ୍ସରୁ ୨୬ ରାଫେଲ କିଣିବ ଭାରତ ୧୮ ଦିନିଆ ରିମାଣ୍ଡରେ ଗଲା ମୁମ୍ବାଇ ଆତଙ୍କୀ ଆକ୍ରମଣ ଅଭିଯୁକ୍ତ ତହୱୁର ରାଣା