Tag: Women Empowerment

Women’s Reservation Bill: ଏପ୍ରିଲରେ ହେବ ମହିଳା ସଂରକ୍ଷଣ ବିଲ୍‌ ପାଇଁ ସ୍ବତନ୍ତ୍ର ଅଧିବେଶନ

ମହିଳାଙ୍କ ପାଇଁ ସରକାରଙ୍କ ବଡ଼ ପଦକ୍ଷେପ । ଏପ୍ରିଲରେ ହେବ ସଂସଦର ସ୍ବତନ୍ତ୍ର ଅଧିବେଶନ । ମହିଳା ସଂରକ୍ଷଣ ବିଲ୍‌ ପାଇଁ ସ୍ବତନ୍ତ୍ର ଅଧିବେଶନ ହେବାକୁ ଯାଉଛି । ବିଲ୍‌କୁ ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା ହେବ । ବିଲ୍‌…

Subhadra Yojana: ନୂଆ ହିତାଧିକାରୀଙ୍କୁ ଆସନ୍ତା ୨୨ ତାରିଖରେ ମିଳିବ ସୁଭଦ୍ରା ଟଙ୍କା

ସୁଭଦ୍ରା ଯୋଜନାରେ ନୂତନ ଭାବେ ଯୋଡ଼ି ହୋଇଥିବା ହିତାଧିକାରୀମାନଙ୍କୁ ଜାନୁଆରୀ ୧୮ ତାରିଖ ବଦଳରେ ଜାନୁଆରୀ ୨୨ ତାରିଖରେ ସୁଭଦ୍ରା ସହାୟତା ଅର୍ଥ ରାଶି ପ୍ରଦାନ କରାଯିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ଏ ନେଇ ଉପମୁଖ୍ୟମନ୍ତ୍ରୀ…

Subhadra Yojana: ସୁଭଦ୍ରାରେ ୬.୨୩ ଲକ୍ଷ ଆବେଦନ ବିଚାରାଧୀନ: ପ୍ରଭାତୀ ପରିଡା

ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ୬ ଲକ୍ଷ ୨୩ ହଜାର ୫୫୫ ହିତାଧିକାରୀଙ୍କ ଆବେଦନ ବିଚାରାଧୀନ ରହିଛି । ୧ କୋଟି ୩୭ ଲକ୍ଷ ୫୯୪୧ ଜଣ ପ୍ରଥମ କିସ୍ତି ପାଇଥିବାବେଳେ ୧ କୋଟି ୧୯ ଲକ୍ଷ ୨୭୨୪ ଜଣ…

ପୁଣିଥରେ ଖୋଲିବ ସୁଭଦ୍ରା ପୋର୍ଟାଲ୍‌

ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ। ୯ ପରେ ପୁଣି ଖୋଲିବାକୁ ଯାଉଛି ସୁଭଦ୍ରା ପୋର୍ଟାଲ । ୨୧ ବର୍ଷ ହୋଇଥିବା ଯୁବତୀ ଓ ବାଦ୍‌ ପଡ଼ିଥିବା ହିତାଧିକାରୀ କରିବେ ଆବେଦନ। ଏ ନେଇ ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।…

କଟକ ଠାରେ ରାଜ୍ୟସ୍ତରୀୟ ନାରୀ ଶକ୍ତି ସମାବେଶର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା କଟକର ବାଲିଯାତ୍ରା ପଡ଼ିଆ ଠାରେ ଆଜି ରାଜ୍ୟସ୍ତରୀୟ ନାରୀ ଶକ୍ତି ସମାବେଶ ଆୟୋଜିତ ହୋଇଯାଇଛି। ଏହି ରାଜ୍ୟସ୍ତରୀୟ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ସୁଭଦ୍ରା ୨ୟ କିସ୍ତିରେ ବାଦ୍‌ ପଡ଼ିଛନ୍ତି ୧,୮୩,୭୮୫ ମହିଳା: ଉପମୁଖ୍ୟମନ୍ତ୍ରୀ

ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ ବୟାନ । ସୁଭଦ୍ରା ଦ୍ଵିତୀୟ କିସ୍ତିରେ ୧, ୮୩, ୭୮୫ ମହିଳା ବାଦ୍‌ ପଡ଼ିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ବିଧାନସଭାରେ ଏକ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି ।…

ଓଡିଶାରେ ୧୦ ଲକ୍ଷ ମହିଳା ହେଲେ ଲକ୍ଷପତି ଦିଦି

ଲକ୍ଷପତି ଦିଦି ଯୋଜନାର ସଫଳତା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା । ରାଜ୍ୟରେ ୧୦ ଲକ୍ଷ ମହିଳା ଉଦ୍ୟୋଗୀ, ଲକ୍ଷପତି ଭାବେ ସ୍ଥାନ ସୁନିଶ୍ଚିତ କରିଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିବା ପୂର୍ବରୁ ୨ ଲକ୍ଷ ଲକ୍ଷପତି ଦିଦି…

ଆସନ୍ତା କାଲି ସବୁ ଜିଲ୍ଲାରେ ଆୟୋଜିତ ହେବ ଲକ୍ଷପତି ଦିଦି କର୍ମଶାଳା

ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତାକାଲି ରାଜ୍ୟର ସବୁ ଜିଲ୍ଲାରେ ଆରମ୍ଭ ହେଉଛି ଲକ୍ଷପତି ଦିଦି କର୍ମଶାଳା । କେନ୍ଦ୍ର ସରକାରଙ୍କ ସହଭାଗିତାରେ ଓଡିଶା ଜୀବିକା ମିଶନ ମାଧ୍ୟମରେ ରାଜ୍ୟ ସରକାର ଏହି “ଲକ୍ଷପତି ଦିଦି” ଯୋଜନା କାର୍ଯ୍ୟକାରୀ…

ସୁଭଦ୍ରା ଯୋଜନା ଏବେ ‘ସୁଭଦ୍ରା ବିପ୍ଳବ’ ରେ ପରିଣତ ହୋଇଛି: ମୋହନ ମାଝୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରର ଆମ୍ବପୁଆ ଠାରେ ରାଜ୍ୟର ୧ କୋଟି ୬୪ ହଜାର ମହିଳାଙ୍କୁ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ପ୍ରଦାନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ୫୧ତମ ଅନ୍ତର୍ଜାତୀୟ…

ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି ୧୫୭ ଜଣ ପୁରୁଷ

ସୁଭଦ୍ରା ଯୋଜନାରେ ଆସିଲା ସାଙ୍ଘାତିକ ତଥ୍ୟ । ସର୍ଟିଂ ବେଳେ ମିଳିଥିବା ତଥ୍ୟ ଅନୁଯାୟୀ, ମହିଳାଙ୍କ ପାଇଁ ହୋଇଥିବା ଏହି ଯୋଜନାରେ ୧୫୭ ଜଣ ପୁରୁଷ ଆବେଦନ କରିଛନ୍ତି । ଆଧାର କାର୍ଡର ବ୍ୟାଙ୍କ ଲିଂକେଜ ଡାଟା ଆସିବା ପରେ ଏହା…