Tag: Utkal University

ବସ୍ତି ପାଇଁ କି ଅପରେସନ ଉତ୍କଳର ?

ଉତ୍କଳ ବିଶ୍ବବିଦ୍ୟାଳୟଙ୍କ କର୍ତ୍ତୃପକ୍ଷଙ୍କ ହଠାତ ନିଦ ଭାଙ୍ଗିବାର କାରଣ କ’ଣ ? ପ୍ରଥମେ ହଷ୍ଟେଲ ସଫା । ଏବେ କ୍ୱାର୍ଟର ସଫା । ଏତେଦିନ ଧରି କେମିତି କୁଳପ‌ତିଙ୍କଠାରୁ ଆରମ୍ଭ କରି ବିଶ୍ଵ ବିଦ୍ୟାଳୟର ଅନ୍ୟ ପ୍ରଶାସନିକ ନିଜ କର୍ମକର୍ତ୍ତା ଆଖି…

ବାଣୀବିହାର କ୍ବାର୍ଟର୍ସରୁ ଜବରଦଖଲ ଉଚ୍ଛେଦ ଆରମ୍ଭ

ବାଣୀବିହାର କ୍ବାର୍ଟର୍ସରୁ ଜବରଦଖଲ ଉଚ୍ଛେଦ ଆରମ୍ଭ ।ହଷ୍ଟେଲରୁ ଅଣଛାତ୍ରଙ୍କୁ ବିଦା ହେବା ପରେ ଖାଲି କରାଯାଉଛି କ୍ବାର୍ଟର୍ସ । ଅନଧିକୃତ ଭାବେ ମାଡ଼ି ବସିଥିବା କ୍ବାର୍ଟର୍ସକୁ ଆଜି ଖାଲି କରାଯାଉଛି । ଯେଉଁମାନେ ବେଆଇନ ଭାବେ କ୍ବାର୍ଟର୍ସ ମାଡ଼ି ବସିଛନ୍ତି ସେମାନେ…

ଆଜି ସରୁଛି ନୋଟିସ୍‌ର ଡେଡ୍‌ଲାଇନ; କାଲି ବାଣୀବିହାର କ୍ବାର୍ଟର୍ସରୁ ବାହାରିବେ ଜବରଦଖଲକାରୀ

ବାଣୀବିହାର କ୍ୟାମ୍ପସ୍‌ରେ ବେଆଇନ ଭାବେ ରହୁଥିଲେ କାଲି ବିଦା ହେବେ । ଯେଉଁମାନେ ବେଆଇନ ଭାବେ କ୍ବାର୍ଟର୍ସ ମାଡ଼ି ବସିଛନ୍ତି ସେମାନେ କାଲି ବିଦା ହେବେ । ଆଜି ସରୁଛି ନୋଟିସ୍‌ର ଡେଡ୍‌ଲାଇନ। ଏହାରି ମଧ୍ୟରେ ଯଦି କ୍ବାର୍ଟର୍ସ ଖାଲି ନ…

ଉତ୍କଳ ବିଶ୍ବବିଦ୍ୟାଳୟର ଭିନ୍ଦ୍ରେନୱାଲା କିଏ ?

ଯାହା ହଉ ପ୍ରଥମ ଥର ପାଇଁ ମନକୁ ଖୁସି କଲାପରି ଦୃଶ୍ୟ ପଡ଼ିଲା ଆଖିରେ । ପୁଲିସ ଫୌଜ ପଶିଲେ ବାଣୀବିହାର ଭିତରକୁ । ୧୦ ନା ୧୬ ପ୍ଲାଟୁନ ଫୋର୍ସ । ହଷ୍ଟେଲ ଭିତରେ ପଶିଲେ । ଅନେକ ରୁମର…

ଅଣଛାତ୍ର ମୁକ୍ତ ହେବ ଉତ୍କଳ ବିଶ୍ୱବିଦ୍ୟାଳୟ

ହଷ୍ଟେଲରୁ ବିଦା ହେଉଛନ୍ତି ଅଣଛାତ୍ର । ଅଣଛାତ୍ରଙ୍କୁ ବାହାର କରିବାକୁ ୟୁନିଭର୍ସିଟି କ୍ୟାମ୍ପସ୍‌ ଭିତରେ ଏକକାଳୀନ ଭାବେ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ୧,୨,୩ ଓ ୫ ନମ୍ବର ହଷ୍ଟେଲରେ ବ୍ୟାପକ ଯାଞ୍ଚ ଚାଲଛି । ସକାଳ…

ଉତ୍କଳ ବିଶ୍ବବିଦ୍ୟାଳୟର ହଷ୍ଟେଲରୁ ବାହାରିବେ ଅଣଛାତ୍ର

ଅଣଛାତ୍ର ମୁକ୍ତ ହେବ ଉତ୍କଳ ବିଶ୍ୱବିଦ୍ୟାଳୟ। ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରୁ ବାହାରିବେ ଅଣଛାତ୍ର। ଉତ୍କଳ ବିଶ୍ବବିଦ୍ୟାଳୟର ୪ ହଷ୍ଟେଲରୁ ଅଣଛାତ୍ର ବିଦା ହେବେ । ଏନେଇ କମିସନରେଟ୍ ପୋଲିସ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବିଶ୍ବବିଦ୍ୟାଳୟର ୧,୨,୩ ଓ ୫…

ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରାବାସରେ ଜଣେ ଅଣଛାତ୍ରଙ୍କ ମୃତ୍ୟୁ 

ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ହଷ୍ଟେଲ୍ ଛାତରୁ ପଡ଼ି ଜଣେ ଯୁବଙ୍କ ମୃତ୍ୟୁ। ଜଣେ ବିଜେଡି ନେତାଙ୍କ ଡ୍ରାଇଭର ଭାବେ କାମ କରିଥିଲେ ମୃତ ଯୁବକ । ମୃତ ଯୁବକ ହେଲେ ନରସିଂହପୁରର ବିଶ୍ୱ ରଂଜନ…

ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟଙ୍କୁ ପୁଣି ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ଦାୟିତ୍ୱ

ଓଡ଼ିଶାର ରାଜ୍ୟପାଳ ତଥା ରାଜ୍ୟ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ହରିବାବୁ କମ୍ଭମପତି ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟଙ୍କୁ ପୁଣି ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ଭାବରେ ନିଯୁକ୍ତ କରିଛନ୍ତି । ଯଜ୍ଞେଶ୍ୱର ଦଣ୍ଡପାଟଙ୍କ ନିଯୁକ୍ତି ନେଇ ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।…

ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତି ରଦ୍ଦ କଲେ ରାଜ୍ୟପାଳ

ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତି ରଦ୍ଦ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମ୍‌ପତି । ଏନେଇ ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ଓଡ଼ିଶା ହାଇକୋର୍ଟଙ୍କୁ ଅବଗତ କରିଛନ୍ତି । ଆଗକୁ ନୂଆ କୁଳପତି ନିଯୁକ୍ତି ନେଇ ନୂଆ ଅଧ୍ୟାଦେଶ ଅଣାଯିବ ।…

ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରାବାସରେ ଜଣେ ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ମଧୁସୂଦନ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ। ମୃତ ଛାତ୍ର ତାପସ କୁମାର ନାୟକ ବୋଲି ଜଣାପଡିଛି। ମୃତକ ଫିଲୋସଫି ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ହୋଇଥିବା ବେଳେ କାରଣ…