ତାଜା ଖବର ରାଜ୍ୟ UPSC Committee Meets in New Delhi: ଓଡ଼ିଶାର ନୂଆ ଡିଜିପି ଚୟନ ପାଇଁ ଆଜି ନୂଆଦିଲ୍ଲୀରେ ବସିବ ୟୁପିଏସସି ବୈଠକ August 7, 2026 Papirani ଚଳିତ ମାସ ୧୬ ତାରିଖରେ ଓଡ଼ିଶା ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୁର ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ପରବର୍ତ୍ତୀ ଆଇନ ଶୃଙ୍ଖଳା ଦାୟିତ୍ୱ କିଏ ସମ୍ଭାଳିବ, ସେ ନେଇ ନୂଆଦିଲ୍ଲୀରେ ୟୁନିୟନ ପବ୍ଲିକ ସର୍ଭିସ…