Tag: Train

ରଥଯାତ୍ରା ପାଇଁ ପୁରୀକୁ ଗଡିବ ୩୬୫ ସ୍ବତନ୍ତ୍ର ଟ୍ରେନ୍

ପାଖେଇ ଆସୁଛି ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ପୁରୀ। ପୁରୀ ରଥଯାତ୍ରା ସମୟରେ ଗଡ଼ିବ ୩୬୫ଟି ସ୍ବତନ୍ତ୍ର ଟ୍ରେନ୍ । ଓଡ଼ିଶାରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଭକ୍ତଙ୍କ ପ୍ରବଳ ଭିଡ଼ ଓ ଶ୍ରଦ୍ଧାଳୁଙ୍କ ଆଗମନକୁ ସୁନିଶ୍ଚିତ କରିବା ପାଇଁ ପୂର୍ବତଟ…

ଭୁବନେଶ୍ୱର ନୂଆ ଷ୍ଟେସନରୁ ଗଡ଼ିଲା ୩ଟି ଏକ୍ସପ୍ରେସ୍

ଭୁବନେଶ୍ୱର ନୂଆ ଷ୍ଟେସନରୁ ଗଡ଼ିଲା ୩ଟି ନୂଆ ଟ୍ରେନ୍। ଏହା ଦ୍ୱାରା ଭୁବନେଶ୍ୱର ଉତ୍ତର ଏବଂ କଟକ ଆଠଗଡ଼ ଅଞ୍ଚଳର ଲୋକେ ବିଶେଷ ଉପକୃତ ହେବେ। ସେହି ଟ୍ରେନ୍‌ଗୁଡ଼ିକ ହେଲ ଭୁବନେଶ୍ୱର-CSMT ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ, ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ ଏବଂ…

ଭାରତରେ ପ୍ରଥମ ଥର ଏକ୍ସପ୍ରେସ ଟ୍ରେନ୍‌ରେ ଲାଗିଲା ଏଟିଏମ୍

ଏଥର ଟ୍ରେନରେ ଯାତ୍ରା କରୁଥିଲେ ପାଣି, ଖାଦ୍ୟ ଓ ଶୌଚାଳୟର ସୁବିଧା ଭଳି ମିଳିବ ଏଟିଏମ୍ ସୁବିଧା । ପରୀକ୍ଷାମୂଳକ ଭାବେ କେନ୍ଦ୍ରୀୟ ରେଳବାଇ ପକ୍ଷରୁ ମୁମ୍ବାଇ-ମନମାଡ଼ ପଞ୍ଚବଟୀ ଏକ୍ସପ୍ରେସରେ ପ୍ରଥମ କରି ଆରମ୍ଭ ହେଲା ଏଟିଏମ୍ ବ୍ୟବସ୍ଥା । ନାସିକରୁ…

ବଦଳିଲା ରେଲୱେ ଟିକଟ ରିଜର୍ଭେସନ ନିୟମ; ୧୨୦ ଦିନ ବଦଳରେ ୬୦ ଦିନ ପୂର୍ବରୁ ହେବ ଟିକେଟ୍ ବୁକ୍

ଭାରତୀୟ ରେଲୱେ ଟିକଟ ନିୟମରେ ବଡ ପରିବର୍ତ୍ତନ ହୋଇଛି । ଏବେ ୧୨୦ ଦିନ ବଦଳରେ ୬୦ ଦିନ ପୂର୍ବରୁ ଟିକେଟ୍ ବୁକ୍ କରି ପାରିବେ ଯାତ୍ରୀ । ଏହି ନିୟମ ନଭେମ୍ବର ୧ ତାରିଖରୁ ଲାଗୁ ହେବ । ରେଳ…

୩୭ ବର୍ଷର ପ୍ରତୀକ୍ଷା ପରେ ପୁରୁଣାକଟକରେ ଗଡ଼ିଲା ରେଳ

ପୁରୁଣାକଟକରେ ଗଡ଼ିଲା ରେଳ । ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ବୌଦ୍ଧରୁ ପୁରୁଣାକଟକକୁ ପରୀକ୍ଷାମୂଳକ ଭାବେ ରେଳ ଇଞ୍ଜିନ ଗଡ଼଼ିଛି। ନଡ଼ିଆ ବାଡ଼େଇ ପୂଜାର୍ଚ୍ଚନା କରିବା ସହ ଟ୍ରେନ ଇଞ୍ଜିନକୁ ସ୍ୱାଗତ କରିଛନ୍ତି ଲୋକେ । ସୂଚନାଯୋଗ୍ୟ; ହରଭଙ୍ଗା…

କୋଇଲା ଟ୍ରେନ୍‌ରେ ଲାଗିଲା ନିଆଁ

ବାଲେଶ୍ୱର ଜିଲ୍ଲା ସୋର ଷ୍ଟେଶନରେ ଆଜି ଏକ କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ ଲାଗିଯାଇଛି। ଟ୍ରେନଟି ତାଳଚେରରୁ ଝାଡ଼ଖଣ୍ଡ ଅଭିମୁଖେ ଯାଉଥିବା ବେଳେ ସୋର ଷ୍ଟେସନ ଠାରେ ନିଆଁ ଲାଗିଥିବାର ଗାର୍ଡ ଦେଖିଥିଲେ । ଏହାପରେ ସୋର ଷ୍ଟେସନ ମାଷ୍ଟରଙ୍କୁ ଜଣାଇଥିଲେ…