Tag: Traffic restrictions

BBSR Traffic Restrictions For Durga Puja:  ଦୁର୍ଗାପୂଜା ପାଇଁ ଭୁବନେଶ୍ୱରରେ ଟ୍ରାଫିକ୍ କଟକଣା ଜାରି

ଆସନ୍ତା ଦୁର୍ଗାପୂଜା ଉତ୍ସବକୁ ଶୃଙ୍ଖଳିତ ଏବଂ ନିରାପଦ ଯାନବାହାନ ଚଳାଚଳ, ଜନସାଧାରଣ ଓ ପଦଯାତ୍ରୀଙ୍କ ସୁବିଧା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ କଟକଣା ଜାରି କରାଯାଇଛି । ଏହି ନିୟମଗୁଡ଼ିକ ଆସନ୍ତା ୧୬ ତାରିଖ ଠାରୁ ୨୧ ପର୍ଯ୍ୟନ୍ତ…

President’s Odisha Tour: ରାଷ୍ଟ୍ରପତିଙ୍କ ଗସ୍ତ ନେଇ ବିଭିନ୍ନ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ରାଷ୍ଟ୍ରପତିଙ୍କ ଗସ୍ତ ନେଇ ବିଭିନ୍ନ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ନେଇ ବହୁ ସଂଖ୍ୟକ ଫୋର୍ସ ମୁତୟନ କରାଯାଇଛି । ସୋମବାରଠାରୁ ଆରମ୍ଭ ହେଉଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଛଅ ଦିନିଆ ରାଜ୍ୟ ଗସ୍ତ ପୂର୍ବରୁ, ରାଜଧାନୀରେ…

ଭୁବନେଶ୍ଵରରେ ଭିଆଇପି/ଭିଭିଆଇପିଙ୍କ ଆଗମନ; ସନ୍ଧ୍ୟା ୫ଟାରୁ ରାସ୍ତା ଭିଡ଼ ହେବା ନେଇ ଲାଗୁ ହେଲା ଟ୍ରାଫିକ୍ କଟକଣା

ଭୁବନେଶ୍ଵରରେ ଭିଆଇପି/ଭିଭିଆଇପିଙ୍କ ଆଗମନକୁ ନେଇ ଲାଗୁ ହେଲା ଟ୍ରାଫିକ କଟକଣା । ଦେବେନ୍ଦ୍ର ପ୍ରଧାନଙ୍କ ଦ୍ୱାଦଶ ଦିନର ରୀତିନୀତିରେ ଯୋଗ ଦେବାକୁ ଆସୁଛନ୍ତି ଭିଆଇପି/ଭିଭିଆଇପି । ତେଣୁ ଆଜି ସନ୍ଧ୍ୟାଠୁ ରାଜଧାନୀ ରାଜରାସ୍ତାରେ ଭିଡ଼ ହେବାର ସମ୍ଭାବନା ରହିଛି। ଏଥିପାଇଁ କମିଶନରେଟ୍…