Tag: tiger

ବିମାନବନ୍ଦରରେ ଦେଖାଯାଇଥିବା ଜନ୍ତୁ ବାଘ ନୁହେଁ ବଣଭୂଆଁ !

ଶନିବାର ଭୁବନେଶ୍ୱର ବିମାନବନ୍ଦର ଡମ୍ପିଂ ୟାର୍ଡ ନିକଟରେଏକ କଳରାପତରିଆ ବାଘ ବୁଲୁଥିବାର ସୂଚନା ମିଳିଥିଲା । ସେନେଇ ସ୍ପଷ୍ଟିକରଣ ରଖିଛି ବନବିଭାଗ । ବାଘ ବୁଲୁଥିବା ଭାବି ଯନ୍ତା ଓ ଟ୍ରାପ୍ କ୍ୟାମେରା ଲାଗିଥିବା ବେଳେ ସେଥିରେ ବାଘ ବଦଳରେ ବଣଭୂଆଁ…

ଭୁବନେଶ୍ବର ବିମାନ ବନ୍ଦରରେ ବାଘ !

ଭୁବନେଶ୍ବର ବିମାନ ବନ୍ଦରରେ ପୁଣି କଲରାପତରିଆ ବାଘ ଆତଙ୍କ । ବିମାନ ବନ୍ଦର ପରିସର ଡମ୍ପିଂ ୟାର୍ଡରେ ବାଘଟିକୁ ଡମ୍ପିୟାର୍ଡ କର୍ମଚାରୀ ମାନେ ଦେଖିଥିବା ସୂଚନା ମିଳିଛି । ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃ୍ଷ୍ଟି…

ସାତକୋଶିଆକୁ ଆସିବେ ୧୨ରୁ ୧୪ ମହାବଳ ବାଘ

ଖୁବ୍ ଶୀଘ୍ର ବାଘଶୂନ୍ୟ ହୋଇପଡ଼ିଥିବା ସାତକୋଶିଆ ଅଭୟାରଣ୍ୟକୁ ଆସିବେ ମହାବଳ ବାଘ । ସାତକୋଶିଆକୁ ଆସିବେ ୧୨ରୁ ୧୪ ମହାବଳ ବାଘ । ଏହାସହ ବାଲୁଖଣ୍ଡ ଅଭୟାରଣ୍ୟ ଓ କପିଳାସ ଅଭୟାରଣ୍ୟକୁ ମଧ୍ୟ ୧୨ଟି ଅତ୍ୟାଧୁନିକ ପାଟ୍ରୋଲିଂ ଯାନ ପ୍ରଦାନ କରାଯାଇଛି…

ଓଡ଼ିଶା ଆସିବେ ୫ ମହାବଳ ବାଘ

ଓଡ଼ିଶାରେ ଚାଲିଛି ବାଘବଂଶ ବୃଦ୍ଧି ଯୋଜନା। ସେଥିପାଇଁ ସେପ୍ଟେମ୍ବର ଶେଷ ସୁଦ୍ଧା ଓଡ଼ିଶାକୁ ଆସିବେ ୫ ମହାବଳ ବାଘ। ଏନେଇ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି । ଓଡ଼ିଶାକୁ ଆସୁଥିବା ୫ ମହାବଳ ବାଘକୁ ବରଗଡ଼ ଦେବ୍ରିଗଡ଼ରେ ୩…

ଓଡ଼ିଶାକୁ ଆସିବେ ୫ ମହାବଳ ବାଘ

ଓଡ଼ିଶାର ଅଭୟାରଣ୍ୟରେ ମହାବଳ ବାଘବଂଶ ବୃଦ୍ଧି ପାଇଁ ଓଡ଼ିଶାକୁ ଅଣାଯିବ ୫ ମହାବଳ ବାଘ। ଡେବ୍ରିଗଡ଼ ଅଭୟାରଣ୍ୟ ପାଇଁ ୩ ଓ ଶିମିଳିପାଳ ପାଇଁ ୨ ବାଘ ଆସିବେ। ଏ ନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅଗଷ୍ଟ ଶେଷ…

ବାଘ ଆକ୍ରମଣରେ ୪ ଗୁରୁତର

ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳରେ ବାଘ ଆତଙ୍କ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବାଘ ଆକ୍ରମଣରେ ୪ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଶନିବାର ମଧ୍ୟାହ୍ନ ୧୨ଟା ସମୟରେ ଖଇରା ବଜାର ନିକଟସ୍ଥ ଗଡ଼ ଗ୍ରାମରେ କଲରା ପତରିଆ ବାଘ…