Tag: Suicide

Student Found Dead In Hostel: ରାଜଧାନୀର ଘରୋଇ କଲେଜ ହଷ୍ଟେଲରେ ଜୀବନ ହାରିଲେ ଛାତ୍ର

ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଘରୋଇ ଶିକ୍ଷାନୁଷ୍ଠାନରେ ଜୀବନ ହାରିଲେ ଛାତ୍ର। ମୃତ୍ୟୁବରଣ କରିଥିବା ଛାତ୍ର ହେଉଛନ୍ତି ଯୁକ୍ତ ୨ ଦ୍ୱିତୀୟ ବର୍ଷ ବିଜ୍ଞାନ ବିଭାଗର ଛାତ୍ର ଅନ୍ତର୍ଯ୍ୟାମୀ ପ୍ରିୟାନ୍ସୁ ସାହୁ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ…

Youth’s Suicide Outside Police Station: ଥାନା ସାମ୍ନାରେ ଯୁବକଙ୍କ ଆତ୍ମହତ୍ୟା

ଥାନା ସାମ୍ନାରେ ଯୁବକଙ୍କ ଆତ୍ମହତ୍ୟା । ମୟୂରଭଞ୍ଜ କୁଳିଅଣା ଥାନା ସମ୍ମୁଖରେ ଘଟିଛି ଅଭାବନୀୟ ଘଟଣା । ଥାନା ସମ୍ମୁଖରେ ଜଣେ ଯୁବକ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବକ ହେଲେ କୁଳିଅଣା କାମତା ଗାଁର…

BTech Student Dead: ହଷ୍ଟେଲ ଭିତରେ ଛାତ୍ରଙ୍କ ମୃତ୍ୟୁ; ଇଞ୍ଜିନିୟରିଂ କଲେଜରେ ଉତ୍ତେଜନା

ହଷ୍ଟେଲ ଭିତରେ ଛାତ୍ରଙ୍କ ମୃତ୍ୟୁ । ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଭୁବନେଶ୍ବରର ଏକ ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ମୟୁରଭଞ୍ଜ ଜିଲ୍ଲାର ବିଶ୍ବାସ ସ୍ବାଇଁ । ସେ ବିଟେକ୍…

ସ୍ତ୍ରୀର ମାନସିକ ନିର୍ଯ୍ୟାତନା ସହି ନ ପାରି ଓଡ଼ିଆ ରାପର୍ ଅଭିନବ ସିଂହଙ୍କ ଆତ୍ମହତ୍ୟା !

ଓଡ଼ିଆ ରାପର୍ ତଥା ଇଞ୍ଜିନିୟର ଅଭିନବ ସିଂହ ଆତ୍ମହତ୍ୟା କରିଛନ୍ତି । ବେଙ୍ଗାଲୁରୁରେ ଭଡ଼ା ଘରେ ସେ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସ୍ତ୍ରୀଙ୍କ ଦ୍ଵାରା ନିର୍ଯାତନା ଦେବା କାରଣରୁ ଅଭିନବ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ…

ଏମ୍ସରେ ପୁଣି ଜଣେ ରୋଗୀଙ୍କ ଆତ୍ମହତ୍ୟା; ୩ ଦିନରେ ଜୀବନ ହାରିଲେଣି ୨

ଭୁବନେଶ୍ଵରରେ ଏମ୍ସରେ ଦିନକୁ ଦିନ ଅଘଟଣ ଘଟିବାରେ ଲାଗିଛି । କର୍ତ୍ତୃପକ୍ଷ ଓ ସୁରକ୍ଷା କର୍ମୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ରୋଗୀମାନେ ଆତ୍ମହତ୍ୟା କରୁଥିବାର ଅଭିଯୋଗ ଉଠିଲାଣି । ୩ ଦିନରେ ଭୁବନେଶ୍ଵରରେ ଏମ୍ସରେ ୨ ଜଣ ଜୀବନହାରିବା ଘଟଣା ହସ୍ପିଟାଲର…

ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବ ଇଞ୍ଜିନିୟର

ଦଶହରାରେ କିଏ ଖୁସି ମନାଉଛି ଡ ଆଉ କାହା ପାଇଁ ଆଣିଛି ଦୁଃଖର ପାହାଡ । ୮ ମହଲା ଆପାର୍ଟମେଣ୍ଟରୁ ଡେଇଁ ଜଣେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ହେବା ଘଟଣା ରାଜଧାନୀରେ ଆଲୋଡନ ସୃଷ୍ଟି କରିଛି । ଏଭଳି ଅଭାବନୀୟ ଘଟଣା…

ସାମ୍ବାଦିକା ମଧୁମିତାଙ୍କ ଆତ୍ମହତ୍ୟା ମାମଲା: ଲ୍ୟାବ୍‌କୁ ପଠାଯିବ ଗିରଫ ଶ୍ରୀଧରଙ୍କ ମୋବାଇଲ

ଭୁବନେଶ୍ବରରେ ମହିଳା ସାମ୍ବାଦିକା ମଧୁମିତାଙ୍କ ଆତ୍ମହତ୍ୟା ଘଟଣାର ଭୁବନେଶ୍ବରରେ ମହିଳା ସାମ୍ବାଦିକା ମଧୁମିତାଙ୍କ ଆତ୍ମହତ୍ୟା ଘଟଣାରେ ତଥ୍ୟ ନେଲେ ବାୟୁସେନା ଅଧିକାରୀ। ମଧୁମିତାଙ୍କ ସ୍ବାମୀ ତଥା ଗିରଫ ଅଭିଯୁକ୍ତ ଶ୍ରୀଧର ଜେନାଙ୍କ କେସ୍ ସମ୍ପର୍କିତ ତଥ୍ୟ ନେଇଛନ୍ତି ବାୟୁସେନା । ଶ୍ରୀଧର…

ମହିଳା ସାମ୍ବାଦିକାଙ୍କ ଆତ୍ମହତ୍ୟା ଘଟଣାରେ ସ୍ୱାମୀ ଗିରଫ

ରାଜଧାନୀରେ ମହିଳା ସାମ୍ୱାଦିକାଙ୍କ ଆତ୍ମହତ୍ୟା ଘଟଣାରେ ବନ୍ଧା ହେଲେ ସ୍ୱାମୀ ଶ୍ରୀଧର ଜେନା। ପୋଲିସ ଗିରଫ କରିବା ସହ ପଚରାଉଚରା ଜାରି ରଖିଛି । ଟ୍ରେନ ଆଗକୁ ଡେଇଁ ଜୀବନ ହାରିଥିଲେ ସାମ୍ବାଦିକା। ବାପୁଜୀନଗର ରେଳ ଧାରଣାରୁ ଖଣ୍ଡବିଖଣ୍ଡିତ ମୃତ ଦେହ…

ମହିଳା ସାମ୍ବାଦିକାଙ୍କ ଆତ୍ମହତ୍ୟା

ଶିଶୁ ଭବନ ରେଳ ଓଭରବ୍ରିଜରୁ ଡେଇଁ ବୁଧବାର ଜଣେ ମହିଳା ସାମ୍ବାଦିକା ଆତ୍ମହତ୍ୟା କରିଛନ୍ତି। ମୃତ ମହିଳାଙ୍କ ନାମ ମଧୁସ୍ମିତା ପରିଡ଼ା। ସେ ଭୁବନେଶ୍ବରର ଏକ ୱେବ ଚ୍ୟାନେଲରେ କାମ କରୁଥିଲେ। ମୃତ୍ୟୁ ପୂର୍ବରୁ ଏକ ଭିଡିଓ ଭାଇରଲ ହୋଇଥିଲା। ସୂଚନାଯୋଗ୍ୟ,…

ସିପାହୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର ସପ୍ତମ ବାଟାଲିୟନରୁ ସିପାହୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ସପ୍ତମ ବାଟାଲିୟନର ସିପାହୀ ଦୁର୍ଯ୍ୟୋଧନ ମହାନ୍ତି। ଗଛରେ ରଶି ଲଗାଇ ଦୁର୍ଯ୍ୟୋଧନ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଦୁର୍ଯ୍ୟୋଧନ ୨୦୦୨ ବ୍ୟାଚର ସିପାହୀ ଥିଲେ । କାରଣ ସ୍ପଷ୍ଟ…