Tag: Social Media Ban

Commissionerate Police Bans Social Media Posts in Uniform: ପୋଲିସଙ୍କ ପାଇଁ ସୋସିଆଲ ମିଡିଆ କଟକଣା: ଗାଇଡ୍‌ଲାଇନ୍ ଜାରି କଲା କମିଶନରେଟ୍ ପୋଲିସ

ପୋଲିସ କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ନେଇ କଡ଼ା ନିୟମ ଆଣିଛି କମିଶନରେଟ୍ ପୋଲିସ। ଏଣିକି କର୍ତ୍ତବ୍ୟରତ ସମୟରେ କିମ୍ବା ୟୁନିଫର୍ମ ପିନ୍ଧି ସୋସିଆଲ ମିଡିଆରେ ଫଟୋ, ଭିଡିଓ କିମ୍ବା କୌଣସି ପୋଷ୍ଟ କରିବା ଉପରେ ସମ୍ପୂର୍ଣ୍ଣ…