Tag: Similpal

Helipad in Similipal Soon: ମୟୂରଭଞ୍ଜର ଶିମିଳିପାଳରେ ହେବ ହେଲିପ୍ୟାଡ୍‌: ବିଭୂତି ଜେନା

ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳରେ ହେବ ହେଲିପ୍ୟାଡ୍‌। ଯୋଗାଯୋଗକୁ ସୁଦୃଢ଼ କରିବା ଏବଂ ପରିବେଶ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ଉଦ୍ୟାନ ନିକଟରେ ଏକ ନୂତନ ହେଲିପ୍ୟାଡ୍ ନିର୍ମାଣ କରିବ। ଏନେଇ ଆଜି ଗୃହରେ ପରିବହନ…

Crocodile Population Rises In Similipal: ଚଳିତ ବର୍ଷ ଶିମିଳିପାଳରେ ବଢିଛି କୁମ୍ଭୀରଙ୍କ ସଂଖ୍ୟା

ଭିତରକନିକାରେ ମଧ୍ୟ କୁମ୍ଭୀର ଗଣତି ସାରିଛି। ଜାନୁଆରୀ ୬ରୁ ୮ତାରିଖ ପର୍ଯ୍ୟନ୍ତ ତିନି ଦିନିଆ କୁମ୍ଭୀର ଗଣନା ହୋଇଥିଲା। ଚଳିତ ବର୍ଷ ଶିମିଳିପାଳରେ କୁମ୍ଭୀର ଗଣନା ବେଳେ କୁମ୍ଭୀର ସଂଖ୍ୟା ବଢିଛି। ଗତବର୍ଷ ତୁଳନାରେ ୩ଟି ବଢିଛନ୍ତି। ସର୍ବାଧିକ ୬୦ କୁମ୍ଭୀର…

ଶିମିଳିପାଳ ଜାତୀୟ ଉଦ୍ୟାନରେ ଅଛନ୍ତି ୪୦ ମହାବଳ

ଶିମିଳିପାଳ ଜାତୀୟ ଉଦ୍ୟାନରେ ଅଛନ୍ତି ୪୦ ମହାବଳ । ଏ ନେଇ ଆଜି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ୍ କୁମାର ଝା । ସେ କହିଛନ୍ତି ଜିନତ ଓ ଯମୁନାକୁ ମିଶାଇ ଶିମିଳିପାଳ ଜାତୀୟ ଉଦ୍ୟାନରେ ଅଛନ୍ତି ୪୦ ମହାବଳ…

ଶିମିଳିପାଳ ସୁରକ୍ଷା ବାର୍ତ୍ତା ନେଇ ମିନି ମାରାଥନ; ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଶିମିଳିପାଳ ସୁରକ୍ଷା ବାର୍ତ୍ତା ନେଇ ଆରମ୍ଭ ହୋଇଛି ମିନି ମାରାଥନ । ଉଦ୍‌ଘାଟନ କରିବା ସହ ନିଜେ ଦୌଡରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ୧୦ କିମି ମାରାଥନରେ ସାମିଲ ହୋଇଛନ୍ତି ୯୦୦ ଛାତ୍ରଛାତ୍ରୀ । ଏହି…

ଆଖି ବୁଜିଛି କୁମ୍‌କୀ ହାତୀ ଭବାନୀ

ଶିମିଳିପାଳ ଅଭୟାରଣ୍ୟ ସୁରକ୍ଷାରେ ନିୟୋଜିତ ଥିବା କୁମ୍‌କୀ ହାତୀ ଭବାନୀର ମୃତ୍ୟୁ ଘଟିଛି । ଆଜି ସକାଳ ୬ଟା ୧୦ରେ ଏହି ଖବର ଜଣାପଡିବା ପରେ ବନକର୍ମଚାରୀ ଓ ପ୍ରାଣୀପ୍ରେମୀଙ୍କ ମଧ୍ୟରେ ଦୁଃଖର ଛାୟା ଖେଳିଯାଇଛି । ସାଢେ ୭ଫୁଟରୁ ଉଚ୍ଚ…

ଆଖି ବୁଜିଲା ଶିମିଳିପାଳର ପୋଷା ହାତୀ ମହେନ୍ଦ୍ର

ଶିମିଳିପାଳରେ ପୋଷା ହାତୀ ‘ମହେନ୍ଦ୍ର’ର ମୃତ୍ୟୁ । ୬୬ ବର୍ଷ ବୟସରେ ଚହଲାରେ ଆଖି ବୁଜିଲା ‘ମହେନ୍ଦ୍ର’ । ଦୀର୍ଘଦିନ ଧରି ଅସୁସ୍ଥ ‘ମହେନ୍ଦ୍ର’ର ଚିକିତ୍ସା ଚାଲିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି । ଦୀର୍ଘଦିନ ଧରି ଶିମିଳିପାଳରେ…

ଜନ୍ତାରେ ପଡ଼ିଲା ବାଘୁଣୀ ଜିନତ; ବାଙ୍କୁରାରେ ହେଲା ଟ୍ରାଙ୍କୁଲାଇଜ

ଆଜି ଟ୍ରାଙ୍କୁଲାଇଜ ହୋଇଛି ‘ଜୀନ୍ନତ’ । ପଶ୍ଚିମବଙ୍ଗ ବାଙ୍କୁଡ଼ାରେ ଟ୍ରାଙ୍କୁଲାଇଜ କଲା ବନବିଭାଗ । ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରୁ ଖସି ଯାଇ ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗରେ ପହଞ୍ଚି ଥିବା ୩ ବର୍ଷର ବାଘୁଣୀ ‘ଜୀନ୍ନତ’କୁ କାବୁ କରିଛି ପଶ୍ଚିମବଙ୍ଗର ବନବିଭାଗ ।…

ଶିମିଳିପାଳରେ ନାହାଁନ୍ତି ମହାରାଷ୍ଟ୍ରରୁ ଆସିଥିବା ଦୁଇ ବାଘୁଣୀ

ଶିମିଳିପାଳରେ ନାହାଁନ୍ତି ଦୁଇ ବାଘୁଣୀ ଜିନତ୍ ଓ ଯମୁନା । ଶିମିଳିପାଳ ଛାଡି ଏବେ କୁଲଡିହା ଅଭୟାରଣ୍ୟରେ ଯମୁନା ରହିଥିବା ବେଳେ ଜିନତ୍ ଏବେ ବି ଝାଡଖଣ୍ଡରେ ରହିଥିବା ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ…

ଶିମିଳିପାଳରୁ ଯାଇ ଝାଡ଼ଖଣ୍ଡରେ ବୁଲୁଛି ବାଘୁଣୀ ‘ଜିନ୍ନତ’

ମହାରାଷ୍ଟ୍ର ତଡ଼ବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଅଭୟାରଣ୍ୟରୁ ଶିମିଳିପାଳ ଅଭୟାରଣ୍ୟକୁ ଆସିଥିବା ମହାବଳ ବାଘୁଣୀ ଜିନ୍ନତ ଏବେ ଯାଇ ଝାଡ଼ଖଣ୍ଡରେ ବୁଲୁଛି। ଏନେଇ ଆଜି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ଼ଃ ପ୍ରକାଶ…

ଏନକ୍ଲୋଜରରୁ ବାହାରି ଜଙ୍ଗଲକୁ ଗଲା ବାଘୁଣୀ ଜୀନତ୍‌

ଏନକ୍ଲୋଜରରୁ ବାହାରି ଶିମିଳିପାଳ ଉତ୍ତର ଡିଭିଜନ କୋର ଅଞ୍ଚଳକୁ ଗଲା ବାଘୁଣୀ ଜୀନତ୍‌ । ଶିମିଳିପାଳ ପରିବେଶ ସହ ଖାପ ଖୁଆଇବା ପରେ ଏନକ୍ଲୋଜରରୁ ଘଞ୍ଚ ଜଙ୍ଗଲକୁ ଛଡ଼ାଗଲା । ଗତକାଲି ରାତି ୯.୩୦ଟାରେ ଜିନ୍ନତକୁ ଛଡ଼ାଯାଇଥିବା ନେଇ ଶିମିଳିପାଳ ଜାତୀୟ…