Tag: Schools Closed

Heavy Rain Alert In Mayurbhanj: ମୟୂରଭଞ୍ଜ ଜିଲ୍ଲାରେ ଆଜି ସମସ୍ତ ସ୍କୁଲ ଛୁଟି, ପ୍ରବଳ ବର୍ଷା ଆଶଙ୍କା

ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ମୟୂରଭଞ୍ଜ ଜିଲ୍ଲାରେ ଆଜି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଜିଲ୍ଲାପାଳ ଏନେଇ ଆଜି ଛୁଟି ଘୋଷଣା କରିଛନ୍ତି । ସରକାରୀ, ବେସରକାରୀ ଏବଂ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଏହି ଛୁଟି ପରିସରଭୁକ୍ତ ରହିବ…