Tag: SCB Medical

Missing SCB Patient Found: କଟକ ଏସସିବିରୁ ନିଖୋଜ ରୋଗୀ ଉଦ୍ଧାର

କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ନିଖୋଜ ହୋଇଯାଇଥିବା ବାରିପଦାର ଚନ୍ଦ୍ରକାନ୍ତ ମହାନ୍ତି (୫୬ ବର୍ଷ) ନାମକ ଜଣେ ବୃଦ୍ଧ ରୋଗୀଙ୍କୁ ଉଦ୍ଧାର କଲା ପୋଲିସ। କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳରୁ ଉଦ୍ଧାର କରିଛି ପୋଲିସ। ସମ୍ପର୍କୀୟ ଲୋକ ଆସିବା ପରେ…

ରେଭେନ୍ସା ହଷ୍ଟେଲ୍‌ରେ ଝାଡ଼ାବାନ୍ତି ଘଟଣା; ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀର ଲିଜ୍‌ ବାତିଲ କଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ

କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ପିଜି ହଷ୍ଟେଲର କିଛି ଛାତ୍ର ଝାଡ଼ାବାନ୍ତିରେ ଅସୁସ୍ଥ ହେବା ପରେ ଏସସିବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ପରେ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀର ଲିଜ୍‌ ବାତିଲ କଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ । ସ୍ଵାସ୍ଥ୍ୟ ମନ୍ତ୍ରୀ…

ଭିଜିଲାନ୍ସ ଜାଲରେ ଏସ୍‌ସିବି ମେଡିକାଲ ଡାଟାଏଣ୍ଟ୍ରି ଅପରେଟର

ଭିଜିଲାନ୍ସ ଜାଲରେ ଫସିଲେ ଏସ୍‌ସିବି ମେଡିକାଲ ହେପାଟୋଲୋଜି ବିଭାଗର ଡାଟାଏଣ୍ଟ୍ରି ଅପରେଟର । ଲାଞ୍ଚ ନେଉଥିବା ବେଳେ ଡାଟାଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ସାହୁଙ୍କୁ ଧରିଲା ଭିଜିଲାନ୍ସ । ମାଗଣା ମେଡିସିନ ପାଇଁ ଏସ୍‌ସିବି ମେଡିକାଲରେ ଚିକିତ୍ସା ରୋଗୀଙ୍କ ପୁଅଙ୍କ ଠାରୁ…

ଏସସିବିରେ ଦୁଷ୍କର୍ମ ଘଟଣା: ତଦନ୍ତ ପାଇଁ ୩ ଜଣିଆ କମିଟି ଗଠିତ

ଚିକିତ୍ସା କରାଇବାକୁ ଯାଇ ଡାକ୍ତରଙ୍କ ଦ୍ୱାରା ଦୁଷ୍କର୍ମର ଶୀକାର ହୋଇଛନ୍ତି ରୋଗୀ। କଟକ ବଡ଼ ମେଡିକାଲରେ ଏଭଳି ଘଟଣା ଦେଖିବାକୁ ମିଳିଛି। କାର୍ଡିଓଲୋଜି ବିଭାଗର ରେସିଡେଣ୍ଟ ଡାକ୍ତର ୨ ରୋଗୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କାର୍ଡିଓଲୋଜି ବିଭାଗରେ ଇକୋ ପରୀକ୍ଷା…