ତାଜା ଖବର ରାଜ୍ୟ Samudra Manthan Scheme: ସମୁଦ୍ର ମନ୍ଥନ ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ July 31, 2026 Papirani ସମୁଦ୍ର ମନ୍ଥନ ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ଉପକୂଳ ସୁରକ୍ଷା ଏବଂ ସାମୁଦ୍ରିକ ଗବେଷଣା କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଜାତୀୟ ଉପକୂଳ ଅନୁସନ୍ଧାନ ଯୋଜନା ‘ସମୁଦ୍ର ମନ୍ଥନ’କୁ କେନ୍ଦ୍ର କ୍ୟାବିନେଟ୍ ଆଜି ଆନୁଷ୍ଠାନିକ…