Tag: rourkela

Bhakta Das In Rourkela: କଂଗ୍ରେସ ପାଇଁ କାର୍ଯ୍ୟ ନ କଲେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ – ଭକ୍ତ ଦାସ

ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପଶ୍ଚିମ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିବସରେ ରାଉରକେଲା ଠାରେ ଏକ କର୍ମୀ ଏବଂ ସାଧାରଣ ଜନତା ସଭାରେ ସମ୍ବୋଧିତ କରିଛନ୍ତି । ରାଜ୍ୟ ସରକାରକୁ ସେ ଟାର୍ଗେଟ କରି କହିଛନ୍ତି ଯେ, ମନରେଗାର ଦୁରବସ୍ଥା…

Rourkela Plane Crash: ରଉରକେଲା ପ୍ଲେନ୍ କ୍ରାସ୍ ଘଟଣା: ଜଣେ ମୃତ

ରାଉରକେଲାରେ ଚାର୍ଟର୍ ବିମାନ ଦୁର୍ଘଟଣାର ଆଠ ଦିନ ପରେ ଜଣେ ଯାତ୍ରୀ ପ୍ରାଣ ହରାଇଛନ୍ତି । ଦୁର୍ଘଟଣାରେ ଗୁରୁତର ସୁଶାନ୍ତ ବିଶ୍ୱାଳ ମୃତ । ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ସୁଶାନ୍ତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ…

Rourkela Aircraft Crash: ରାଉରକେଲା ବିମାନ କ୍ରାସ୍‌ ଘଟଣା: ୨ ଆହତ ପାଇଲଟ୍‌ ଭଲ ଅଛନ୍ତି: ଉଷା ପାଢ଼ୀ

ରାଉରକେଲା ବିମାନ କ୍ରାସ୍‌ ଘଟଣାରେ ୨ ଆହତ ମୁମ୍ବାଇ ଏୟାର ଲିଫ୍ଟ ହୋଇଛନ୍ତି । ଏ ନେଇ ଆଜି ସୂଚନା ଦେଇଛନ୍ତି ପରିବହନ ସଚିବ ଉଷା ପାଢ଼ୀ । ସେ କହିଛନ୍ତି ୨ ଆହତ ପାଇଲଟ୍‌ଙ୍କୁ ସ୍ବଇଚ୍ଛାରେ ମୁମ୍ବାଇ ଏୟାର ଲିଫ୍ଟ…

Plane Force Landing In Rourkela: ରାଉରକେଲାରେ ବିମାନ କ୍ରାସ୍‌ ଲ୍ୟାଣ୍ଡିଂ ନୁହେଁ କରିଥିଲା ଫୋର୍ସ ଲ୍ୟାଣ୍ଡିଂ

ରାଉରକେଲାରେ ଏକ ଛୋଟ ଯାତ୍ରୀବାହୀ ବିମାନ ଜରୁରୀକାଳୀନ ଅବତରଣ କରିଥିଲା । ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି ଯେ ଏହା କ୍ରାସ୍‌ ଲ୍ୟାଣ୍ଡିଂ ନୁହେଁ, ଫୋର୍ସ ଲ୍ୟାଣ୍ଡିଂ ଥିଲା । ବିମାନଟି ଭୁବନେଶ୍ୱରରୁ ରାଉରକେଲା ଆସୁଥିଲା ଏବଂ ପ୍ରାୟ ୫୦…

Birsa Munda: ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ରାଉରକେଲାରେ ରାଜ୍ୟ ସ୍ତରୀୟ ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀ ନେତା, ଶହୀଦ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ ରାଉରକେଲା ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି ।…

ଉଦ୍ଧାର ହେଲା ବିସ୍ଫୋରକ ଭର୍ତ୍ତି ୨ଟି ଟ୍ରକ୍‌

ସନ୍ଦେହଜନକ ଅବସ୍ଥାରେ ଠାବ ହେଲା ବିସ୍ଫୋରକ ଭର୍ତ୍ତି ଟ୍ରକ୍ । ରଘୁନାଥପାଲି ଥାନା ବାଲୁଘାଟ ପେଟ୍ରୋଲ୍‌ ପମ୍ପ୍ ନିକଟରୁ ୨ଟି ଟ୍ରକ୍‌ରେ ବିପୁଳ ପରିମାଣର ବିସ୍ଫୋରକ ଥିବା ସୂଚନା । ବିସ୍ଫୋରକ ଭର୍ତ୍ତି ଗାଡ଼ି କେଉଁଠୁ ଆସି କୁଆଡ଼େ ଯାଉଥିଲା ଛାନଭିନ୍‌…

ରେଳ ଲାଇନକୁ ବିରୋଧ କରି ଉତ୍ତେଜନା: ପ୍ରାୟ ୨୪ ଘଣ୍ଟା ହେବ ମୃତଦେହ ରଖି ଧାରଣାରେ ଗ୍ରାମବାସୀ

ରାଉରକେଲା ବନ୍ଧମୁଣ୍ଡା ଥାନା ବରକାନୀରେ ରେଳ ଲାଇନ ନିର୍ମାଣକୁ ବିରୋଧବେଳେ ବଡ଼ ଅଘଟଣ ଘଟିଛି । ଜେସିବି ତଳେ ଆସି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ରାଉରକେଲା ସହର ସଂଲଗ୍ନ ବନ୍ଧମୁଣ୍ଡା ଡୁମେର୍ତା ଷ୍ଟେସନ୍‌ରୁ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)…

ରାଉରକେଲା ପାଇଁ ୩ଟି ପ୍ରମୁଖ ଦାବି ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରିଷ୍ଠ ବିଜେପି ନେତା ଦିଲୀପ ରାୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ବରିଷ୍ଠ ବିଜେପି ନେତା ଦିଲୀପ ରାୟ । ରାଉରକେଲାକୁ ନେଇ ୩ଟି ପ୍ରମୁଖ ଦାବି ସମ୍ବଳିତ ପତ୍ର ଦେଇଥିବା ଜଣାପଡିଛି । ଦିଲୀପ ରାୟ ନିଜ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସେ ଏହି ସୂଚନା ଦେଇଛନ୍ତି।…

୭ ବର୍ଷୀୟା ନାବାଳିକାକୁ ଉଠାଇ ନେଇ ଦୁଷ୍କର୍ମ !

ରାଉରକେଲା ଚାନ୍ଦିପୋଷ ଥାନା ଅଞ୍ଚଳରେ ୭ ବର୍ଷର ନାବାଳିକାକୁ ଉଠାଇ ନେଇ ଦୁଷ୍କର୍ମ ଅଭିଯୋଗ । ବସ ହେଲପର ଦୁଷ୍କର୍ମ କରିଥିବା ଥାନାରେ ଏତଲା । ଅଭିଯୋଗପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ…

ନାବାଳିକାଙ୍କୁ ରାସ୍ତାରୁ ଉଠାଇ ନେଇ ଗଣଦୁଷ୍କର୍ମ

ରାଉରକେଲାରେ ଲଜ୍ଜା। ନାବାଳିକାଙ୍କୁ ରାସ୍ତାରୁ ବଳପୂର୍ବକ ଉଠାଇ ନେଇ ଗଣଦୁଷ୍କର୍ମ ଅଭିଯୋଗ। ନାବାଳିକଙ୍କୁ ଏକ ବନ୍ଦ ଘରେ ଅଟକ ରଖି ଦୁର୍ବୃତ୍ତମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ୩ ଜଣଙ୍କୁ ଗିରଫ କରିଛି ଉଦିତନଗର ଥାନା ପୋଲିସ । ସୂଚନା ଯୋଗ୍ୟ;…