ତାଜା ଖବର ରାଜ୍ୟ Cuttack New Road Collapse: ବର୍ଷା ଯୋଗୁଁ ୫ ଫୁଟ୍ ତଳକୁ ଦବିଗଲା ନୂଆ ରାସ୍ତା July 23, 2026 Papirani ବର୍ଷା ଯୋଗୁ ଦବିଲା ରାସ୍ତା । ଲଗାତାର ବର୍ଷା ଯୋଗୁଁ କଟକର ନୂଆପଡ଼ା-ଖପୁରିଆ ଦବିଗଲା କଂକ୍ରିଟ୍ ରୋଡ୍ । ପ୍ରାୟ ୧୫ ଦିନ ପୂର୍ବେ ସମ୍ପୂର୍ଣ୍ଣ ହୋଇଥିବା ଏହି ରାସ୍ତାଟି ୫ ଫୁଟ୍ ତଳକୁ ଦବିଯାଇଛି। ଯାହା ଫଳରେ ରାସ୍ତାରେ ଯାତାୟାତ…