ତାଜା ଖବର ରାଜ୍ୟ Road Accident Death In Odisha: ସଡ଼କ ଦୁର୍ଘଟଣାରେ ଦିନକୁ ଯାଉଛି ୧୮ ଜଣଙ୍କ ଜୀବନ March 26, 2026 Papirani ରାଜ୍ୟରେ ପ୍ରତିଦିନ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ହାରାହାରି ଦିନକୁ ଯାଉଛି ୧୮ ଜଣଙ୍କ ଜୀବନ। ଏହା ସହିତ ୩୦ ଜଣ ଆହତ ହେଉଛନ୍ତି । ୨୦୨୪ ତୁଳନାରେ ୨୦୨୫ରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି…
ରାଜନୀତି ରାଜ୍ୟ Bargarh Politics: ଦବଙ୍ଗ ଗିରି ଦେଖାଇ ଲୋକଙ୍କ ଠାରୁ ମାଡ଼ ଖାଇଲେ ବରଗଡ଼ ବିଧାୟକଙ୍କ ପୁଅ! February 7, 2026 Nirvay ବରଗଡ଼-ଭଟଲି ରାସ୍ତାର ବରଡୋଲ ଛକରେ ଗତ ୨ ତାରିଖରେ ହୋଇଥିବା ଘଟଣା ନେଇଛି ନୂଆ ମୋଡ଼ । ଏକ ପେଟ୍ରୋଲ ଟ୍ୟାଙ୍କର ଧକ୍କାରେ ଜଣେ ଭଟଲି ବାସିନ୍ଦା ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏହି ଖବରକୁ ନେଇ ଏକ ଚାଞ୍ଚଲ୍ୟକର ଖବର…
ତାଜା ଖବର ରାଜ୍ୟ 5 killed In Berhampur Road Accident: ବ୍ରହ୍ମପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୫ ମୃତ, ୪ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ January 31, 2026 Nirvay ବ୍ରହ୍ମପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଆଜି ଅପରାହ୍ନରେ ବ୍ରହ୍ମପୁର ହଳଦିଆପଦର ଛକ ନିକଟରେ ଓଭର ବ୍ରିଜ୍ରେ ଏକ ଟ୍ରକ ଓ ବାଇକ୍ ମଧ୍ୟରେ ଧକ୍କା ହୋଇଥିଲା । ବିପରୀତ ଦିଗରୁ ଆସି ୩ଟି ବାଇକ୍ ଉପରେ ଚଢିଗଲା…
ରାଜ୍ୟ Ama Bus Accident: ଆମ ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ December 5, 2025 Nirvay ପୁଣି ରାଜଧାନୀରେ ଜୀବନ ନେଲା ଆମ ବସ୍ । ବାଣୀବିହାର, ସତସଙ୍ଗ ବିହାର ଛକରେ ବାଇକ ଆରୋହୀଙ୍କୁ ଧକ୍କା ଦେଲା ଆମ ବସ୍ । ଆମ ବସ୍ ମାଡିଯିବାରୁ ଘଟଣା ସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ଏନେଇ ସେଠାରେ…
ଦେଶ Telangana Bus Accident: ତେଲଙ୍ଗାନା ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୧ କୁ ବୃଦ୍ଧି November 3, 2025 Nirvay ତେଲେଙ୍ଗାନାର ରଙ୍ଗରେଡ୍ଡୀ ଜିଲ୍ଲାରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୧ କୁ ବୃଦ୍ଧି ପାଇଥିବାବେଳେ ଏକାଧିକ ଆହତ ହୋଇଛନ୍ତି । ଦୁର୍ଘଟଣାରେ ଆହତଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ରଙ୍ଗାରେଡ୍ଡି ଜିଲ୍ଲାର ଚେଭେଲା ମଣ୍ଡଳ…
ଦେଶ ବିଆଇଏସ ସ୍ୱୀକୃତିପ୍ରାପ୍ତ ହେଲମେଟ୍ ପିନ୍ଧିବାକୁ କେନ୍ଦ୍ର ସରକାରଙ୍କ ପରାମର୍ଶ July 5, 2025 Nirvay ଚାଲାଣରୁ ବର୍ତ୍ତିବା ପାଇଁ କିଛି ଲୋକ ଯେକୌଣସି ଶସ୍ତା ହେଲମେଟ ପିନ୍ଧନ୍ତି । ଯାହା ସୁରକ୍ଷା ଦୃଷ୍ଟିକୋଣରୁ ବେଳେବେଳେ ବିପଜ୍ଜନକ ପ୍ରମାଣିତ ହୁଏ । ତେଣୁ ବିଆଇଏସ ସ୍ୱୀକୃତିପ୍ରାପ୍ତ ହେଲମେଟ୍ ପିନ୍ଧିବାକୁ କେନ୍ଦ୍ର ଖାଉଟି ବ୍ୟାପର ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି…
ରାଜ୍ୟ ଦୁର୍ଘଟଣା ଓ ପାଣିରେ ବୁଡ଼ି ୩ ଜଣ ପ୍ରାଣ ହରାଇଥିବା ଘଟଣା: ୪ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ April 18, 2025 Nirvay ସମ୍ବଲପୁରରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ନବମ ଶ୍ରେଣୀ ଛାତ୍ର ଏବଂ କେନ୍ଦୁଝର ବୈତରଣୀ କେଶରୀ କୁଣ୍ଡଠାରେ ୨ ଜଣ ଛାତ୍ର ପାଣିରେ ବୁଡ଼ି ପ୍ରାଣ ହରାଇଥିବା ବିଷୟରେ ଜାଣି ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମୋହନ ।…
ତାଜା ଖବର ରାଜ୍ୟ ଗୋଟିଏ ମାସରେ ଦୁର୍ଘଟଣାରେ ମାରିଛନ୍ତି ୫୦୫ ଜଣ: ପରିବହନ ମନ୍ତ୍ରୀ March 13, 2025 Papirani ସଡ଼କ ଦୁର୍ଘଟଣା ରୋକିବା ପାଇଁ ସରକାରଙ୍କ ଆନେକ ପଦକ୍ଷେପ ଗ୍ରହଣ ନେଉଥିଲେ ମଧ୍ୟ ରାଜ୍ୟରେ ଦୁର୍ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ବିଧାସଭା ଗୃହରେ ଉଠିଲା ସଡ଼କ ଦୁର୍ଘଟଣା ପ୍ରସଙ୍ଗ । ସଡ଼କ ସୁରକ୍ଷା ମାସ…
ତାଜା ଖବର ରାଜ୍ୟ ଘନ କୁହୁଡ଼ି ଯୋଗୁଁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୭ ମୃତ, ୫ ଗୁରୁତର November 2, 2024 Papirani ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ଗଏକାନପାଲି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଘନ କୁହୁଡି ଯୋଗୁଁ କିଛି ଦେଖା ନଯିବା ଫଳରେ ଟ୍ରେଲରକୁ ପଛପଟୁ ପିକଅପ୍…
ରାଜ୍ୟ କୋରାପୁଟ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ; ୨ ମୃତ March 17, 2024 Nirvay ସାମ୍ନାକୁ ଆସିଛି ଭୟଙ୍କର ସଡ଼କ ଦୁର୍ଘଟଣା ଘଟଣା। କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ରେ ବ୍ରିଜରୁ ତଳକୁ ଖସିଲା ବରଯାତ୍ରୀ ଗାଡ଼ି। ଦୁର୍ଘଟଣାରେ ୧୨ ଆହତ ଏବଂ ୨ ଜଣଙ୍କ ମୃତ୍ୟୁ ଘଟିଛି।କୁନ୍ଦୁରା ଥାନା ଖଟଲାପଦର ବ୍ରିଜରୁ ଖସିଥିଲା। ୧୨ ଆହତଙ୍କ…