Tag: Result

ପ୍ରକାଶ ପାଇଲା ସିବିଏସଇ ଦଶମ ବୋର୍ଡ ପରୀକ୍ଷା ଫଳ

ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ଦଶମ ବୋର୍ଡ ପରୀକ୍ଷା ଫଳ । ଆଜି ସିବିଏସ୍ଇ ଦୁଇ ଦୁଇଟି ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଛି । ଦ୍ୱାଦଶ ପରେ ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ ହୋଇଛି…

ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ପରୀକ୍ଷା ଫଳ

ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ବାଦଶ ରେଜଲ୍ଟ । ଦ୍ବାଦଶରେ ୮୮.୩୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ । ଭୁବନେଶ୍ବରରେ ପାସ୍‌ହାର ରହିଛି ୮୩.୬୪ ପ୍ରତିଶତ । ୧୭ ଲକ୍ଷ ୮୮ ହଜାର ଦେଇଥିଲେ ଦ୍ବାଦଶ…

ପ୍ରକାଶ ପାଇଲା ଦଶମ ଆଇସିଏସ୍‌ଇ ଓ ଦ୍ୱାଦଶ ଆଇଏସ୍‌ସି ରେଜଲ୍ଟ

ପ୍ରକାଶ ପାଇଲା ଦଶମ ଆଇସିଏସ୍‌ଇ ଓ ଦ୍ୱାଦଶ ଆଇଏସ୍‌ସି ରେଜଲ୍ଟ । କାଉନ୍‌ସିଲ୍‌ ଫର୍‌ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍‌ଜାମିନେଶନ୍ସ (ସିଆଇଏସ୍‌ସିଇ) ୱେବସାଇଟ୍‌ରେ ରେଜଲ୍ଟ ପ୍ରକାଶ । ଏହି ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ cisce.org, results.cisce.org ଏବଂ DigiLocker ରେ…

ପ୍ରକାଶ ପାଇଲା ଓଟିଇଟି-୨୦୨୪ର ପରୀକ୍ଷା ଫଳ

ବୋର୍ଡ ଅଫ ସେକେଣ୍ଡାରୀ ଏକଜୁକେସନ୍ ଦ୍ୱାରା ପରିଚାଳିତ ଓଡ଼ିଶା ଟିଚର୍ସ ଇଲିଜିବିଲିଟି ଟେଷ୍ଟ(ଓଟିଇଟି) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାର ଅଫିସିଆଲ୍‌ ୱେବ୍‌ସାଇଟ୍‌ ଡବ୍ଲୁଡବ୍ଲୁଡବ୍ଲୁ.ବିଏସ୍‌ଇଓଡ଼ିଶା.ଏସି.ଇନ୍‌ରେ (http://www.bseodisha.ac.in/) ରେ ଲଗ୍‌ ଇନ୍‌ କରି ପରୀକ୍ଷାର୍ଥୀମାନେ ତାଙ୍କର ରେଜଲ୍ଟ…

ପ୍ରକାଶ ପାଇଲା ୨୦୨୨ ବର୍ଷର ଓଏଏସ୍‌ ପରୀକ୍ଷା ଫଳ

୨୦୨୨ ବର୍ଷର ଓଡ଼ିଶା ଲୋକ ସେବା ଆୟୋଗ ଦ୍ୱାରା ପରିଚାଳିତ ଓଏଏସ୍‌ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ଓଡିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ସମୁଦାୟ ୯୨୯୧୪ ପ୍ରାର୍ଥୀ ଆବେଦନ କରିଥିବା ବେଳେ ମୋଟ୍‌ ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ…

ପ୍ରକାଶ ପାଇଲା ନିଟ୍‌ ୟୁଜିର ପରୀକ୍ଷା ଫଳ

ବିବାଦ ମଧ୍ୟରେ ଆଜି ପ୍ରକାଶ ପାଇଲା ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ ୟୁଜିର ପରୀକ୍ଷା ଫଳ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଆଜି ନିଜର ଅଫିସିଆଲ୍ ୱେବସାଇଟରେ ନିଟ୍‌ ୟୁଜିର ପରୀକ୍ଷା ଫଳ ପ୍ରକାଶ କରିଛି | ନିଟ୍‌ ୟୁଜି ପରୀକ୍ଷାରେ…

ଶନିବାର ୧୨ଟା ସୁଦ୍ଧା ପ୍ରକାଶ ପାଇବ ନିଟ୍‌-ୟୁଜି ରେଜଲ୍ଟ

ଆଜି ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ ୟୁଜି ପ୍ରଶ୍ନପତ୍ର ଲିକ୍ ଘଟଣାରେ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଶନିବାର ମଧ୍ୟାହ୍ନ ସୁଦ୍ଧା ନିଟ୍‌-ୟୁଜି ପରୀକ୍ଷାଫଳ ପ୍ରକାଶ ନେଇ ଏନ୍‌ଟିଏକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସହର ୱାରୀ ଏବଂ ପରୀକ୍ଷା…

ପ୍ରକାଶ ପାଇଲା ଓଏସ୍ଏସଟିଇଟି ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡିଶା ସିନିୟର ସେକେଣ୍ଡାରୀ ଟିଚର ଇଲିଜିବିଲିଟି ଟେଷ୍ଟ (OSSTET) ପରୀକ୍ଷା ଫଳ । ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରେଜଲ୍ଭ ପ୍ରକାଶ ପାଇଛି । ବୋର୍ଡ ୱେବ୍‌ସାଇଟ୍ www.bseodisha.ac.in ରେ ଦେଖିପାରିବେ ନିଜର ପରୀକ୍ଷାଫଳ। କୃତକାର୍ଯ୍ୟ ହୋଇଥିବା…

ପ୍ରକାଶ ପାଇଲା ଓଜେଇଇ ପରୀକ୍ଷାଫଳ

ଚଳିତବର୍ଷ ରାଜ୍ୟର ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏମବିଏରେ ସୂର୍ଯ୍ୟକାନ୍ତ ପୃଷ୍ଟି ଟପ୍ପର । ବି ଫାର୍ମାରେ ସାଗରିକା ଦାସ ଟପ୍ପର । ଏମସିଏରେ…

୨୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ

ଆସନ୍ତା ୨୬ ତାରିଖ ରବିବାର ସକାଳ ୧୦ଟା ୩୦ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ। ୧୦ଟା ୩୦ରେ ବୋର୍ଡ କାର୍ଯ୍ୟାଳୟରେ ଫଳ ପୁସ୍ତିକା ଲୋକର୍ପଣ ହେବ। ଏହାପରେ ୧୧ଟା ୩୦ରେ ଇଣ୍ଟରନେଟ୍‍ରେ ଉପଲବ୍ଧ ହେବ ପରୀକ୍ଷାଫଳ । ଏନେଇ ସାମ୍ବାଦିକ ସମ୍ମିଳନୀରେ…