ବ୍ୟବସାୟ PM Modi to Visit Odisha on Oct 25: ଅକ୍ଟୋବର ୨୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ; ଜଟଣୀରେ ଉଦ୍ଘାଟନ କରିବେ RBIର ଅତ୍ୟାଧୁନିକ ଡାଟା ସେଣ୍ଟର October 22, 2026 Papirani ରାଜ୍ୟର ଡିଜିଟାଲ୍ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଆସନ୍ତା ଅକ୍ଟୋବର ୨୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ନିକଟସ୍ଥ ଜଟଣୀ ଇନ୍ଫୋଭ୍ୟାଲି-୨ ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ଅତ୍ୟାଧୁନିକ ଗ୍ରୀନ୍ଫିଲ୍ଡ ଡାଟା…