Tag: Ratna bhandar

ରତ୍ନଭଣ୍ଡାର ପ୍ରସଙ୍ଗ: ଘନେଇଲା ଚାବି ବିବାଦ

ଭିତର ରତ୍ନଭଣ୍ଡାରର ୩ଟି ତାଲାରୁ ୨ଟିରେ କାହିଁକି ନଥିଲା ଜଉମୁଦ? ଆପେ ଖସିଯାଇଥିଲା ନା କେବେ କିଏ ଖୋଲିବାକୁ ଚେଷ୍ଟା କରିଥିଲା? କାହିଁକି ଡୁପ୍ଲିକେଟ ଚାବିରେ ଖୋଲିଲାନି କୌଣସି ଗୋଟିଏ ବି ତାଲା ? ଟ୍ରେଜେରିରୁ ଅଣାଯାଇଥିବା ଚାବି ବାସ୍ତବରେ ଡୁପ୍ଲିକେଟ…

ଭିତର ଭଣ୍ଡାର ନେଇ ଲୋକଙ୍କ ମନରେ ଅବିଶ୍ୱାସ ସୃଷ୍ଟି କରାଯାଇଥିଲା

ଭିତର ଭଣ୍ଡାରକୁ ନେଇ ଲୋକଙ୍କ ମନରେ ଅବିଶ୍ବାସ ସୃଷ୍ଟି କରାଯାଇଥିଲା ବୋଲି କହିଲେ ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ। ପ୍ରଭୁ ଜଗନ୍ନାଥଙ୍କ ନାଁ ନେଇ ଭିତର ଭଣ୍ଡାରକୁ ପ୍ରବେଶ କଲୁ। ଭିତରକୁ ଯାଇଥିବା ସଦସ୍ୟମାନଙ୍କର କିଛି କ୍ଷତି ହୋଇନି। ଆପଣମାନେ ଦେଖୁଛନ୍ତି…

ଖୋଲିଲା ଭିତର ରତ୍ନଭଣ୍ଡାର: ତଢ଼ଉକରଣ

ଖୋଲିଲା ଭିତର ରତ୍ନଭଣ୍ଡାର। ଏ ନେଇ ସୂଚନା ଦେଇଛନ୍ତି ପାଳିଆ ସେବାୟତ ନରେଶ କର। ତାଲା ଭାଙ୍ଗି ଭିତର ରତ୍ନଭଣ୍ଡାରକୁ ଟିମ୍ ଯାଇଥିବା ସୂଚନା ଭିତର ରତ୍ନଭଣ୍ଡାର ଖୋଲାଗଲା ବୋଲି କହିଲେ ତଢ଼ଉକରଣ। ଭିତରେ ପାଣି ଜକଉଛି, ଚଟାଣ ଓଦା ଅଛି…

ସାପ ଭୟ ନାହିଁ, ଫେରିଲେ ସ୍ନେକ ହେଲ୍‌ପଲାଇନ ଟିମ୍‌

ଶ୍ରୀମନ୍ଦିର ଭିତରୁ ବାହାରିଲେ ସ୍ନେକ ହେଲ୍‌ପଲାଇନ ସଦସ୍ୟ। ରତ୍ନଭଣ୍ଡାର ଭିତରେ କୌଣସି ସାପ ଭୟ ନଥିବା ସୂଚନା ଦେଇଛନ୍ତି। ଶୁଭେନ୍ଦୁ ମଲ୍ଲିକଙ୍କ ନେତୃତ୍ବରେ ଯାଇଥିବା ଟିମ୍‌ ଫେରିଲେ। ବାହାରକୁ ବାହାରିବା ପରେ ଶୁଭେନ୍ଦୁ ମଲ୍ଲିକ ସୂଚନା ଦେଇଛନ୍ତି। ଆମକୁ ଷ୍ଟାଣ୍ଡବାଇ ରଖାଯାଇଥିଲା,…

ଭଙ୍ଗାଗଲା ଭିତର ରତ୍ନଭଣ୍ଡାର ତାଲା

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଭିତର ରତ୍ନଭଣ୍ଡାର ତାଲା ଭଙ୍ଗାଯାଇଛି। ଚାବିରେ ଖୋଲିଲାନି ଭିତର ରତ୍ନଭଣ୍ଡାର ତାଲା। ଫଳରେ ତାଲା ଭାଙ୍ଗିବାକୁ ପଡିଛି। ଚାବିରେ ନଖୋଲିବାରୁ କଟରରେ କଟାଗଲା ତାଲା।

ପୁରୀରେ ପହଞ୍ଚିଛି ୬ଟି କାଠ ସିନ୍ଦୁକ

ରତ୍ନ ସାଇତିବା ପାଇଁ ପହଞ୍ଚିଛି ରତ୍ନ ସିନ୍ଦୁକ। ଆଉ କିଛି ସମୟର ଅପେକ୍ଷା, ଆରମ୍ଭ ହେବ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା। ସ୍ୱତନ୍ତ୍ର ବରାଦରେ ତିଆରି ହୋଇଥିବା ୬ ସିନ୍ଦୁକ ପହଞ୍ଚିଲା। ୬ଟି ସିନ୍ଦୁକ ଟ୍ରକରେ ଲଦି ପହଞ୍ଚିଲେ ଭୁବନେଶ୍ୱରର ଜନୈକ ବ୍ୟକ୍ତି।…

ଜାଣନ୍ତୁ ରତ୍ନଭଣ୍ଡାର ଭିତରକୁ ଯିବେ କିଏ

ରତ୍ନଭଣ୍ଡାର ଖୋଲିବା ପାଇଁ ଆସିଲା ଶୁଭ ମୁହୂର୍ତ୍ତ। ଆଜି ଦିନ ୧ଟା ୨୮ ମିନିଟ୍ ସମୟରେ ରତ୍ନଭଣ୍ଡାର ଖୋଲିବ। ଏନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ। ରତ୍ନଭଣ୍ଡାର ଭିତରକୁ ମୋଟ ୧୧ ଜଣ ସଦସ୍ୟ…

ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବୈଠକ

ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ପ୍ରଶାସନ କାର୍ଯ୍ୟାଳୟରେ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି। ତଦାରଖ କମିଟିର ୨ ଜଣ ସଦସ୍ୟ ରତ୍ନଭଣ୍ଡାର ଭିତରକୁ ଯିବେ। ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଓ ଡାକ୍ତର ସିବିକେ ମହାନ୍ତି…

୪୬ ବର୍ଷ ଅପେକ୍ଷାର ଅନ୍ତ: ଆଜି ଖୋଲିବ ରତ୍ନଭଣ୍ଡାର

ଦୀର୍ଘ ୪୬ବର୍ଷ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଆଜି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବ। ଶନିବାର ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ପ୍ରଦାନ ସହ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେସ୍‌(ଏସ୍‌ଓପି) ଜାରି କରାଯାଇଛି। ଫଳରେ ଭିତର ରତ୍ନଭଣ୍ଡାର ଖୋଲାଯିବା ନିଶ୍ଚିତ ହୋଇଛି। ରାଜ୍ୟ…

କାଲି ଖୋଲିବ ଶ୍ରୀମନ୍ଦିରର ରତ୍ନଭଣ୍ଡାର

ଆସନ୍ତାକାଲି ଖୋଲିବ ରତ୍ନଭଣ୍ଡାର। ଦୀର୍ଘ ୪୫ ବର୍ଷ ପରେ ଖୋଲିବାକୁ ଯାଉଛି ରତ୍ନଭଣ୍ଡାର । ଯେଉଁଥି ପାଇଁ ଦୀର୍ଘ ବର୍ଷ ହେଲା ଅପେକ୍ଷା କରାଯାଇଥିଲା । ତାହାର ପୂର୍ଣ୍ଣଛେଦ ପଡିବାକୁ ଯାଉଛି । ରତ୍ନଭଣ୍ଡାର ଖୋଲିବା ନେଇ ଏସଓପି ପ୍ରଦାନ କଲେ…