Tag: Ratha Yatra

ରଥରେ ୨ ଅଧିକାରୀ ଚଢ଼ିବା ଘଟଣା: ପ୍ରମାଣ ଦେଲା ପ୍ରଶାସନ

ଶ୍ରୀଗୁଣ୍ଡିଚା ଯାତ୍ରାରେ ରଥରେ ୨ ଅନଧିକୃତ ସରକାରୀ ଅଧିକାରୀ ରଥରେ ଚଢ଼ିଥିଲେ। ଏହି ଘଟଣାରେ ଏତଲା ହେବା ପରେ ଫଟୋ ଓ ଭିଡିଓ ଫୁଟେଜ୍‌ ସିଂହଦ୍ୱାର ଥାନାକୁ ହସ୍ତାନ୍ତର କରାଯାଇଛି। ପେନ୍ ଡ୍ରାଇଭରେ ପୋଲିସକୁ ଫୁଟେଜ୍ ଦେଇଛି ଶ୍ରୀମନ୍ଦିର ପ୍ରଶାସନ।

କଡ଼ା ଚେତାବନୀ: ରଥ ଉପରେ ମୋବାଇଲ ନିଷେଧ

ଶ୍ରୀମନ୍ଦିରର ନୀତି ଶୃଙ୍ଖଳାକୁ ନେଇ କଡ଼ା ଚେତାବନୀ ଦେଇଛନ୍ତି ନୂଆ ଶ୍ରୀମନ୍ଦିର ମୁଖ୍ୟା ପ୍ରଶାସକ ଅରବିନ୍ଦ ପାଢ଼ୀ। ଶୃଙ୍ଖଳାକୁ ସର୍ବାଧିକ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି। ବିଶୃଙ୍ଖଳିତ ଆଚରଣ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।ଅଣସେବାୟତ ରଥ ଉପରକୁ ମୋବାଇଲ ନେଉଥିବା ପରିଲକ୍ଷିତ…

ପୁରୀରେ ଶ୍ରୀଜିଉଙ୍କ ଆଡ଼ପ ଦର୍ଶନ ଆରମ୍ଭ

ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ଆଡ଼ପ ଦର୍ଶନ । ଜନ୍ମବେଦୀରେ ମହାପ୍ରଭୁ । ଆଡପ ବିଜେ ପରେ ଏବେ ଜନ୍ମବେଦୀରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଜିଠାରୁ ଆଡ଼ପ ଦର୍ଶନ ସହ ଆଡ଼ପ ଅବଢ଼ା ପାଇବାର ସୌଭାଗ୍ୟ ପାଇବେ ଭକ୍ତ। ଆଡ଼ପ ଦର୍ଶନ…

ଆଡ଼ପ ପହଣ୍ଡି ବେଳେ ଖସିପଡ଼ିଲେ ପ୍ରଭୁ ବଳଭଦ୍ର

ଆଜି ଆଡ଼ପ ମଣ୍ଡପକୁ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି। କାଲିଠୁ ମହାପ୍ରଭୁ ଆଡ଼ପ ମଣ୍ଡପରେ ଦର୍ଶନ ଦେବେ। ତେବେ ୨ ଦିନ ଶରଧାବାଲିରେ ରଥାରୁଢ଼ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ। ଶରଧାବାଲିରେ ମଙ୍ଗଳବାର ଆଡ଼ପ ପହଣ୍ଡି ସମୟରେ ଅଘଟଣ ଘଟିଛି। ବଡ଼ଠାକୁର ପ୍ରଭୁ…

ଯାଜପୁରର ରଥଦାଣ୍ଡରେ ହାତାହାତି ହେଲେ ଦୁଇ ସେବାୟତ ଗୋଷ୍ଠୀ

ଯାଜପୁରରେ ରଥଯାତ୍ରାରେ ଅଘଟଣ। ରଥଦାଣ୍ଡରେ ମହାପ୍ରଭୁଙ୍କ ପହଣ୍ଡି ଓ ଚାରମାଳ ଖୋଲିବାକୁ ନେଇ ହତାହାତି ହେଲେ ଦୁଇ ସେବାୟତ ଗୋଷ୍ଠୀ । ଏକ ଅଭାବନୀୟ ଘଟଣା ଘଟିଛି ଆସିଛି ଯାଜପୁର ଜିଲ୍ଲା ସୁକିନ୍ଦାରେ । ସୁକିନ୍ଦାରେ ରଥଟଣା ସରିବାପରେ ଠାକୁରଙ୍କୁ ରଥରୁ…

ଶରଧାବାଲିରେ ତିନି ରଥ

ଦୁଇଦିନର ଯାତ୍ରା ପରେ ଶେଷରେ ଜନ୍ମସ୍ଥାନରେ ପହଞ୍ଚଞ୍ଚିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ୩ ରଥ। ବଡ଼ଦାଣ୍ଡର ଜନସମୁଦ୍ର ଦେଇ ପ୍ରତୀକ୍ଷିତ ଶରଧାବାଲିରେ ପହଞ୍ଚିଛି ତିନି ଠାକୁରଙ୍କ ତିନି ରଥ । ତେଣୁ ଜନ୍ମସ୍ଥାନରେ ଏବେ ଖୁସିର ମାହୋଲ…

ଜନ୍ମ ବେଦୀ ଅଭିମୁଖେ ଆଗେଇ ଚାଲିଛନ୍ତି ତିନି ଠାକୁର

ବଡ଼ଦାଣ୍ଡରେ ପୁଣି ଗଡ଼ିଲା ୩ ଠାକୁରଙ୍କ ରଥ । ଭାଇ-ଭଉଣୀଙ୍କ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଜଗନ୍ନାଥ । ଆଗେ ଆଗେ ଯାଉଛନ୍ତି ବଡ଼ ଭାଇ ବଳଭଦ୍ର । ପଛେପଛେ ଆସୁଛି ମା’ ସୁଭଦ୍ରାଙ୍କ ଦର୍ପଦଳନ ।…

ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିଲା ବଳଭଦ୍ରଙ୍କ ତାଳଧ୍ବଜ ରଥ

ଆରମ୍ଭ ହେଲା ରଥଟଣା । ପୁରୀରେ ପୁଣି ଗଡ଼ିଲା ରଥ। ଗତକାଲି ଅଧାବାଟରେ ଅଟକି ରହିଥିବା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଛି । ମରିଚିକୋଟ ଛକରୁ ଗଡ଼ିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ । ତାଳଧ୍ବଜ…

ରଥ ଟଣା ବେଳେ ଶ୍ରଦ୍ଧାଳୁ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

ପୁରୀ ରଥଯାତ୍ରା ବେଳେ ଅଘଟଣ ପାଇଁ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆହତମାନଙ୍କୁ ମାଗଣାରେ ସର୍ବୋତ୍ତମ ଚିକିତ୍ସା…

ଅଧା ବାଟ ଯାଇ ଅଟକିଲେ ଶ୍ରୀଜିଉ

ଆଜି ପବିତ୍ର ଘୋଷଯାତ୍ରା। ଦୁଇ ଦିନିଆ ରଥ ଟଣା ଯୋଗୁଁ ଆଜି ଅଳ୍ପ ବାଟ ଯାଇ ଅଟକିଲେ ଶ୍ରୀଜିଉ। ଆଜି ରଥ ଟଣା ସ୍ଥଗିତ ରଖାଯାଇଛି। ଆସନ୍ତାକାଲି ପୁଣି ରଥ ଟଣା ହେବ। ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ମରିଚିକୋଟ ଛକରେ ଅଟକିଥିବା…