Tag: Ratha Yatra

ଆଜି ସଂଧ୍ୟା ସୁଦ୍ଧା ଆସିବ ପୁରୀ ଦଳାଚକଟା ରିପୋର୍ଟ

ଜୁନ୍ ୨୯ ତାରିଖରେ ଗୁଣ୍ଡିଚା ମନ୍ଦିର ସାମ୍ନାରେ ହୋଇଥିବା ଦଳାଚକଟା ରିପୋର୍ଟ ଆଜି ସଂଧ୍ୟା ସୁଦ୍ଧା ଆସିବ। ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିବେ ଉନ୍ନୟନ କମିଶନର ଗର୍ଗ । ଏ ନେଇ ସୂଚନା ଦେଲେ ଉନ୍ନୟନ କମିଶନର ଅନୁ ଗର୍ଗ ।…

ତୁଳସୀ କ୍ଷେତ୍ରରେ ୩ୟ ଦିନରେ ବି ପହଞ୍ଚିନି ବ୍ରହ୍ମତାଳଧ୍ବଜ ରଥ

ରଥଯାତ୍ରା ଭଳି ବାହୁଡ଼ାରେ ବି ଦେଖିବାକୁ ମିଳିଛି ବଡ଼ ବିଭ୍ରାଟ । ତୁଳସୀ କ୍ଷେତ୍ରରେ ଅଟକି ରହିଛି ବ୍ରହ୍ମତାଳଧ୍ବଜ । ୩ୟ ଦିନରେ ବି ପହଞ୍ଚିନି ‘ବ୍ରହ୍ମତାଳଧ୍ବଜ’ ରଥ । ରଥ ବାରମ୍ବାର ମୋଡ଼ ନେଉଥିବାରୁ ସିଧା କରିବାକୁ ଉଦ୍ୟମ କରାଯାଉଛି…

ଆଜି ରଥାରୂଢ଼ ମହାପ୍ରଭୁଙ୍କ ଅଧରପଣା ନୀତି

ଆଜି ରଥାରୂଢ଼ ଶ୍ରୀଜୀଉଙ୍କର ଅଧରପଣା ନୀତି । ମହାପ୍ରଭୁଙ୍କ ଅଧରାମୃତ ପାନ କରିବେ ରଥ ପାର୍ଶ୍ବ ଦେବାଦେବୀ, ଚଣ୍ଡୀ ଚାମୁଣ୍ଡା । ପଣା ହାଣ୍ଡି ଭୋଗ ହେବା ପରେ ରଥ ଉପରେ ଭଙ୍ଗାଯିବାର ପରମ୍ପରା ରହିଛି । ଏହା ଅପରାହ୍ନ ୪ଟା…

ଶରଧାବାଲିରେ ଦଳାଚକଟା ଘଟଣା; ନବୀନଙ୍କ ଉଦ୍‌ବେଗ

ଶରଧାବାଲିରେ ଠେଲାପେଲା ଦଳାଚକଟା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ନିଜ ସୋସିଆଲ ମିଡ଼ିଆ ଏକ୍ସରେ କହିଛନ୍ତି ପୁରୀ ଶରଧାବାଲିରେ ମହାପ୍ରଭୁଙ୍କ ସକାଳ ଦର୍ଶନ ସମୟରେ ଭୀଷଣ ଦଳାଚକଟା ଘଟଣାରେ…

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜାରି ହେଲା ଟ୍ରାଫିକ ନିୟମାବଳୀ

ଆଉ ଦୁଇଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ପୁଲିସ ପ୍ରଶାସନର ପ୍ରସ୍ତୁତି ଶେଷ ହୋଇଛି । ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ଭକ୍ତଙ୍କ ଭିଡ଼ ଜମିଲାଣି । ସେଥିପାଇଁ ସୁରକ୍ଷା ପାଇଁ ପୋଲିସ ଫୋର୍ସ ମଧ୍ୟ ମୁତୟନ ହେବା ଆରମ୍ଭ…

ରଥଯାତ୍ରା ପାଇଁ ନିୟୋଜିତ ହେବେ ୩୦୦ ଡାକ୍ତର

ଜୁନ୍ ୨୭ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏନେଇ ୮୦ ପ୍ରତିଶତ ପ୍ରସ୍ତୁତି ଶେଷ ହୋଇଛି । ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଇନ ତଥା ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ…

ଐତିହ୍ୟ ଜାତୀୟ ଲିଷ୍ଟରେ ସ୍ଥାନ ପାଇଲା ରଥଯାତ୍ରା-ବାଲିଯାତ୍ରା

ଅମୂଲ୍ୟ ସାଂସ୍କୃତିକ ଐତିହ୍ୟର ଜାତୀୟ ତାଲିକାରେ ସ୍ଥାନ ପାଇଲା ରଥଯାତ୍ରା-ବାଲିଯାତ୍ରା । ଏ ନେଇ ଆଜି ‘ଏକ୍ସ’ରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ସେ କହିଛନ୍ତି ସର୍ବୋଚ୍ଚ ସାଂସ୍କୃତିକ ସଂସ୍ଥା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ସାମିଲ…

ପୁରୀ ରଥଯାତ୍ରାକୁ ଖୁବଶୀଘ୍ର ମିଳିପାରେ ବିଶ୍ୱ ଐତିହ୍ୟ ମାନ୍ୟତା; ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ

ରଥଯାତ୍ରାକୁ ବିଶ୍ୱ ସାଂସ୍କୃତିକ ଐତିହ୍ୟ (Intangible Cultural Heritage) ମାନ୍ୟତା ପ୍ରଦାନ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା। ୟୁନେସ୍କୋ ଦ୍ବାରା ମାନ୍ୟତା ନେଇ ପ୍ରକ୍ରିୟା ଆରମ୍ଭ କଲା ଶ୍ରୀମନ୍ଦିର ପ୍ରଶାସନ। ଏନେଇ ଖୁବଶୀଘ୍ର ନାମାଙ୍କନପତ୍ର ଦାଖଲ କରାଯିବ। ଅନ୍ୟପଟେ ଶ୍ରୀମନ୍ଦିର ମୁଖ୍ୟ…

ରଥଯାତ୍ରା ପାଇଁ ପୁରୀରେ ଲାଗିବ ଏଆଇ କ୍ୟାମେରା

ଆସନ୍ତା ଜୁନ ୨୭ରୁ ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାକୁ ସୁରକ୍ଷିତ ଭାବେ ସମ୍ପୂର୍ଣ କରିବା ସହ ରଥଯାତ୍ରାରେ ସମ୍ଭାବ୍ୟ ଭିଡ଼ ନିୟନ୍ତ୍ରଣ ପାଇଁ ଜଗିବ ଏଆଇ କ୍ୟାମେରା…

ରଥଯାତ୍ରାରେ ନୀତି ବିଭ୍ରାଟ ଅଭିଯୋଗ ଆଣିଲା କଂଗ୍ରେସ

ଚଳିତ ରଥଯାତ୍ରାରେ ନୀତିରେ ହୋଇଛି ନୀତି ବିଭ୍ରାଟ । ଏନେଇ ଅଭିଯୋଗ ଆଣିଲା କଂଗ୍ରେସ । କଂଗ୍ରେସ ପକ୍ଷରୁ କୁହାଯାଇଛି ନେତ୍ର ଉତ୍ସବର ନୀତିକାନ୍ତି ଠିକ ଭାବରେ କରାଯାଇନାହିଁ । ଠାକୁରଙ୍କୁ ଅଖିଆଅପିଆ ପହଣ୍ଡି ପାଇଁ ଅଣାଯାଇଛି । ସେନା ପଟା…