Tag: Rajya Sabha

ଧନଖଡଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବେ ବିରୋଧୀ ସାଂସଦ

ରାଜ୍ୟସଭା ଅଧ୍ଯକ୍ଷ ସଭାପତି ଜଗଦୀପ ଧନଖଡଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି ଚଳାଇଛନ୍ତି ବିରୋଧୀ ଦଳଗୁଡିକ । ବିରୋଧୀ ଦଳର ଅନ୍ୟୁନ ୭୦ ସାଂସଦ ଏହି ପ୍ରସ୍ତାବ ଉପରେ ଦସ୍ତଖତ କରିଥିବା ଜଣାପଡିଛି । ଏଥିରେ ଇଣ୍ଡି ମେଣ୍ଟରେ ସାମିଲ…

ରାଜ୍ୟସଭା ଗୃହରୁ ମିଳିଲା ପୁଳା ପୁଳା ଟଙ୍କା 

ରାଜ୍ୟସଭା ସଂସଦ ଗୃହରେ ଥିବା ସିଟ୍‌ ତଳୁ ବାହାରିଲା ପୁଳା ପୁଳା ଟଙ୍କା। ସେ ପୁଣି ଜଣେ କଂଗ୍ରେସ ସାଂସଦଙ୍କ ଆସନରୁ । କଂଗ୍ରେସ ସାଂସଦ ଅଭିଷେକ ମନୁଙ୍କ ସିଟ୍‌ ତଳୁ ମିଳିଲା ବିଡ଼ା ବିଡ଼ା ଟଙ୍କା । ଏହାକୁ ନେଇ…

ପ୍ରକାଶ ପାଇଲା ରାଜ୍ୟସଭା ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି

ପ୍ରକାଶ ପାଇଲା ରାଜ୍ୟସଭା ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି । ରାଜ୍ୟସଭା ଉପନିର୍ବାଚନ ପାଇଁ ଓଡ଼ିଶା ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଡିସେମ୍ବର ୧୦ ତାରିଖ ନାମାଙ୍କନ ଭରିବାର ଶେଷ ଦିନ ହୋଇଥିବାବେଳେ ଡିସେମ୍ବର…

ରାଜ୍ୟସଭା ରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠେଇବାକୁ ବିଜେଡି ସାଂସଦଙ୍କୁ ନବୀନଙ୍କ ନିର୍ଦେଶ

ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ଜନତା ଦଳ କାର୍ଯ୍ୟାଳୟ ଶଙ୍ଖଭବନରେ ଦଳର ସାଂସଦମାନଙ୍କୁ ଭେଟିଛନ୍ତି ଏବଂ ରାଜ୍ଯର ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ଯାହା ଲୋକସଭା ଏବଂ ରାଜ୍ୟସଭାରେ ଉଠାଯାଇପାରିବ। ରେଳ ନେଟୱାର୍କର ବିକାଶ, କୋଇଲା ବ୍ଲକ୍ ଆବଣ୍ଟନ, ଜାତୀୟ…

ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଥିବା ଡବଲ ପ୍ରାର୍ଥୀ ନେଇ ମନମୋହନ ସାମଲଙ୍କ ବୟାନ

ଓଡ଼ିଶାରେ ଖାଲି ପଡିଥିବା ଗୋଟିଏ ରାଜ୍ୟସଭା ସିଟ୍‌ ପାଇଁ ବିଜେପିର ଦୁଇ ନେତା ନାମାଙ୍କନ ଦାଖଲ କରିଥିବା ବେଳେ ଆଜି ଏହାକୁ ନେଇ ବୟାନ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି ରାଜ୍ୟସଭା ପାଇଁ ଦଳୀୟ…

ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ମମତା ମହାନ୍ତଙ୍କ ପ୍ରତିକ୍ରିୟା

ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ମମତା ମହାନ୍ତ। ଟିକେଟ ଦେବା ପାଇଁ ପୂର୍ବରୁ କୌଣସି ପ୍ରତିଶ୍ରୁତି ମିଳିନଥିଲା ବୋଲି କହିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପିରେ ମିଶିଥିବା କହିଛନ୍ତି। ପୁଣି ରାଜ୍ୟସଭା ଟିକେଟ…

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା

ଆଜି ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୯ ରାଜ୍ୟର ୧୨ଟି ଆସନ ପାଇଁ ହେବ ଉପନିର୍ବାଚନ ହେବ। ଓଡ଼ିଶାର ଗୋଟିଏ ଆସନ ପାଇଁ ଉପନିର୍ବାଚନ ହେବ। ମମତା ମହାନ୍ତଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ଆସନ।ଅଗଷ୍ଟ ୨୧ ନାମାଙ୍କନ…

ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲ ପୁନର୍ଗଠିତ

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଆଜି ଉପାଧ୍ୟକ୍ଷ ପ୍ୟାନେଲ ପୁନର୍ଗଠନ କରିଛନ୍ତି । ପ୍ୟାନେଲରେ ଥିବା ସଦସ୍ୟମାନେ ହେଲେ ଡ଼. ମେଧା ବିଶ୍ରାମ କୁଲକର୍ଣ୍ଣୀ, ଡ଼. ଭଗୱତ କରଦ, ବିବେକ କେ. ତନଖା, ଅଯୋଧ୍ୟା ରାମୀ ରେଡ୍ଡୀ ଆଲା ଓ ଶୁଭାଶିଷ…

ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ପାଇଲେ ସୁଜିତ କୁମାର ଓ ସୋନାଲ ମାନସିଂହ

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ଙ୍କ ଦ୍ଵାରା ଆଜି ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ପୁନର୍ଗଠନ କରାଯାଇଛି। ପ୍ୟାନେଲରେ ବିଜେଡିର ସୁଜିତ କୁମାର ଓ ମନୋନୀତ ସଦସ୍ୟ ସୋନାଲ ମାନସିଂହ ସ୍ଥାନ ପାଇଛନ୍ତି । ଏହି ୮ ଜଣିଆ ଉପାଧ୍ୟକ୍ଷ ପ୍ୟାନେଲରେ ପୂର୍ବ ଭଳି…

କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ହେଲେ ରାଜ୍ୟସଭା ନେତା

ବିଜେପି ସରକାରର ତୃତୀୟ ପାଳିର କ୍ୟାବିନେଟରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ରାଜ୍ୟସଭାରେ ଗୃହର ନେତା କରାଯାଇଛି । ଚଳିତ ବର୍ଷ ଲୋକ ସଭା ନିର୍ବାଚନେି ବିଜୟୀ ହୋଇଥିବା ଏମପିମାନେ ସୋମବାର ୧୮ତମ ଲୋକ ସଭାର ପ୍ରଥମ ସଂସଦ ଅଧିବେଶନରେ…