Tag: Raid

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ । ଶ୍ମଶାନ ଉନ୍ନତୀକରଣ କାମର ବିଲ୍‌ କରାଇବାକୁ ଠିକାଦାରଙ୍କଠୁ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ନାଉଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ ସ୍ମୃତିରଞ୍ଜନ ନାୟକ…

ଭିଜିଲାନ୍ସ ପଞ୍ଝାରେ ଭୁବନେଶ୍ୱର ଅବକାରୀ ଜଏଣ୍ଟ କମିଶନର

ଭୁବନେଶ୍ୱର ଅବକାରୀ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସୋମବାର ଶ୍ରୀ ମିଶ୍ରଙ୍କ ଘରେ ଚଢ଼ଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍‌ ଚାଲିଥିବା ଜଣାପଡ଼ିଛି। ଏକାସଙ୍ଗରେ ୧୦ଟି ସ୍ଥାନରେ ଭିଜିଲାନ୍ସ ଟିମ ଚଢ଼ଉ ଜାରି…

ଯାଜପୁରର ୨ ଠିକାଦାରଙ୍କ ଘରେ ଜିଏସ୍‌ଟି ରେଡ୍‌

ଯାଜପୁର ଧର୍ମଶାଳା ଜାରକା ବଜାରରେ ଆୟକର ବିଭାଗର ଚଢ଼ାଉ । ୨ ଠିକାଦାରଙ୍କ ଘରେ କେନ୍ଦ୍ରୀୟ ଜିଏସଟି ବିଭାଗର ଚଢାଉ କରିଥିବା ସୂଚନା । ଟିକସ ଫାଙ୍କି ଅଭିଯୋଗରେ କେନ୍ଦ୍ରୀୟ ଜିଏସଟି ବିଭାଗର ଚଢାଉ ହୋଇଛି । ଜାରକା ବଜାରରେ ଥିବା…