Tag: rahul Gandhi

ଡାକ୍ତରଖାନାରେ ପ୍ରତାପଙ୍କୁ ଭେଟନ୍ତୁ ରାହୁଲ: ବିଜେଡି

ସଂସଦରେ ପ୍ରତାପ ଷଡ଼ଙ୍ଗୀଙ୍କୁ ଠେଲାପେଲା ଘଟଣାକୁ ନିନ୍ଦା କଲେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ । ସେ କହିଛନ୍ତି ଏଭଳି ବ୍ୟବହାରକୁ ନିନ୍ଦନୀୟ । ଡାକ୍ତରଖାନାରେ ପ୍ରତାପଙ୍କୁ ଭେଟନ୍ତୁ ରାହୁଲ । ଅନ୍ୟପଟେ ମାଷ୍ଟରକ୍ୟାଣ୍ଟିନ ଛକଠାରେ ନିଆଁ ଜାଳି ବିକ୍ଷୋଭ ପ୍ରଦର୍ଶନ…

ସଂସଦରେ କଂଗ୍ରେସ ଓ ବିଜେପି ମଧ୍ୟରେ ଠେଲାପେଲା ଘଟଣା; ରାଜଧାନୀରେ ବିଜେପି ଯୁବମୋର୍ଚ୍ଚାର ପ୍ରତିବାଦ

ସଂସଦ ପରିସରରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଧକ୍କାରେ ପ୍ରତାପ ଷଡଙ୍ଗୀ ପଡ଼ି ଆଘାତ ହେବା ଘଟଣାରେ ଏବେ ଚାରିଆଡ଼େ ରାଜନୈତିକ ଚର୍ଚ୍ଚା ପାଲଟିଛି। ବିଭିନ୍ନ ମହଲରେ ଏହି ଘଟଣାକୁ ନିନ୍ଦା କରାଯିବା ସହିତ ରାହୁଲଙ୍କୁ ବିରୋଧ କରି ଥାନାରେ…

ରାହୁଲଙ୍କ ବିରୋଧରେ ଥାନାରେ ଏତଲା ଦେଲା ବିଜେପି; ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

ସଂସଦ ଭବନ ପରିସରରେ ହୋଇଥିବା ଠେଲାପେଲାରେ ବିଜେପିର ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହେବା ଘଟଣା ଏବେ ସାରା ଦେଶରେ ରାଜନୈତିକ ମାହୋଲରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହାକୁ କେନ୍ଦ୍ର କରି ବିରୋଧୀ ଦଳ ନେତା ରାହୁଲ…

ସଂସଦରେ ହଙ୍ଗାମା: ଧକ୍କା ରେ ପ୍ରତାପ ଷଡ଼ଙ୍ଗୀ ଆହତ; ରାହୁଳ ଗାନ୍ଧୀଙ୍କ ଉପରେ ଆରୋପ

ଆଜି ସଂସଦରେ କାର୍ଯ୍ୟକାଳ ଆରମ୍ଭ ହେବା ପୁର୍ବରୁ ସଂସଦ ପରିସରରେ ଦେଖା ଦେଇଛି ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ଠେଲା ପେଲା । ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ସଂସଦ ସିଡ଼ିରୁ ପଡ଼ି ଆହତ ହୋଇଥିବା ସୂଚନା ମିଳିଛି ।…

ନେହେରୁଙ୍କ ଚିଠି ଫେରାଇବାକୁ ରାହୁଲଙ୍କୁ ଚିଠି ଲେଖିଲା ପିଏମ ମ୍ୟୁଜିୟମ

ପ୍ରଧାନମନ୍ତ୍ରୀ ମ୍ୟୁଜିୟମ ପକ୍ଷରୁ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଏକ ଚିଠି ଲେଖାଯାଇଛି, ଯେଉଁଥିରେ ତାଙ୍କୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ସହ ଜଡିତ ଦସ୍ତାବିଜ ଫେରାଇବାକୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ମ୍ୟୁଜିୟମ ଏବଂ ଲାଇବ୍ରେରୀ ସୋସାଇଟୀର ସଦସ୍ୟ…

ସବରକରଙ୍କୁ ନେଇ ମୁହାମୁହିଁ ହେଲେ ରାହୁଲ ଗାନ୍ଧୀ ଏବଂ ବିଜେପି ନେତା; ପଢନ୍ତୁ ପୁରା ଖବର

ଆଜି ଭାରତର ସମ୍ବିଧାନ ଗୃହୀତ ହେବାର ୭୫ ତମ ବାର୍ଷିକୀରେ ଲୋକସଭା ଆଲୋଚନା ବେଳେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଶାସକ ଭାରତୀୟ ଜନତା ପାର୍ଟି ଏବଂ ଏହାର ଆଦର୍ଶ ପରାମର୍ଶଦାତା ସଂଗଠନ (ଆରଏସଏସ) କୁ ତୀବ୍ର ସମାଲୋଚନା କରିଛନ୍ତି।…

ନବୀନଙ୍କ ନିରାଶା; ରାହୁଲ ହିଁ ଭରସା

ବହୁଦିନ ପରେ ଶଙ୍ଖୁଆମାନେ ଆନନ୍ଦିତ ହେଲେ। ପାଖାପାଖି ୬ ମାସ ପରେ ସେମାନଙ୍କ ମୁହଁରେ ହସ ଫୁଟିଲା । ହସ ଫୁଟିବାର କାରଣ ହେଲା ଝାଡ଼ଖଣ୍ଡ ନିର୍ବାଚନରେ ଜିଣି ପାରିଲାନି ପଦ୍ମ । ବିଷାଦ ଯୋଗରେ ପଡିଥିବା ପପୁ ମହାରାଜାଙ୍କ ପାଇଁ…

ରାହୁଲ ଗାନ୍ଧୀଙ୍କୁ ନେଇ ସୋସିଆଲ ମିଡିଆରେ କରିଥିବା ପୋଷ୍ଟ ପାଇଁ କ୍ଷମା ମାଗିଲେ ଅଭିନେତା ବୁଦ୍ଧାଦିତ୍ୟ

ରାହୁଲ ଗାନ୍ଧିଙ୍କୁ ନେଇ ଓଲିଉଡ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟ ପ୍ରସଙ୍ଗ । ଏଭଳି ପୋଷ୍ଟ ପାଇଁ ସମଗ୍ର କଂଗ୍ରେସ ପରିବାର ଓ ରାହୁଲଙ୍କୁ କ୍ଷମା ପ୍ରାର୍ଥନା କଲେ ବୁଦ୍ଧାଦିତ୍ୟ । କ୍ଷମା ପ୍ରାର୍ଥନା କରି ଓଡିଆ ଅଭିନେତା…

ଭରତପୁର ଘଟଣାରେ ରାହୁଲ ଗାନ୍ଧୀଙ୍କ କ୍ଷୋଭ

ଭରତପୁର ଥାନାରେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ଅସନ୍ତୋଷ ଲାଗି ରହିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆ ଏକ୍ସରେ ଏଭଳି ଅମାନୁଷିକ ଘଟଣାର ତୀବ୍ର ନିନ୍ଦା…

ରାହୁଲଙ୍କୁ ନେଇ ବିଜେପି ନେତାଙ୍କ ବିବାଦୀୟ ବୟାନ: ଥାନାରେ ଏତଲା ଦେବେ ରାଜ୍ୟ କଂଗ୍ରେସ କର୍ମୀ

ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନାଁରେ ବିଜେପି ଓ ତା’ର ସହଯୋଗୀ ଦଳର ନେତାମାନେ ବିବାଦୀୟ ମନ୍ତବ୍ୟ ଅଭିଯୋଗ ଘଟଣାରେ ସାରା ଦେଶରେ କଂଗ୍ରେସର ପ୍ରତିବାଦ ଆରମ୍ଭ ହୋଇଛି । ସେହିପରି ବିବାଦୀୟ ମନ୍ତବ୍ୟ ଅଭିଯୋଗ ବିରୋଧ କରି…