ତାଜା ଖବର ରାଜ୍ୟ ଶ୍ରୀମନ୍ଦିର ଭାଙ୍ଗିବାକୁ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖା ଘଟଣା; ସଂପୃକ୍ତ ବ୍ୟକ୍ତିଙ୍କୁ କରାଯାଇଛି ଚିହ୍ନଟ: ପିନାକ ମିଶ୍ର August 13, 2025 Papirani ଶ୍ରୀମନ୍ଦିରକୁ ଭାଙ୍ଗିଦେବାକୁ ଦକ୍ଷିଣ ପାର୍ଶ୍ବ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖା ଘଟଣାରେ ତତ୍ପରତା ଦେଖାଇଛି ପୁରୀ ପୋଲିସ। ସଂପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି ବୋଲି କହିଛନ୍ତି ପୁରୀ ଏସ୍ପି ପିନାକ ମିଶ୍ର । ସେ କହିଛନ୍ତି ଶ୍ରୀମନ୍ଦିର ସୁରକ୍ଷାକୁ ଆମେ ସର୍ବାଧିକ…
ତାଜା ଖବର ରାଜ୍ୟ ଶ୍ରୀମନ୍ଦିରରୁ ୧୨ ଜଣ ନକଲି ଗୁମାସ୍ତା ଗିରଫ August 11, 2025 Papirani ପୋଲିସ ହାତରେ ଧରାପଡିଲେ ନକଲି ଗୁମାସ୍ତା। ପୁରୀ ସିଂହଦ୍ଵାର ଓ ଟାଉନ ଥାନା ପୋଲିସ ୧୨ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବିଏନ୍ଏସ୍ ଧାରା ୧୧୧ ଅନୁଯାୟୀ ନକଲି ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ…
ତାଜା ଖବର ରାଜ୍ୟ ଚନ୍ଦ୍ରଭାଗା ବେଳାଭୂମିରେ ବୁଡ଼ି ୩ ଯୁବକ ମୃତ August 10, 2025 Papirani ପୁରୀ ଚନ୍ଦ୍ରଭାଗା ବେଳାଭୂମିରେ ଅଘଟଣ। ଗାଧେଇବା ବେଳେ ବୁଡ଼ି ଯାଇ ୩ ଜଣ ଯୁବକ ପ୍ରାଣ ହରାଇଛନ୍ତି। ଚନ୍ଦ୍ରଭାଗା ଇକୋରିଟ୍ରିଟ୍ ନିକଟରେ ୨ ଜଣ ବୁଡି ଯାଇ ପ୍ରାଣ ହରାଇଥିବାବେଳେ ଅନ୍ୟ ଜଣେ ଯୁବକ ସାମାନ୍ୟ ଦୂରରେ ଗାଧୋଉଥିବାବେଳେ ସମୁଦ୍ରରେ ବୁଡି…
ଦେଶ ରାଜ୍ୟ ବାୟୁସେନା ଯବାନ ସ୍ଵରାଜ୍ୟ ସାହୁଙ୍କ ଶେଷକୃତ୍ୟ ସମ୍ପନ୍ନ August 9, 2025 Nirvay ଆଗରେ ଚାଲିଛନ୍ତି ଶୁଭେଚ୍ଛୁ ଓ ପରିଜନ । ପଛେ ପଛେ ବୀର ଯବାନଙ୍କ ପାର୍ଥିବ ଶରୀର । ସିଲିଣ୍ଡର ବିସ୍ଫୋରଣରେ ଆହତ ହୋଇ ମୃତ୍ୟୁବରଣ କରିଥିବା ଭାରତୀୟ ବାୟୁସେନା ଜବାନ ସ୍ୱରାଜ୍ୟ ସାହୁଙ୍କ ଶେଷକୃତ୍ୟ ପୂର୍ଣ୍ଣ ସାମରିକ ସମ୍ମାନ ସହିତ କୋଣାର୍କ,…
ପ୍ରିମିୟମ ଖବର ରାଜ୍ୟ ବଳଙ୍ଗା ପୀଡ଼ିତା ମାମଲା: କେଉଁ ଡାକ୍ତରଙ୍କୁ ଦେଖାଉଥିଲେ ଝିଅକୁ ? August 7, 2025 Papirani ବଳଙ୍ଗା ପୀଡ଼ିତା ମାମଲାରେ ଦି’ଟା କଥା ଆଦୌ ହଜମ ହଉନି । ପୀଡ଼ିତାଙ୍କ ବାପା ଓ ବୋଉ ଦି’ ପ୍ରକାର କଥା କେମିତି କହିଲେ ? ନିଆଁ ଲାଗିବା ଦିନ ପୀଡ଼ିତାଙ୍କ ବୋଉ ଅପହରଣ କଥା କହିଥିଲେ । କହିଥିଲେ କି…
ତାଜା ଖବର ରାଜ୍ୟ ପୁଣି ଶ୍ରୀମନ୍ଦିରରେ ଧରାହେଲା ହିଡେନ୍ କ୍ୟାମେରା ଯୁକ୍ତ ଚଷମା August 5, 2025 Papirani ପୁଣି ଶ୍ରୀମନ୍ଦିରରୁ ଧରାହେଲା ହିଡେନ୍ କ୍ୟାମେରା ଯୁକ୍ତ ଚଷମା ।ପଶ୍ଚିମ ଦ୍ୱାର ନିକଟରୁ ଧରାପଡ଼ିଲା ହିଡେନ୍ କ୍ୟାମେରା । ପଶ୍ଚିମବଙ୍ଗର ଜଣେ ଭକ୍ତକୁ ଧରିଲା ସିଂହଦ୍ବାର ଥାନା ପୋଲିସ । ଚଷମାରେ ହିଡେନ୍ କ୍ୟାମେରା ଲଗାଇ ପ୍ରବେଶ କରିଥିଲେ ।ଯୁବକଙ୍କୁ ଅଟକ…
ପ୍ରିମିୟମ ଖବର ରାଜ୍ୟ କୁହେଳିକା ଭିତରେ ବଳଙ୍ଗା ଝିଅ August 5, 2025 Papirani ବଳଙ୍ଗା ପୀଡ଼ିତାଙ୍କ ନାଁ କ’ଣ ? ପୁଲିସ କହୁଚି ଯେ, ଝିଅଟା ଆତ୍ମହତ୍ୟା କରିଚି । ଅନ୍ୟ କେହି ଏଥରେ ସଂପୃକ୍ତ ନାହାଁନ୍ତି । ଏହା ବଳାତ୍କାର କି ଦୁଷ୍କର୍ମ ମାମଲା ନୁହେଁ । ଅପହରଣ ଅଭିଯୋଗ ମିଛ । ତେବେ…
ରାଜ୍ୟ ଶ୍ରୀମନ୍ଦିରରେ ପୁଣି ଗୁପ୍ତ କ୍ୟାମେରା ଯୁକ୍ତ ଚଷମା August 4, 2025 Nirvay ପୁରୀ ଶ୍ରୀମନ୍ଦିରରେ ହିଡେନ୍ କ୍ୟାମେରା ନେଇ ଜଣେ ଯୁବକଙ୍କ ପ୍ରବେଶ ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଗୁଜରାଟର ଜଣେ ଭକ୍ତ ଚଷମାରେ ଗୁପ୍ତ କ୍ୟାମେରା ଲଗାଇ ଫଟୋ ଉଠାଉଥିବା ସମୟରେ ଧରାପଡିଛନ୍ତି । କୀର୍ତ୍ତନଚକଡା ନିକଟରୁ ତାଙ୍କୁ ସିଂହଦ୍ୱାର ଥାନା…
ତାଜା ଖବର ରାଜ୍ୟ ବଳଙ୍ଗା ପୀଡ଼ିତାଙ୍କ ସଂପନ୍ନ ହେଲା ଶେଷକୃତ୍ୟ August 4, 2025 Papirani ଆଜି ବଳଙ୍ଗା ପୀଡ଼ିତାଙ୍କ ସଂପନ୍ନ ହେଲା ଶେଷକୃତ୍ୟ । ସମସ୍ତ ରୀତିନୀତିରେ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି । ପୀଡ଼ିତାଙ୍କ ଗାଁ ବାୟାବରର କବରସ୍ତାନରେ ଦିଆଗଲା କବର । ବାୟାବର ଗାଁରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।…
ରାଜ୍ୟ ବଳଙ୍ଗା ପୀଡିତାଙ୍କ ବାପାଙ୍କ ବୟାନ୍: ମାନସିକ ଚାପ ଯୋଗୁଁ ଜୀବନ ହାରିଲା ମୋ ଝିଅ August 2, 2025 Nirvay ମାନସିକ ଚିନ୍ତା ଯୋଗୁଁ ଝିଅ ଜୀବନ ହାରିଥିବା କହିଛନ୍ତି ବଳଙ୍ଗା ପୀଡିତାଙ୍କ ବାପା । ସରକାର ଯାହା ସହଯୋଗ କରିବା କଥା କରିଛନ୍ତି । ଝିଅର ମୃତ୍ୟୁକୁ ନେଇ ରାଜନୀତି ନକରିବାକୁ ସେ ଅନୁରୋଧ କରିଛନ୍ତି । ଝିଅର ଆତ୍ମାର ଶାନ୍ତି…