Tag: Puri

ଶରଧାବାଲିରେ ଦଳାଚକଟା; ୩ ଶ୍ରଦ୍ଧାଳୁ ମୃତ, ୫୦ ଆହତ

ମାଉସୀ ମା’ଙ୍କ ପାଖରେ ପହଂଚି ସାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ମହାପ୍ରଭୁଙ୍କୁ ଦେଖିବା ପାଇଁ କାଇଁ କେତେ ଦୂରରୁ ଭକ୍ତମାନେ ଆସିଛନ୍ତି। ଏହି ସମୟରେ ପୁରୀ ଶରଧାବାଲିରେ ଠେଲାପେଲା ଦଳାଚକଟା ଘଟଣା ସାମ୍ନାକୁ ଆସିଛି। ଶରଧାବାଲିରେ ଠେଲାପେଲାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ…

ରଥଟଣା ବିଳମ୍ବକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ନବୀନ ପଟ୍ଟନାୟକ

ରଥଟଣା ବିଳମ୍ବକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣାରେ ଅତ୍ୟଧିକ ବିଳମ୍ବ ହେବାରୁ ନବୀନ କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଆମେ…

ପୁରୀରେ ପହଞ୍ଚିଲେ ଗୌତମ ଆଦାନୀ

ଭୁବନେଶ୍ୱର ଏୟାରପୋର୍ଟରେ ଆଜି ଆଦାନୀ ଗ୍ରୁପ୍‌ ଅଧ୍ୟକ୍ଷ ଗୌତମ ଆଦାନୀ ପହଞ୍ଚିବା ପରେ ପୁରୀରେ ପହଞ୍ଚିଛନ୍ତି । ପବିତ୍ର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ସେ ଜଗା ଦର୍ଶନ କରିବା ସହ ପୁରୀରେ ବିଭିନ୍ନ ସେବାମୂଳକ କାର୍ଯ୍ୟରେ ଭାଗ ନେବେ ।…

ଆଜି ଦ୍ଵିତୀୟଦିନରେ ପୁଣି ଥରେ ଆରମ୍ଭ ହେଲା ମହାପ୍ରଭୁଙ୍କ ରଥଟଣା

ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରାରେ ଶନିବାର ଦିନ ପୁଣି ଥରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ହୋଇଛି । ଆଜି ପୁରୀ ବଡ଼ଦାଣ୍ଡରେ ପୁଣି ଆରମ୍ଭ ହୋଇଛି ରଥ ଟଣା । ଆଜି ଦ୍ଵିତୀୟଦିନରେ ରଥ ଉପରେ ମଙ୍ଗଳ ଆଳତୀ ସରିବା…

ରଥଯାତ୍ରାରେ ଅଘଟଣ; ପୁଲିସ ଆକ୍ରମଣରେ ସାମ୍ବାଦିକ ଗୁରୁତର ଆହତ

ରଥଯାତ୍ରାରେ ଅଘଟଣ। ରାଜ୍ୟ ସରକାର ସ୍ୱୀକୃତିପ୍ରାପ୍ତ ଓ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ରଥଯାତ୍ରା ଖବର ସଂଗ୍ରହ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିଥିବା ବେଳେ ପୁଲିସ ଆକ୍ରମଣରେ ୭ରୁ ଉର୍ଦ୍ଧ୍ବ ଗୁରୁତର ଆହାତ ହୋଇଛନ୍ତି । ଜଣେ ମହିଳା ସାମ୍ବାଦିକ ହାତରେ ୨୦ ଷ୍ଟିଜ…

ବିଳମ୍ବରେ ଗଡିଲା ନନ୍ଦିଘୋଷ

ରାତିରେ ଗଡ଼ିଲା ନନ୍ଦିଘୋଷ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ।ଅହେତୁକ ବିଳମ୍ବରେ ଗଡ଼ିଲା ନନ୍ଦିଘୋଷ ରଥ । ରାତି ୭ଟା ୪୫ ମିନିଟରେ ଟଣାଗଲା ଶ୍ରୀଜଗନ୍ନାଥଙ୍କ ରଥ । ତେବେ ଅଳ୍ପ ଟଣା ଯିବା ପରେ ରଥ ଟଣା ବନ୍ଦ ରହିଛି ।…

ଆଜ୍ଞାମାଳ ଆସିବା ପରେ ସିଂହଦ୍ୱାର ସମ୍ମୁଖରେ ଲାଗିଲା ତିନି ରଥ

ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ରାତି ପାହିଲେ ରତ୍ନସିଂହାସନରୁ ଓହ୍ଲାଇ ଆସିବେ ଚତୁର୍ଦ୍ଧାବିଗ୍ରହ । ଆଜି ଆଷାଢ଼ ଶୁକ୍ଲପକ୍ଷ ପ୍ରତିପଦା ତିଥିରେ, ରଥରେ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଛି । ଭକ୍ତି ପରିବେଶ ମଧ୍ୟରେ ଆଜ୍ଞାମାଳ ବିଜେ ପରେ ଦକ୍ଷିଣ…

ଆସନ୍ତାକାଲି ରଥଯାତ୍ରା ଦେଖିବାକୁ ପୁରୀ ଆସିବେ ଉପରାଷ୍ଟ୍ରପତି

ଆସନ୍ତାକାଲି ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ରଥାଯାତ୍ରା। ଏହି ଅବସରରେ ରଥଯାତ୍ରା ଦେଖିବାକୁ ପୁରୀ ଆସିବେ ଉପରାଷ୍ଟ୍ରପତି। ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କ ସମେତ ଅନେକ ଶିଳ୍ପପତି ଓ ଭିଭିଆଇପି ପୁରୀ ଆସି ରଥଯାତ୍ରା ଦେଖିବେ। ଏନେଇ ଆଜି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ…

ଧର୍ମୀୟ ଭାବନା ପାଇଁ ନୁହେଁ, ଆୟ ପାଇଁ କରାଯାଇଛି ଦୀଘା ଜଗନ୍ନାଥ ମନ୍ଦିର : ଶଙ୍କରାଚାର୍ଯ୍ୟ

ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ବର୍ଷିଲେ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ । ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗ ନେଇ ମୁହଁ ଖୋଲିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ। ପୁରୀ ଶଙ୍କରାଚାର୍ଯ୍ୟ ମଠର ପୀଠାଧିଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ…

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜାରି ହେଲା ଟ୍ରାଫିକ ନିୟମାବଳୀ

ଆଉ ଦୁଇଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ପୁଲିସ ପ୍ରଶାସନର ପ୍ରସ୍ତୁତି ଶେଷ ହୋଇଛି । ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ଭକ୍ତଙ୍କ ଭିଡ଼ ଜମିଲାଣି । ସେଥିପାଇଁ ସୁରକ୍ଷା ପାଇଁ ପୋଲିସ ଫୋର୍ସ ମଧ୍ୟ ମୁତୟନ ହେବା ଆରମ୍ଭ…