Tag: Puri

Kartika Brata 2026: ଆଜିଠାରୁ ନିଶୁକ୍ଳ ହବିଷ୍ୟାଳି ଯୋଜନା ପାଇଁ ଅନଲାଇନ୍ ଆବେଦନ ଆରମ୍ଭ

ପବିତ୍ର କାର୍ତ୍ତିକ ମାସରେ ପୁରୀ ଶ୍ରୀକ୍ଷେତ୍ରରେ ବ୍ରତ ପାଳନ କରିବାକୁ ଇଚ୍ଛୁକ ହବିଷ୍ୟାଳିମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ‘ନିଶୁଳ୍କ ହବିଷ୍ୟାଳି ଯୋଜନା’ ଅଧୀନରେ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆଜିଠୁ ଆରମ୍ଭ ହୋଇଛି। ଆଶାୟୀ ବ୍ରତଧାରୀମାନେ ରାଜ୍ୟ ସରକାରଙ୍କ ସରକାରୀ ପୋର୍ଟାଲ୍…

Gruelling Heat In October: ୧୩୦ ବର୍ଷର ରେକର୍ଡ ଭାଙ୍ଗିଲା ପୁରୀର ଉତ୍ତାପ: ୩୬.୬°C ଛୁଇଁଲା ପାରଦ

ପୁରୀ ସହରରେ ଅକ୍ଟୋବର ମାସରେ ଅପ୍ରତ୍ୟାଶିତ ପ୍ରଚଣ୍ଡ ତାପମାତ୍ରା ଅନୁଭୂତ ହୋଇଛି। ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଗତକାଲି ଅର୍ଥାତ୍ ୫ ଅକ୍ଟୋବର ୨୦୨୬ରେ ପୁରୀରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୬.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି, ଯାହା ଗତ…

Puri Habisyali scheme for Kartika Brata: ପୁରୀରେ ହବିଷ୍ୟାଳୀଙ୍କ ପାଇଁ ମାଗଣା ରହଣି ଓ ମହାପ୍ରସାଦ ବ୍ୟବସ୍ଥା; ଅକ୍ଟୋବର ୬ରୁ ଅନଲାଇନ୍ ଆବେଦନ ଆରମ୍ଭ

ପବିତ୍ର କାର୍ତ୍ତିକ ମାସ ନିମନ୍ତେ ଶ୍ରୀକ୍ଷେତ୍ର ପୁରୀରେ ହବିଷ୍ୟାଳୀମାନଙ୍କୁ ନିଶୁଳ୍କ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ୬ ତାରିଖରୁ ଏହି ପଞ୍ଜୀକରଣ ଆରମ୍ଭ ହୋଇଥିବା ବେଳେ ବ୍ରତଧାରୀ ମା’ମାନେ ନିଜର ଆବେଦନ…

Land Returned to Lord Jagannath: ମହାପ୍ରଭୁଙ୍କ ନାମକୁ ଫେରିଲା ହଡ଼ପ ଜମି

ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ଶରଧା ବାଲି ନିକଟ ରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ ଅମୃତ ମଣୋହି ଜମି ହଡ଼ପ ଉଦ୍ୟମକୁ ବଡ଼ ଝଟ୍‌କା ଲାଗିଛି । ଏହି ମୂଲ୍ୟବାନ ଜମି ମହାପ୍ରଭୁଙ୍କ ନାମକୁ ଫେରିଛି । ତେବେ ସମସ୍ତ ଜଗନ୍ନାଥ…

Puri Gundicha Temple Reopens: ୬ ବର୍ଷ ପରେ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ପୁରୀ ଗୁଣ୍ଡିଚା ମନ୍ଦିର

ଦୀର୍ଘ ୬ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ସାଧାରଣ ଭକ୍ତଙ୍କ ପାଇଁ ପୁନର୍ବାର ଖୋଲିଛି ପୁରୀର ପବିତ୍ର ଶ୍ରୀଗୁଣ୍ଡିଚା ମନ୍ଦିର। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜନ୍ମବେଦୀ ଭାବେ ସମଗ୍ର ବିଶ୍ୱରେ ପ୍ରସିଦ୍ଧ ଏହି ପୀଠ ୨୦୨୦ ମସିହା କୋଭିଡ-୧୯ ମହାମାରୀ ସମୟରୁ ବନ୍ଦ…

Puri Jagannath Darshan Suspended for 4 Hours: କାଲି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାପ୍ରଭୁଙ୍କ ‘ବନକଲାଗି’ ନୀତି ପାଇଁ କାଲି ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। କାଲି ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଶ୍ରୀଜିଉଙ୍କ ଦର୍ଶନ ପାଇବାରୁ ବଞ୍ଚିତ ହେବେ। ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଦତ୍ତମହାପାତ୍ର ସେବକମାନେ…

Nimapada Gang Rape Case: ନିମାପଡ଼ାରେ ଗଣଦୁଷ୍କର୍ମ ଅଭିଯୋଗ, ୪ ଗିରଫ

ପୁରୀ ଜିଲ୍ଲା ନିମାପଡ଼ାର କେନାଲ ରୋଡ୍‌ସ୍ଥିତ ନନ୍ଦିନୀ ଗେଷ୍ଟ ହାଉସ୍‌ରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ଚାଞ୍ଚଲ୍ୟକର ଘଟଣାରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଗିରଫ…

Puri Cruise Terminal: ପୁରୀରେ ଗଢ଼ିଉଠିବ ଅତ୍ୟାଧୁନିକ ଆନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍: ୨୦୨୮ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକ୍ଷମ ଲକ୍ଷ୍ୟ

ଓଡ଼ିଶାର ଉପକୂଳବର୍ତ୍ତୀ ପର୍ଯ୍ୟଟନର ବିକାଶ ଏବଂ ସାମୁଦ୍ରିକ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱସ୍ତରୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ପୁରୀରେ ଏକ ଅତ୍ୟାଧୁନିକ ଆନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍ ନିର୍ମାଣ ପାଇଁ…

Puri Swargadwar Wood Crisis: ପୁରୀ ସ୍ୱର୍ଗଦ୍ୱାରରେ ଗମ୍ଭୀର କାଠ ସଙ୍କଟ: ଶବଦାହ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କଲେ ପରିଜନ

ପବିତ୍ର ଧାମ ପୁରୀର ସ୍ୱର୍ଗଦ୍ୱାରରେ ପୁଣି ଥରେ ଦେଖାଦେଇଛି ଗମ୍ଭୀର କାଠ ସଙ୍କଟ। ଶବ ସତ୍କାର ପାଇଁ ଦୂରଦୂରାନ୍ତରୁ ଆସିଥିବା ଶୋକସନ୍ତପ୍ତ ପରିବାରବର୍ଗ ସ୍ୱର୍ଗଦ୍ୱାର ପରିସରରେ ଘଣ୍ଟା ଘଣ୍ଟା ଧରି ଶବଦାହ ପାଇଁ ଅପେକ୍ଷା କରିଥିବା ଅଭିଯୋଗ ହୋଇଛି। ଏଥି ସହିତ…

Sunia Celebrated in Puri: ଶ୍ରୀମନ୍ଦିର ଶ୍ରୀନହରରେ ସୁନିଆଁ ନୀତି, ଗଜପତି ମହାରାଜାଙ୍କ ପ୍ରଚଳିତ ହେଲା ୭୧ ଅଙ୍କ

ଭାଦ୍ରବ ଶୁକ୍ଲ ଦ୍ୱାଦଶୀ ତିଥି ଅବସରରେ ପବିତ୍ର ଶ୍ରୀକ୍ଷେତ୍ର ପୁରୀଠାରେ ପାରମ୍ପରିକ ଓଡ଼ିଆ ନବବର୍ଷ ‘ସୁନିଆଁ’ ପର୍ବ ଆନନ୍ଦ ଓ ନିଷ୍ଠାର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି ସଂସ୍କୃତିମୟ ଶୁଭ ଅବସରରେ ପୁରୀ ଶ୍ରୀନଅରରେ ସ୍ୱଶାସନ ଓ ରାଜକୀୟ ପରମ୍ପରାନୁସାରେ ଗଜପତି…