Tag: Protest

ରାଜ୍ୟରେ ଆଇନଶୃଙ୍ଖଳା ଓ ମହିଳା ନିର୍ଯାତନା ନେଇ ସଂସଦ ସମ୍ମୁଖରେ ବିଜେଡ଼ିର ପ୍ରତିବାଦ

ରାଜ୍ୟରେ ଆଇନଶୃଙ୍ଖଳା ଓ ମହିଳା ନିର୍ଯାତନା ନେଇ ପ୍ରତିବାଦ । ସଂସଦର ଗାନ୍ଧି ମୂର୍ତ୍ତି ନିକଟରେ ପୋଷ୍ଟର ବ୍ୟାନର ଧରି ବିଜେଡି ରାଜ୍ୟସଭା ସାଂସଦଙ୍କ ପ୍ରତିବାଦ । ବିଜେଡି କହିଛି ଓଡ଼ିଶାରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡିଛି। ଦୋଷୀକୁ ଧରିବାରେ ରାଜ୍ୟ ସରକାର…

ଜୁଲାଇ ୨୬ରେ କୋରାପୁଟର ଦକ୍ଷିଣ ପଞ୍ଚିମାଞ୍ଚଳ ଡିଆଇଜିଙ୍କ ଅଫିସ ଆଗରେ ବିକ୍ଷୋଭ କରିବ ବିଜେଡି

ଅବିଭକ୍ତ କୋରାପୁଟ ଜିଲ୍ଲାରେ ନିକଟରେ ଘଟିଯାଇଥିବା ଦୁଇ ଦୁଇଟି ଦୁଷ୍କର୍ମ ଘଟଣା ସହିତ ରାଜ୍ୟରେ ଅହେତୁକ ଭାବେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଉଥିବା କାରଣରୁ, ବିଜୁ ଜନତା ଦଳ ଜୁଲାଇ ୨୬ ତାରିଖ ଦିନ ସେଠାକାର ଡିଆଇଜି ଅଫିସ ସମ୍ମୁଖରେ ଏକ…

ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା: ବାଣୀବିହାରରେ ଏବିଭିପିର ବିକ୍ଷୋଭ ପ୍ରଦର୍ଶନ

ବାଲେଶ୍ବର ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି ଏବିଭିପି। ନ୍ୟାୟ ଦାବି ନେଇ ବାଣୀବିହାରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ବିକ୍ଷୋଭ ପ୍ରଦର୍ଶନ । ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଆଇନଯୁକ୍ତ ସ୍ଥାୟୀ…

ଏଫଏମ୍ କଲେଜ ଘଟଣା; ରାଜରାସ୍ତାରେ ଗର୍ଜିଲା ବିଜେଡ଼ି ଓ କଂଗ୍ରେସ 

ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମହୁତି ଉଦ୍ୟମ ଘଟଣାର ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏବେ ରାଜନୀତି ଜୋର ଧରିଛି । ଏହି ଘଟଣାକୁ ନେଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିବାକୁ ଚେଷ୍ଟା…

ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ଯାଏଁ ବନ୍ଦ ହେବନି ଆନ୍ଦୋଳନ; ଚେତାବନୀ ଦେଲା ଓଡ଼ିଶା ଡ୍ରାଇଭର୍ ମହାସଂଘ

ବନ୍ଦ ହେବନି ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ। ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ଯାଏଁ ଆନ୍ଦୋଳନ ବନ୍ଦ ହେବନି ବୋଲି ଚେତାବନୀ ଦେଇଛନ୍ତି ଡ୍ରାଇଭର ସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି। ସେ କହିଛନ୍ତି ଡ୍ରାଇଭରମାନଙ୍କ ଦାବି ପୂରଣ ନେଇ ସରକାର…

ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡା ଓ ଟମାଟୋ ମାଡ଼

ଏସ୍‌ସି ଏସ୍‌ଟିଙ୍କ ଉପରେ ଅତ୍ୟାଚାର ଓ ନାରୀ ନିର୍ଯାତନା ଅଭିଯୋଗ ଆଣି ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଓଡ଼ିଆ ଅସ୍ମିତା କୁଆଡ଼େ ଗଲା କହି ନାରାବାଜି କଲେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରିଛି। ଯୁବ କଂଗ୍ରେସ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ…

ପଛୁଆ ବର୍ଗଙ୍କୁ ପ୍ରସଙ୍ଗକୁ ନେଇ ରାଜଧାନୀ ରାଜରାସ୍ତାରେ ବିଜେଡ଼ିର ବିକ୍ଷୋଭ

ପଛୁଆ ବର୍ଗ, ଅନୁସୂଚିତ ଜାତି ଏବଂ ଜନଜାତିକୁ ସଂଖ୍ୟାନୁପାତିକ ଭାବରେ ସଂରକ୍ଷଣ ଦେବା ଦାବିରେ ବିଜୁ ଜନତା ଦଳର ରଣ ହୁଂକାର । ରାଜଧାନୀ ଭୁବନେଶ୍ୱର ରାଜଭବନ ଛକରେ ବିଶାଳ ସମାବେଶ କରିଛି ବିଜେଡ଼ି । ବିଜେପି ସରକାର ପଛୁଆ ବର୍ଗଙ୍କ…

ରଣକ୍ଷେତ୍ର ପାଲଟିଲା ପିଏମଜି ଛକ; ଭକ୍ତ,ତାରା, ଲଲ୍ଲୁ ଓ ମୋକିମଙ୍କୁ ଉଠାଇନେଲା ପୋଲିସ

ରାଜଧାନୀରେ ଉଗ୍ର ହେଲା କଂଗ୍ରେସର ବିକ୍ଷୋଭ । କଂଗ୍ରେସ କର୍ମୀଙ୍କ ଗର୍ଜନରେ ଫାଟି ପଡୁଛି ପୁରା ଲୋୟର ପିଏମଜି । ବ୍ୟାରିକେଡ ଭାଙ୍ଗିବା ସମୟରେ ମୁହାଁମୁହିଁ ହେଲେ ପୋଲିସ ଓ କଂଗ୍ରେସ କର୍ମୀ । ପରିସ୍ଥିତି ଅଣାୟତ୍ତ ହେବାରୁ ଲାଠିଚାର୍ଜ କରିଥିଲା…

ବିଧାନସଭା ଘେରାଉ ପାଇଁ ଆରମ୍ଭ ହେଲା କଂଗ୍ରେସର ପଦଯାତ୍ରା

ଆଜି ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛି କଂଗ୍ରେସ। ରାଜ୍ୟରେ ମହିଳା ଅସୁରକ୍ଷିତ ଏବଂ ଏଥିଲାଗି ଗୃହକମିଟି ଦାବି କରି କଂଗ୍ରେସର ୧୪ ସଦସ୍ୟ ନିଲମ୍ବନ ହେବା ଘଟଣାରେ ରାଜ୍ୟ କଂଗ୍ରେସ ତୀବ୍ର ପ୍ରତିକ୍ରିୟାଶୀଳ ହୋଇପଡ଼ିଛି। ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର କଂଗ୍ରେସ…

ନିଲମ୍ବନ ପରେ ରାଜରାସ୍ତାରେ କଂଗ୍ରେସର ହଙ୍ଗାମା; ରାଜରାସ୍ତାରେ ରାତି କଟେଇଲେ ବିଧାୟକ 

ବିଧାନସଭା ଗୃହରୁ ୧୨ ବିଧାୟକଙ୍କୁ ସସ୍‌ପେଣ୍ଡ ପରେ ରାଜରାସ୍ତାରେ କଂଗ୍ରେସର ହଙ୍ଗାମା। ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ରାତି କଟେଇଲେ କଂଗ୍ରେସ ବିଧାୟକ । ସେମାନଙ୍କ ସହିତ ଦଳରେ ଅନେକ କର୍ମୀ ମଧ୍ୟ ରାତିସାରା ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଧାରଣା ଦେଇଥିବା ଦେଖା ଦେଇଛି ।…