Tag: Pratap sarangi

Rajya Sabha Elections: ବିଜେପି ଘୋଡ଼ା ବେପାର କରୁଛି କହିଲେ ନବୀନ, କାଉଣ୍ଟର କଲେ ଜୟନାରାୟଣ, ପ୍ରତାପ ଷଡଙ୍ଗୀ

ରାଜ୍ୟସଭା ନିର୍ବାଚନକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇ ଯାଇଛି ।ଓଡ଼ିଶାରେ ରାଜ୍ୟସଭା ଆସନ ପାଇଁ ଲଢ଼େଇ ତୀବ୍ର ହେଉଥିବା ବେଳେ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଶାସକ ବିଜେପି ଉପରେ ଆକ୍ରମଣ ଆରମ୍ଭ କରି ଦଳ…

ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଦ୍ଧପରିକର : ପ୍ରତାପ ଷଡଙ୍ଗୀ

ପୂର୍ବୋଦୟର ବିକାଶରେ ବିକଶିତ ଭାରତ ବର୍ଷ ଗଠନ ସମ୍ଭବ । ଓଡିଶାର ବିକାଶ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବଦ୍ଧପରିକର ଏବଂ ଏଥି ପାଇଁ ଶାସନ ଦାୟୀତ୍ୱ ନେବାର ପ୍ରଥମ ଦିନରୁ କାର୍ଯ୍ୟ କରିଆସୁଛନ୍ତି । ମୋଦିଜୀଙ୍କ ତତ୍ୱାବଧାନରେ…

ଡାକ୍ତରଖାନାରେ ପ୍ରତାପଙ୍କୁ ଭେଟନ୍ତୁ ରାହୁଲ: ବିଜେଡି

ସଂସଦରେ ପ୍ରତାପ ଷଡ଼ଙ୍ଗୀଙ୍କୁ ଠେଲାପେଲା ଘଟଣାକୁ ନିନ୍ଦା କଲେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ । ସେ କହିଛନ୍ତି ଏଭଳି ବ୍ୟବହାରକୁ ନିନ୍ଦନୀୟ । ଡାକ୍ତରଖାନାରେ ପ୍ରତାପଙ୍କୁ ଭେଟନ୍ତୁ ରାହୁଲ । ଅନ୍ୟପଟେ ମାଷ୍ଟରକ୍ୟାଣ୍ଟିନ ଛକଠାରେ ନିଆଁ ଜାଳି ବିକ୍ଷୋଭ ପ୍ରଦର୍ଶନ…

ବାଲେଶ୍ବର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଆସିଲା ଦିଲ୍ଲୀରୁ ଡାକରା

ରାଜ୍ୟ ବିଜେପି ସାଂଗଠନିକ ନିର୍ବାଚନ ଅଧିକାରୀ ନିଯୁକ୍ତି ପରେ ବାଲେଶ୍ବର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଦିଲ୍ଲୀରୁ ମିଳିଛି ଡାକରା । ଦିଲ୍ଲୀରେ ବିଜେପି ସାଂଗଠନିକ ନିର୍ବାଚନିକ ବୈଠକରେ ଯୋଗଦେବା ପାଇ ପ୍ରତାପ ଷଡ଼ଙ୍ଗୀଙ୍କୁ ଦିଲ୍ଲୀ ଡକାଯାଇଥିଲା ସୂଚନା । ଆଜି…

ନବୀନଙ୍କ ଛାୟା ମନ୍ତ୍ରୀମଣ୍ଡଳ ନେଇ ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା

ନବୀନଙ୍କ ଛାୟା ମନ୍ତ୍ରୀମଣ୍ଡଳକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ଅସ୍ତିତ୍ବ ଅଛି ବୋଲି ଜଣାଇବାକୁ ନବୀନ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ଆମେ ଖୁସି ଯେ ଆମକୁ ଶକ୍ତ ବିରୋଧୀ ଦଳ ମିଳିଛି। ସେମାନେ ସଜାଗ ରୁହନ୍ତୁ,…

ଆସନ୍ତା ୧୨ତାରିଖରେ ବିଜେପିର ପ୍ରଥମ ମନ୍ତ୍ରୀମଣ୍ଡଳ ହେବ ଶପଥ ଗ୍ରହଣ: ପ୍ରତାପ ଷଡଙ୍ଗୀ

ରାଜ୍ୟର ୨୫ବର୍ଷର କଳା ଶାସନର ଅନ୍ତ ଘଟାଇ ପ୍ରଥମ କରି ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବାକୁ ଯାଉଛି । ଓଡ଼ିଶାରେ ଭ୍ରଷ୍ଟାଚାର, ଅତ୍ୟାଚାରର କଳାକାରନାମା ଚଳାଇଥିବା ବିଜେଡି ସରକାରର ପତନ ଘଟିଛି । ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାରୀ,…

ଶକୁନିକୁ ବାଛି ଥିବା ଲୋକର ସବୁ ଦୋଷ : ପ୍ରତାପ ଷଡ଼ଙ୍ଗୀ

ଓଡ଼ିଶାରେ ବିଜେପି ସରକାର ଗଢିବା ପରେ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ପ୍ରତାପ ଷଡ଼ଙ୍ଗୀ । ବିଜେଡିର ବିପର୍ଯ୍ୟୟ ପରେ ଏବେ ପାୱାରଫୁଲ୍ ନେତା ପାଣ୍ଡିଆନଙ୍କ ପତ୍ତା ମିଳୁନି । ହେଲିକପ୍ଟର ଟୁର୍ ପରେ ଟୁର୍ କରୁଥିଲେ…

ଚିଙ୍ଗୁଡ଼ି ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ ଘଟଣା, ଦୋଷ ଲୁଚାଇବାକୁ ଚାଲିଛି ପ୍ରୟାସ

ଗୁରୁବାର ରାତିରେ ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ଗଡିଆମାଳ ଅଞ୍ଚଳରେ ଥିବା ଏକ ଚିଙ୍ଗୁଡ଼ି ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ ହୋଇ ୧୦ ଅଧିକ କର୍ମଚାରୀ ଅସୁସ୍ଥ ହୋଇଥିଲେ। ସେଥିରେ ମହିଳା ଓ ଯୁବତୀ ନୀଳଗିରି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ ।…

ଲେଖାଶ୍ରୀଙ୍କୁ ବାଲେଶ୍ବରରୁ BJD ପ୍ରାର୍ଥୀ କରିବା ଚର୍ଚ୍ଚା ପ୍ରସଙ୍ଗ

ବିଜେପିର ଆଗଧାଡ଼ିର ଟାଣୁଆ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ବିଜେଡିରେ ସାମିଲ ହୋଇଥିବାରୁ ତାଙ୍କ ନାମକୁ ନେଇ ଏବେ ବଡ଼ ଚର୍ଚ୍ଚା ହେଉଛି । ସେ ନବୀନ ନିବାସ ଯାଇ ସୁପ୍ରିମୋ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ପାଣ୍ଡିଆନଙ୍କୁ ଭେଟିଥିବାରୁ ତାଙ୍କ…