ତାଜା ଖବର ରାଜ୍ୟ ଗାଦି ମଡ଼ା ପୋଲିସ ଅଧିକାରୀଙ୍କୁ ପୋଲିସ କମିଶନରଙ୍କ ଚେତାବନୀ October 1, 2024 Papirani କଟକରେ ନୂଆ ପୋଲିସ କମିଶନର ଏସ୍. ଦେବଦତ୍ତ ସିଂହ ପହଞ୍ଚି ଗାଦି ମଡ଼ା ପୋଲିସ ଅଧିକାରୀଙ୍କୁ ତାଗିଦ୍ କରି କହିଛନ୍ତି ଟ୍ବିନସିଟିର ବିଭିନ୍ନ ଫାଣ୍ଡିରେ କର୍ମଚାରୀମାନଙ୍କ କାର୍ଯ୍ୟକଳାପର ତର୍ଜମା କରାଯିବ । ଦୀର୍ଘଦୀନରୁ ବିଭିନ୍ନ ଥାନା ଫାଣ୍ଡିରେ ରହିଥିବା ଅଧିକାରୀଙ୍କ ତଥ୍ୟ…