ତାଜା ଖବର ରାଜ୍ୟ କେନ୍ଦ୍ରୀୟ ଡେପୁଟେସନରେ ଯିବେ IPS ଆଶିଷ ସିଂହ; ITBP IG ହେବେ December 7, 2024 Nirvay ବିବାଦୀୟ ପୋଲିସ ଅଧିକାରୀ ଆଶିଷ ସିଂହଙ୍କ ପାଇଁ ବଡ଼ ଆଶ୍ବସ୍ତି । କେନ୍ଦ୍ରୀୟ ଡେପୁଟେସନରେ ଯାଇ ଇଣ୍ଡୋ ତିବୋତାନ ବୋର୍ଡର ପୋଲିସ (ITBP)ର IG ହେବେ ଆଶିଷ ସିଂହ। ୫ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଡେପୁଟେସନ୍ରେ ଯାଇ ଏହି…
ତାଜା ଖବର ରାଜ୍ୟ ନବୀନ ସରକାରରେ ପୁଲିସ ୟୁନିଫର୍ମ ରଙ୍ଗ କ’ଣ ଥିଲା ? November 16, 2024 Papirani ଜୟନାରାୟଣ ମିଶ୍ର ବନାମ ଅନିତା ପ୍ରଧାନ ମାମଲାରେ ଏକ ବଡ କଥା କହିଚନ୍ତି ସୁପ୍ରିମକୋର୍ଟ। ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସମ୍ବଲପୁର ବିଧାୟକ ଯାଇଥିଲେ ସୁପ୍ରିମକୋର୍ଟ। ଆଗୁଆ ଜାମିନ ଆବେଦନ କରିଥିଲେ । ଏହାକୁ ସୁପ୍ରିମକୋର୍ଟ ଖାରଜ କରିଦେଲେ। ଟିପ୍ପଣୀରେ କିନ୍ତୁ…
ତାଜା ଖବର ପ୍ରିମିୟମ ଖବର ଡିଜିପିଙ୍କ ବିରୋଧରେ ବିଦ୍ରୋହ କରିବେ କି ପୁଲିସଓ୍ବାଲା ? September 28, 2024 Papirani ଭରତପୁର ଥାନାର ୫ଜଣ ବାବୁ ଓ ବାବୁଆଣିଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ଉତକ୍ଷିପ୍ତ ହୋଇପଡ଼ିଲେ ପୁଲିସ ମହସଂଘର କିଛି ପାରିବାରବାବୁ । ଯାହା କେବେ ଦେଖାଯାଇନଥିଲା ତାହା ଦେଖାଇବାକୁ ଦୁଃସାହସ କଲେ ସେମାନେ । ସପ୍ତମ ବାଟେଲିୟନରେ ବୈଠକୀ…
ତାଜା ଖବର ରାଜ୍ୟ ଭରତପୁର ଥାନା ବିବାଦ: ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ ଏକାଠି ହେଲେ ୨୦୦ରୁ ଅଧିକ ପୋଲିସ September 21, 2024 Papirani ତେଜୁଛି ଭରତପୁର ଥାନାରେ ପୋଲିସ-ସେନା ଘଟଣା । ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିବାଦରେ ଏକାଠି ହେଲେ ୨୦୦ରୁ ଅଧିକ ପୋଲିସ କର୍ମଚାରୀ । ଭୁବନେଶ୍ୱର ରିଜର୍ଭ ଗ୍ରାଉଣ୍ଡରେ ଏକାଠି ହୋଇଛନ୍ତି ପୋଲିସ୍ କର୍ମଚାରୀ । ଏହି ବିବାଦରେ ପୋଲିସ ପରବର୍ତ୍ତୀ ରଣନୀତି…
ତାଜା ଖବର ରାଜ୍ୟ ୨ଦିନିଆ ରିମାଣ୍ଡରେ ଗଲା ୫ ସ୍ତ୍ରୀଙ୍କ ରସିକିଆ ସ୍ୱାମୀ August 6, 2024 Papirani ଅଧିକ ପଚରାଉଚରା ଓ ତଥ୍ୟ ହାସଲ କରିବା ପାଇଁ ୫ ସ୍ତ୍ରୀଙ୍କ ସ୍ବାମୀ ସହ ୪୯ ଜଣଙ୍କ ପ୍ରେମିକ ସାଜିଥିବା ସତ୍ୟଜିତ ସାମଲଙ୍କୁ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ। ଆଜି ପ୍ରଥମ ଦିନରେ କମିଶନରେଟ ପୋଲିସ ସତ୍ୟଜିତ ରହୁଥିବା ଚନ୍ଦ୍ରଶେଖରପୁର ଘରୁ…
ତାଜା ଖବର ରାଜନୀତି ରାଜ୍ୟ ବିନା ଅନୁମତିରେ ହୋଇପାରିବନି କୌଣସି ବିଜୟ ଶୋଭାଯାତ୍ରା June 3, 2024 Papirani ଚଳିତବର୍ଷ ସାଧାରଣ ନିର୍ବାଚନର ଗଣତି କାଲି ସକାଳ ୮ ଟାରୁ ଆରମ୍ଭ ହେବାକୁ ଯାଉଛି । ଏହିସମୟରେ କିନ୍ତୁ ଏହାରି ଭିତରେ ପୁଲିସ ବିଭାଗ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ରହିବ ଆଇନଶୃଙ୍ଖଳା ପରିସ୍ଥିତି । ବିଭିନ୍ନ ପର୍ଯ୍ୟାୟରେ ମତଦାନ ବେଳେ…
ରାଜ୍ୟ ପୋଲିସ ଗାଡି ଦୁର୍ଘଟଣା: ୨୦ ମହିଳା ପୁଲିସ କର୍ମଚାରୀ ଆହତ May 28, 2024 Nirvay ରାଜଧାନୀ ଭୁବନେଶ୍ୱରରେ ଆଜି ଏକ ପୁଲିସ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୨୦ ମହିଳା ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଗାଡ଼ିଟି ମହିଳା ପୁଲିସ୍ କର୍ମଚାରୀଙ୍କୁ ଧରି କେନ୍ଦ୍ରାପଡ଼ାକୁ ନିର୍ବାଚନୀ ଡ୍ୟୁଟି ଅଭିମୁଖେ ଯାଉଥିଲା। କେନ୍ଦ୍ରାପଡ଼ାରେ ଆସନ୍ତା ୧…
ରାଜ୍ୟ ସ୍ପେଶାଲ ସିକ୍ୟୁରିଟି ବାଟାଲିୟନରେ ଟାଟ୍ଟୁ ମନା April 10, 2024 Nirvay ଆଉ ଦେହରେ ଟାଟୁ କରିପାରିବେନି ପୋଲିସ ଅଧିକାରୀ । ଶରୀରରେ ଟାଟୁ କରିବା ଦ୍ୱାରା ଓଡ଼ିଶା ପୋଲିସର ସମ୍ମାନ ହାନି ହେଉଥିବାରୁ ଏଭଳି ନିର୍ଦ୍ଦେଶନାମା ଜାରି କରିଛି ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ୍ ।ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ୍ କୌଣସି ଅଧିକାରୀ ମୁହଁ, ବେକ…