ତାଜା ଖବର ଦେଶ PM Modi’s Video Briefly Blocked: ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ହଟାଇବା ଘଟଣା; ମେଟାର ଗ୍ଲୋବାଲ୍ ମୁଖ୍ୟ ଓ ଇନ୍ଷ୍ଟାଗ୍ରାମ୍ ମୁଖ୍ୟଙ୍କୁ ସମନ July 28, 2026 Papirani ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଅସ୍ଥାୟୀ ଭାବରେ ହଟାଇବା ଘଟଣାରେ ମେଟାର ଗ୍ଲୋବାଲ୍ ମୁଖ୍ୟ ଜୋଏଲ୍ କାପଲାନ ଓ ଇନ୍ଷ୍ଟାଗ୍ରାମ୍ ମୁଖ୍ୟ ଆଡାମ ମୋସେରୀଙ୍କୁ କେନ୍ଦ୍ର ସରକାରଙ୍କ ସମନ । ଉଭୟଙ୍କୁ ସମନ ଜାରି କଲା ଆଇଟି ମନ୍ତ୍ରାଳୟ ।…