ତାଜା ଖବର ବିଶ୍ୱ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ଘୋଷଣା; ୨ ବୈଜ୍ଞାନିକଙ୍କୁ ମିଳିବ ପୁରସ୍କାର October 8, 2024 Papi Jena ଚଳିତ ବର୍ଷର ପଦାର୍ଥ ବିଜ୍ଞାନ (ଫିଜିକ୍ସ) ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଜନ୍. ହୋପଫିଲ୍ଡ ଓ ଜେଫ୍ରି ହିଣ୍ଟନଙ୍କୁ ମିଳିବ ଚଳିତ ବର୍ଷର ନୋବେଲ୍ । ରୟାଲ୍ ସ୍ୱିଡେସି ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ ଜନ୍ ଜେ ହପଫିଲ୍ଡ ଏବଂ…