Tag: Paradip

Sports Hub In Paradip: ପାରାଦୀପ ହେବ ସ୍ପୋର୍ଟସ୍ ହବ୍

ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଓ ତୃଣମୂଳସ୍ତରରୁ ପ୍ରତିଭାଙ୍କୁ ଆଗକୁ ଆଣିବା ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଏହିକ୍ରମରେ ପାରାଦୀପକୁ ପ୍ରମୁଖ କ୍ରୀଡା ହବ୍ ଭାବେ ଗଢି ତୋଳିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଶିଳ୍ପ, ଦକ୍ଷତା ବିକାଶ…

Paradip Fire: ପାରାଦୀପ ପରିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ; ୫୦ରୁ ଅଧିକ ଦୋକାନ ସହ ଏକାଧିକ ବାଇକ୍‌ ପୋଡ଼ି ପାଉଁଶ

ପାରାଦୀପ ବଡ଼ପଡ଼ିଆ ପରିବା ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ । ୫୦ରୁ ଅଧିକ ଦୋକାନ ଓ ଏକାଧିକ ବାଇକ୍‌ ପୋଡ଼ି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ୩ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି । ବିଳମ୍ବିତ ରାତି…

Kalinga Bali Jatra: କଳିଙ୍ଗ ବାଲିଯାତ୍ରା ୨୦୨୫ର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଆଜି ଜଗତସିଂହପୁର ର ପାରାଦୀପ ଠାରେ ଆୟୋଜିତ କଳିଙ୍ଗ ବାଲିଯାତ୍ରାର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, କଳିଙ୍ଗ ବାଲିଯାତ୍ରା ହେଉଛି ଓଡ଼ିଆ ସାଧବ ପୁଅଙ୍କ ସାହସର ପ୍ରତୀକ ଆଉ ସେଇଥିପାଇଁ ପାରାଦୀପ ଆଜି ପୂର୍ବ…

ପାରାଦୀପରେ ହେବ ଗ୍ରୀନଫିଲଡ ବିମାନବନ୍ଦର

ବନ୍ଦର ସହର ପାରାଦୀପରେ ଏକ ନୂଆ ବିମାନବନ୍ଦର ସ୍ଥାପନ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ପାରାଦୀପରେ ଗ୍ରୀନଫିଲଡ ବିମାନବନ୍ଦର ପ୍ରତିଷ୍ଠା କରିବା ସହ ଜୟପୁର, ରଙ୍ଗେଇଲୁଣ୍ଡା, ରାଇରଙ୍ଗପୁର, ଜମାଦାରପଲ୍ଲୀ ଓ ତୁଷୁରା ବିମାନ ବନ୍ଦରର ଉନ୍ନତିକରଣ କରିବା ପାଇଁ…

ମହାନଦୀ ମୁହାଣରେ ଫସିଲେ ୧୪ ମତ୍ସ୍ୟଜୀବୀ

ସମଗ୍ର ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ଲାଗି ରହିଛି। ସମୁଦ୍ର ଅଶାନ୍ତ ଥିବା ବେଳେ ମାଛ ଧରିବାକୁ ଯାଇଥିବା ଦୁଇଟି ବୋଟ ସମୁଦ୍ର ମଝିରେ ଅଚଳ ହୋଇଯାଇଛି। ଫଳରେ ପାରାଦୀପ ମହାନଦୀ ମୁହାଣରେ ୧୪ ମତ୍ସ୍ୟଜୀବୀ ଫସିରହିଛନ୍ତି। ତେବେ ଗୋଟିଏ ବୋଟ୍‌କୁ…

ବିଧାନସଭାରେ ‘ବ୍ଲାକ୍‌ ରୋଜ୍‌’ ଜାହାଜ ବୁଡ଼ିବା ପ୍ରସଙ୍ଗ ଉଠାଇ ପୂର୍ବ ସରକାରଙ୍କୁ ଟାର୍ଗେଟ

ଆଜି ବିଧାନସଭାରେ ‘ବ୍ଲାକ୍‌ ରୋଜ୍‌’ ଜାହାଜ ବୁଡ଼ିବା ପ୍ରସଙ୍ଗ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ। ଖଣି ବିଭାଗର ଖର୍ଚ୍ଚ ଦାବି ବିଷୟରେ ଆଲୋଚନା ହେଉଥିବା ବେଳେ ପାରାଦୀପ ଉପକୂଳରେ ବୁଡ଼ିଥିବା ବ୍ଲାକରୋଜ୍‌ ଜାହାଜ କାହାର ବୋଲି…

ପାରାଦୀପ ବାଉରିଆପାଳନ୍ଦାରେ ଟ୍ରେନ ଲାଇନଚ୍ୟୁତ

ପାରାଦୀପ ବାଉରିଆପାଳନ୍ଦାରେ ଟ୍ରେନ ଲାଇନଚ୍ୟୁତ ହୋଇଛି। ଇଞ୍ଜିନରୁ ଅଲଗା ହୋଇଯାଇଛି ୧୭ଟି ବଗି। ଗୋଟିଏ ବଗି ଓଲଟିଛି, ଗୋଟିଏ ଅଧା ଅଣେଇ ହୋଇରହିଛି । ଟ୍ରାକରୁ ବାହାରି ବଗି ଲାଇନଚ୍ୟୁତ ହୋଇଯାଇଛି।