Tag: Paradeep

ପାରାଦୀପରେ ୩ ଘାନା ନାଗରିକ ଠାବ

ପାରାଦୀପ ବନ୍ଦରରେ ରୁଷିଆରୁ ଆସିଥିବା ଜାହାଜରେ ୩ ଘାନା ନାଗରିକ ଠାବ। ରୁଷିଆରୁ ପାରାଦୀପ ବନ୍ଦର ଆସିଥିବା ଏମଭି ଗ୍ରେଟ ଶେଙ୍ଗ ଓ୍ବେନ ଜାହାଜ ବନ୍ଦରରେ ଲାଗିବା ପରେ ଏହାକୁ ତନତନ କରି ଯାଞ୍ଚ କରାଯାଉଛି । ରୁଷିଆରୁ ପାରାଦୀପ ବନ୍ଦର…

ଏମଭି ଦେବୀ ଜାହାଜ ବିକ୍ରି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପାରାଦୀପରେ ଜାହାଜରୁ କୋକେନ ଜବତ ଘଟଣାରେ ଏମଭି ଦେବୀ ଜାହାଜ ବିକ୍ରି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଭଡ଼ା ନଦେବାରୁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ କର୍ତ୍ତୃପକ୍ଷ। ଜାହାଜ ଉପରେ ବକେୟା ରହିଛି ପ୍ରାୟ ୮ କୋଟି ଟଙ୍କା। ଗତବର୍ଷ ଡିସେମ୍ବରରେ ପାରାଦୀପରେ…

ପାରାଦୀପରେ ଜାହାଜ ଜବତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ସାମୁଦ୍ରିକ ବିବାଦ ମାମଲାର ଶୁଣାଣି କରି ପାରାଦୀପରେ ପୁଣି ଜାହାଜ ଜବତ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପାରାଦୀପ ବନ୍ଦରରେ ରହିଛି ଏମଭି ୱାଡି ଆଲବୋଷ୍ଟାନ ଜାହାଜ। ଲୁହାପଥର ନେଇ ପାରାଦୀପ ଆସିଛି ଇଜିପ୍ଟର ଜାହାଜ। ଆବେଦନକାରୀ ସଂସ୍ଥା ଜାହାଜଠୁ ୪ କୋଟି…

ବ୍ଲାକରୋଜ୍ ଜାହାଜ ବୁଡ଼ି ମାମଲା: ସିବିଆଇ ତଦନ୍ତ ପାଇଁ ଗୃହ ବିଭାଗର ଚିଠି

ଦୀର୍ଘ ୧୫ବର୍ଷ ପରେ ପାରାଦୀପ ସମୁଦ୍ରରେ ବ୍ଲାକରୋଜ୍ ଜାହାଜ ବୁଡ଼ି ଘଟଣାର ତଦନ୍ତ କରିପାରେ ସିବିଆଇ। ପାରାଦୀପ ସାମୁଦ୍ରିକ ଥାନାରେ ରୁଜୁ ହୋଇଥିବା ଏହି ବ୍ଲାକରୋଜ୍ ବୁଡ଼ି ଘଟଣାରେ ସିବିଆଇ ତଦନ୍ତ ପାଇଁ ଗୃହ ବିଭାଗର ଚିଠି । ପୋଲିସ ଡିଜିଙ୍କୁ…

ଅନୁପ୍ରବେଶକାରୀ ସନ୍ଦେହରେ ୧୨ ବାଂଲାଦେଶୀ ଅଟକ

ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହରେ ୧୨ ଜଣଙ୍କୁ ଅଟକ ରଖିଛି ପାରାଦୀପ ଆଦର୍ଶ ଥାନା ପୋଲିସ । କୋଲକାତାରୁ ବସ୍‌ ଯୋଗେ ଆସି ବୁଧବାର ସକାଳେ ସମସ୍ତେ ପାରାଦୀପ ବସଷ୍ଟାଣ୍ଡରେ ପହଞ୍ଚିଥିଲେ। ସନ୍ଦେହ କରି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ…